ମୁମ୍ବାଇକୁ ଆଇପିଏଲ୍‌ରେ ଜିତାଇଥିଲେ, ଏବେ ଜାତୀୟ ଟିମରେ ସ୍ଥାନ ପାଇଲେ

ମୁମ୍ବାଇ: ରବିବାର ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମର ଘୋଷଣା କରାଯାଇଛି। ଟିମରେ ବିଶେଷ କରି ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ମିଳିଛି। ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟି-୨୦ ଟିମରେ ରାଜସ୍ଥାନର ଲେଗ୍ ସ୍ପିନର୍ ରାହୁଲ ଚହରଙ୍କୁ ସାମିଲ୍ କରାଯାଇଛି। ସେ ପ୍ରଥମଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଆଇପିଏଲ୍ ଏବଂ ଘରୋଇ କ୍ରିକେଟରେ ଉନ୍ନତ ପ୍ରଦର୍ଶନର ଉପହାର ସ୍ୱରୂପ ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଛି। ତାଙ୍କ ଦାଦା ପୁଅ ଭାଇ ଦୀପକ ଚହରଙ୍କୁ […]

rahul2

rahul2

Ranjit Kumar Jena
  • Published: Sunday, 21 July 2019
  • Updated: 21 July 2019, 05:46 PM IST

Sports

Latest News

ମୁମ୍ବାଇ: ରବିବାର ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମର ଘୋଷଣା କରାଯାଇଛି। ଟିମରେ ବିଶେଷ କରି ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ମିଳିଛି। ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟି-୨୦ ଟିମରେ ରାଜସ୍ଥାନର ଲେଗ୍ ସ୍ପିନର୍ ରାହୁଲ ଚହରଙ୍କୁ ସାମିଲ୍ କରାଯାଇଛି। ସେ ପ୍ରଥମଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ଆଇପିଏଲ୍ ଏବଂ ଘରୋଇ କ୍ରିକେଟରେ ଉନ୍ନତ ପ୍ରଦର୍ଶନର ଉପହାର ସ୍ୱରୂପ ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଛି। ତାଙ୍କ ଦାଦା ପୁଅ ଭାଇ ଦୀପକ ଚହରଙ୍କୁ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି। ଦୀପକ ମଧ୍ୟ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଛନ୍ତି। ଦୁଇ ଭାଇ ଘରୋଇ କ୍ରିକେଟରେ ରାଜସ୍ଥାନ ପକ୍ଷରୁ ଖେଳନ୍ତି। ଆଇପିଏଲ୍ ଟିମ୍ ରାଇଜିଂ ପୁନେ ସୁପର୍ ଜାଏଣ୍ଟସରେ ଦୁହେଁ ଏକାଠି ଖେଳିଥିଲେ।

ଦୁଇ ଭାଇ ଉତ୍ତର ପ୍ରଦେଶର ଆଗ୍ରାଠାରେ ବସବାସ କରନ୍ତି, କିନ୍ତୁ ଘରୋଇ କ୍ରିକେଟ୍ ରାଜସ୍ଥାନ ପକ୍ଷରୁ ଖେଳନ୍ତି। ଦୀପକଙ୍କ ପିତା ଲୋକେନ୍ଦ୍ରସିଂହ ଏୟାରଫୋର୍ସରେ କାର୍ଯ୍ୟରତ ଥିଲେ। ଲୋକେନ୍ଦ୍ର ଯେତେବେଳେ ଜୟପୁରରେ ରହୁଥିଲେ, ସେହି ସମୟରେ ଦୀପକ ପେସାଦାର କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ଦୀପକଙ୍କୁ ଦେଖି ରାହୁଲ ମଧ୍ୟ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ।

ରାହୁଲ୍ ମଧ୍ୟ ବଡ଼ ଭାଇ ଦୀପକଙ୍କ ଭଳି ପେସ୍ ବୋଲର୍ ହେବାକୁ ଚାହୁଁଥିଲେ, କିନ୍ତୁ ଦୀପକଙ୍କ ପିତା ରାହୁଲଙ୍କୁ ସ୍ପିନ୍ ହେବା ପାଇଁ ପରାମର୍ଶ ଦେଇଥିଲେ। ରାହୁଲ୍ ସର୍ବପ୍ରଥମେ ୨୦୧୩-୧୪ରେ ଚର୍ଚ୍ଚାକୁ ଆସିଥିଲେ । ସେ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିର ୪ଟି ମ୍ୟାଚ୍ ମଧ୍ୟରୁ ତିନୋଟିରେ ୫ଟି ଲେଖାଏ ୱିକେଟ୍ ନେଇଥିଲେ। ୨୦୧୭ରେ ରାହୁଲ୍ ପୁନେ ରାଇଜିଂ ସୁପର ଜାଏଣ୍ଟସ୍ ଟିମରେ ସ୍ଥାନ ପାଇଥିଲେ ହେଁ, ତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳିନଥିଲା।

୨୦୧୭-୧୮ରେ ସୟଦ ମୁସ୍ତାକ୍ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଉନ୍ନତ ପ୍ରଦର୍ଶନ ପରେ ଆଇପିଏଲ୍-୨୦୧୮ରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୧.୯ କୋଟି ଟଙ୍କାରେ ମିଳିଥିଲା। କିନ୍ତୁ ଆଇପିଏଲର ଏକାଦଶ ସଂସ୍କରଣରେ ତାଙ୍କୁ ବେଶୀ ସୁଯୋଗ ମିଳିନଥିଲା। କିନ୍ତୁ ୨୦୧୯ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଭଲ ପ୍ରଦର୍ଶନ କରିଥିଲେ ଏବଂ ୧୩ ମ୍ୟାଚରେ ୧୩ ୱିକେଟ୍ ନେଇଥିଲେ।

ଏଥିସହ ମୁମ୍ବାଇ ଇଣ୍ଡିଆନ୍ସକୁ ବିଜେତା କରାଇବାରେ ପଛରେ ସେ ପ୍ରମୁଖ ଭୂମିକା ମଧ୍ୟ କରିଛନ୍ତି। ଦୀପକ ଓ ରାହୁଲ୍ ଚତୁର୍ଥ ଭାଇ ଯୋଡ଼ି ଭାବେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ଏହା ପୂର୍ବରୁ ମହିନ୍ଦର ଓ ସୁରିନ୍ଦର ଅମରନାଥ, ଇରଫାନ୍ ଓ ୟୁସୁଫ୍ ପଠାନ୍ ଏବଂ ହାର୍ଦ୍ଦିକ ଓ କୃନାଲ୍ ପାଣ୍ଡ୍ୟା ଭାରତ ପକ୍ଷରୁ ଖେଳିସାରିଛନ୍ତି। ଦୀପକ ଭାରତ ପକ୍ଷରୁ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story