ୱେଷ୍ଟଇଣ୍ଡିଜ ଟେଷ୍ଟ୍: କୋହଲିଙ୍କ ଅପରାଜିତ ଶତକ, ପ୍ରଥମ ଦିନରେ ଭାରତ ୩୦୨/୪   

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦିନରେ କମାଲ କରିଛନ୍ତି ବିରାଟ୍ କୋହଲି। ୧୯୭ ବଲ୍‌ରୁ ୧୪୩ ରନ୍ କରି ଅପରାଜିତ ଅଛନ୍ତି। ଟେଷ୍ଟରେ କୋହଲିଙ୍କର ଏହା ୧୨ତମ ଶତକ। ଏହା ସହ ସେ ୩୦୦୦ ଟେଷ୍ଟ ରନ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି। ସାର୍‌ ଭିଭିଆନ୍ ରିଡାର୍ଡସ୍‌ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଅଧିନାୟକ କୋହଲି ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ […]

kohali

kohali

Rakesh Mallick
  • Published: Friday, 22 July 2016
  • Updated: 22 July 2016, 07:55 AM IST

Sports

Latest News

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦିନରେ କମାଲ କରିଛନ୍ତି ବିରାଟ୍ କୋହଲି। ୧୯୭ ବଲ୍‌ରୁ ୧୪୩ ରନ୍ କରି ଅପରାଜିତ ଅଛନ୍ତି। ଟେଷ୍ଟରେ କୋହଲିଙ୍କର ଏହା ୧୨ତମ ଶତକ। ଏହା ସହ ସେ ୩୦୦୦ ଟେଷ୍ଟ ରନ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି।

ସାର୍‌ ଭିଭିଆନ୍ ରିଡାର୍ଡସ୍‌ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଅଧିନାୟକ କୋହଲି ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୪ ୱିକେଟ୍ ହରାଇ ୩୦୨ କରିଛି। ଓପନ୍‌ର ମୁରଲୀ ବିଜୟ ମାତ୍ର ୭ ରନ୍ କରିଥିବା ବେଳେ ଶିଖର ଧୱାନ ୧୪୭ ବଲ୍‌ରୁ ୮୪ ରନ୍ କରି ଆଉଟ୍ ହୋଇଥିଲେ। ଚେତେଶ୍ୱର ପୂଜାରା ୧୬ ରନ୍ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ୨୨ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ବିରାଟ୍‌ କୋହଲି ୧୪୩ ରନ୍ କରି ଅପରାଜିତ ଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୨୨ ରନ୍ କରି ଅପରାଜିତ ଅଛନ୍ତି। ଏ ଦୁହେଁ ଆଜି ପାଳିକୁ ଆଗକୁ ନେବେ।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଦେବେନ୍ଦ୍ର ବିଶୁ ସର୍ବାଧିକ ୩ଟି ୱିକେଟ୍ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story