ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ କୋହଲିଙ୍କ ନିନ୍ଦା

ନୂଆଦିଲ୍ଲୀ: ହାଇଦ୍ରାବାଦର ଜଣେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସମେତ ସମଗ୍ର କ୍ରୀଡ଼ାଜଗତ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ବିରାଟ୍ ଟ୍ୱିଟ୍ କରି ଏହି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି। କୋହଲି କହିଛନ୍ତି, “ଯାହା ହାଇଦ୍ରାବାଦରେ ଘଟିଲା, ତାହା ଅତ୍ୟନ୍ତ ଲଜ୍ଜାଜନକ। ଏବେ ସମୟ ଆସିଛି ଯେ ଆମେ ସମସ୍ତେ ଏକ ସମାଜ ଭାବେ ଆଗକୁ ଆସିବା […]

virat-kohli

virat-kohli

Ranjit Kumar Jena
  • Published: Sunday, 01 December 2019
  • Updated: 01 December 2019, 09:22 PM IST

Sports

Latest News

ନୂଆଦିଲ୍ଲୀ: ହାଇଦ୍ରାବାଦର ଜଣେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସମେତ ସମଗ୍ର କ୍ରୀଡ଼ାଜଗତ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ବିରାଟ୍ ଟ୍ୱିଟ୍ କରି ଏହି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି। କୋହଲି କହିଛନ୍ତି, "ଯାହା ହାଇଦ୍ରାବାଦରେ ଘଟିଲା, ତାହା ଅତ୍ୟନ୍ତ ଲଜ୍ଜାଜନକ। ଏବେ ସମୟ ଆସିଛି ଯେ ଆମେ ସମସ୍ତେ ଏକ ସମାଜ ଭାବେ ଆଗକୁ ଆସିବା ଏବଂ ଏଭଳି ଅମାନବୀୟ ନରସଂହାରକୁ ଶେଷ କରିବା।"

ଏହା ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ ଏବଂ ଭାରତୀୟ ଓପ୍ନର ଶିଖର ଧୱନ୍ ମଧ୍ୟ ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରିଥିଲେ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଅପିଲ୍ କରିଥିଲେ ଅଫ୍ ସ୍ପିନର୍ ହରଭଜନ ସିଂହ ମଧ୍ୟ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୂର୍ବତନ କ୍ରିକେଟର୍ ଇରଫାନ୍ ପଠାନ୍ ଟ୍ୱିଟ୍ କରିଛନ୍ତି, ଏଭଳି କାମ ପାଇଁ ଲଜ୍ଜା ହିଁ ଏକମାତ୍ର ଶବ୍ଦ। ସେ ଆହୁରି ଲେଖିଛନ୍ତି, ଦେଶ ଯାହାର ବି ହେଉ ପଛେ, କିନ୍ତୁ ଯେଉଁଠି ମାନବିକତାର ମୃତ୍ୟୁ ହେଉଛି, ସେଠାରେ ସମସ୍ତେ କାନ୍ଦୁଛନ୍ତି।

ସୂଚନାଯୋଗ୍ୟ, ଶମଶାବାଦରେ ମହିଳା ଡାକ୍ତରଙ୍କୁ ଟୋଲ୍ ପ୍ଲାଜାରେ ଦୁଇ ଟ୍ରକ୍ ଚାଳକ ଏବଂ ଦୁଇ ସଫେଇ କର୍ମଚାରୀ ଗଣଦୁଷ୍କର୍ମ କରି ତାଙ୍କର ହତ୍ୟା କରି ଥିଲେ। ପରେ ଅଭିଯୁକ୍ତ ମହିଳା ଡାକ୍ତରଙ୍କ ମୃତ ଶରୀରକୁ ପୋଡ଼ି ଦେଇଥିଲେ। ପୁଲିସ୍ ଶୁକ୍ରବାର ରାତିରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story