ପଞ୍ଜାବ ବିପକ୍ଷ ମ୍ୟାଚ୍‌ ଜିତିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା: ଚହଲ

ମୋହାଲି: “ପଞ୍ଜାବ ବିପକ୍ଷ ମ୍ୟାଚ୍‌ ଜିତିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଥିପାଇ ଦଳ ବହୁ ପରିଶ୍ରମ କରିଛି। ଶେଷରେ ଆମେ ଏଥିରେ ସଫଳ ହେଲୁ ବୋଲି ମଙ୍ଗଳବାର ରୟାଲ ଚାଲେଞ୍ଜର ବାଙ୍ଗାଲୋରର ଲେଗ୍‌ ସ୍ପିନର ଯୁଯୁବେନ୍ଦ୍ର ଚହଲ କହିଛନ୍ତି । ସେ କହିଛନ୍ତି,“ଏହି ବିଜୟ ପରେ ଆମ ଦଳ  ୨ ପଏଣ୍ଟ ପାଇ ସପ୍ତମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଆସିଛି। ତେଣୁ ଏହି ବିଜୟ ଆମ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା। ତଥାପି ଏବେ ଆମେ […]

Chahal-AFP

Chahal-AFP

Rakesh Mallick
  • Published: Tuesday, 10 May 2016
  • Updated: 10 May 2016, 12:55 PM IST

Sports

Latest News

ମୋହାଲି: “ପଞ୍ଜାବ ବିପକ୍ଷ ମ୍ୟାଚ୍‌ ଜିତିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଥିପାଇ ଦଳ ବହୁ ପରିଶ୍ରମ କରିଛି। ଶେଷରେ ଆମେ ଏଥିରେ ସଫଳ ହେଲୁ ବୋଲି ମଙ୍ଗଳବାର ରୟାଲ ଚାଲେଞ୍ଜର ବାଙ୍ଗାଲୋରର ଲେଗ୍‌ ସ୍ପିନର ଯୁଯୁବେନ୍ଦ୍ର ଚହଲ କହିଛନ୍ତି ।

ସେ କହିଛନ୍ତି,“ଏହି ବିଜୟ ପରେ ଆମ ଦଳ  ୨ ପଏଣ୍ଟ ପାଇ ସପ୍ତମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଆସିଛି। ତେଣୁ ଏହି ବିଜୟ ଆମ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା। ତଥାପି ଏବେ ଆମେ ପ୍ଲେଅଫ ପାଇଁ ସଘର୍ଷ କରୁଛୁ।”

ସୂଚନାଯୋଗ୍ୟ,ଗତକାଲି ମୋହାଲିରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ପଞ୍ଜାବକୁ ୧ ରନ୍‌ରେ ହରାଇଥିଲା ବାଙ୍ଗାଲୋର। ପଞ୍ଜାବ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଙ୍ଗାଲୋର ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୭୫ ରନ୍‌ କରିଥିଲା। ଏହାର ଜବାବରେ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୧୭୪ ରନ୍‌ କରିଥିଲା ପଞ୍ଜାବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos