କୋହଲିଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଲେ ଅଷ୍ଟ୍ରେଲୀୟ ସ୍ପିନର୍‌

ସିଡନୀ: କରୋନାଭାଇରସ୍ ଯୋଗୁ ଖାଲି ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚ୍ କରାଇବା ଦାବି ଜୋର୍ ଧରିଛି। ତେବେ ଖାଲି ଷ୍ଟାଡିୟମରେ ମ୍ୟାଚ୍ କରାଗଲେ, ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି କେମିତି ପ୍ରଦର୍ଶନ କରିବେ, ତାହା ପ୍ରଶ୍ନ କରିଛନ୍ତି ଅଷ୍ଟ୍ରେଲିଆ ସ୍ପିନର ନେଥନ୍ ଲାୟନ୍ ଓ ପେସ୍ ବୋଲର ମିଚେଲ୍ ଷ୍ଟାର୍କ। ଚଳିତ ବର୍ଷ ଶେଷଭାଗରେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜ୍ ଖେଳିବ, କିନ୍ତୁ କୋଭିଡ୍‌-୧୯ ମହାମାରୀ ଯୋଗୁ ଏହାର ଆୟୋଜନ ବନ୍ଦ ଷ୍ଟାଡିୟମରେ କରାଯିବା ନେଇ […]

kohli1

kohli1

Ranjit Kumar Jena
  • Published: Tuesday, 14 April 2020
  • Updated: 14 April 2020, 07:13 PM IST

Sports

Latest News

ସିଡନୀ: କରୋନାଭାଇରସ୍ ଯୋଗୁ ଖାଲି ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚ୍ କରାଇବା ଦାବି ଜୋର୍ ଧରିଛି। ତେବେ ଖାଲି ଷ୍ଟାଡିୟମରେ ମ୍ୟାଚ୍ କରାଗଲେ, ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି କେମିତି ପ୍ରଦର୍ଶନ କରିବେ, ତାହା ପ୍ରଶ୍ନ କରିଛନ୍ତି ଅଷ୍ଟ୍ରେଲିଆ ସ୍ପିନର ନେଥନ୍ ଲାୟନ୍ ଓ ପେସ୍ ବୋଲର ମିଚେଲ୍ ଷ୍ଟାର୍କ। ଚଳିତ ବର୍ଷ ଶେଷଭାଗରେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜ୍ ଖେଳିବ, କିନ୍ତୁ କୋଭିଡ୍‌-୧୯ ମହାମାରୀ ଯୋଗୁ ଏହାର ଆୟୋଜନ ବନ୍ଦ ଷ୍ଟାଡିୟମରେ କରାଯିବା ନେଇ କୁହାଯାଉଛି।

ଏହାକୁ ନେଇ ଲାୟନ୍ ଓ ଷ୍ଟାର୍କ ଏକାଠି ଚର୍ଚ୍ଚା କରିଛନ୍ତି ଯେ ଦର୍ଶନ ଏବଂ ହୋହଲ୍ଲା ବିନା କୋହଲିଙ୍କ ପ୍ରଦର୍ଶନ ଉପରେ କ'ଣ ପ୍ରଭାବ ପଡ଼ିବ, କାରଣ ତାଙ୍କୁ (କୋହଲି) ଖଚାଖଚ ଭରା ଷ୍ଟାଡିୟମରେ ଖେଳିବାର ଅଭ୍ୟାସ ରହିଛି। ଲାୟନ୍ କହିଛନ୍ତି, କୋହଲି କୌଣସି ପରିସ୍ଥିତିରେ ସାମଞ୍ଜସ୍ୟ ରଖିବାରେ ମାହିର୍। କିନ୍ତୁ ମୁଁ ଷ୍ଟାର୍କଙ୍କ ସହ କଥା ହେଉଥିଲି ଯେ ଯଦି ଆମେ ବିନା ଦର୍ଶକରେ ଖେଳୁ, ତାହେଲେ ବିରାଟଙ୍କୁ ଖାଲି ଷ୍ଟାଡିୟମରେ ଖେଳୁଥିବାର ଦେଖିବାରେ ଖୁବ୍ ମଜା ଆସିବ। ବାସ୍ତବରେ ଏହା ଭିନ୍ନ ହେବ, କିନ୍ତୁ କୋହଲି ଜଣେ ସୁପରଷ୍ଟାର୍। ସେ କୌଣସି ପରିସ୍ଥିତି ସହ ଖାଇଖୁଇବାରେ ଧୂରନ୍ଧର।

ଲାୟନ୍ ଆହୁରି କହିଛନ୍ତି, ମୁଁ ଭାରତର ଅଷ୍ଟ୍ରେଲିଆ ଗସ୍ତକୁ ନେଇ ବହୁତ ଉତ୍ସାହିତ। ଏହା ଆଶେସ୍ ସହ ସବୁଠାରୁ ବଡ଼ ସିରିଜ୍ ହୋଇଥାଏ। ଭାରତ ବିଶ୍ୱ କ୍ରିକେଟର ମହାଶକ୍ତି ଏବଂ ଏହି ଟିମର ଏଠାରେ ଖେଳିବା ନିଶ୍ଚିତ ଦମଦାର ହେବ। ଦର୍ଶକଙ୍କ ସାମ୍ନାରେ ଖେଳିବା ଏବଂ ଦର୍ଶକଙ୍କ ବିନା ଖେଳିବା ଆମେ ନିୟନ୍ତ୍ରଣରେ ନାହିଁ। ଆମକୁ ସାରା ବିଶ୍ୱର ଚିକିତ୍ସାକର୍ମୀଙ୍କ ପରାମର୍ଶ ମାନିବାକୁ ପଡ଼ିବ। ମୁଁ ଦର୍ଶକଙ୍କ ବିନା ଖେଳିବା କିମ୍ବା ଷ୍ଟାଡିୟମ ଖଚାଖଚ୍ ଭରି ରହିବା କଥା ଚିନ୍ତା କରୁନି। ମୁଁ କେବଳ ଭାରତ ବିପକ୍ଷରେ ସୁଯୋଗର ସଦୁପଯୋଗ କରିବା ବିଷୟରେ ଚିନ୍ତା କରୁଛି।

ସୂଚନାଯୋଗ୍ୟ, ୨୦୧୮-୧୯ରେ ଅଷ୍ଟ୍ରେଲିଆ ପ୍ରଥମଥର ଲାଗି ନିଜ ମାଟିରେ ଭାରତଠାରୁ ଟେଷ୍ଟ ସିରିଜ୍ ହାରିଥିଲା। ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତ ଏହି ସିରିଜକୁ ୨-୧ରେ ଜିତିଥିଲା। ତେବେ ସେହି ସମୟରେ ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥ୍ ଅଷ୍ଟ୍ରେଲିଆ ଟିମରେ ସାମିଲ୍ ନଥିଲେ। ଦୁହିଁଙ୍କ ଉପରେ ବଲ୍ ଟ୍ୟାମ୍ପରିଂ ଯୋଗୁ ବର୍ଷକର ବାସନ୍ଦାଦେଶ ଲାଗିଥିଲା। ଭାରତ ବର୍ତ୍ତମାନ ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ୩୬୦ ପଏଣ୍ଟ ସହ ଶୀର୍ଷରେ ରହିଛି। ଏହା ପରେ ଅଷ୍ଟ୍ରେଲିଆ ୨୯୬ ପଏଣ୍ଟ ସହ ଦ୍ୱିତୀୟ ଏବଂ ନ୍ୟୁଜିଲ୍ୟାଣ୍ଡ୍ ୧୮୦ ପଏଣ୍ଟ ସହ ତୃତୀୟରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story