ସଚିନ ଓ ବିରାଟଙ୍କ ରେକର୍ଡ ଭାଙ୍ଗିଲେ ସ୍ମିଥ୍

ନୂଆଦିଲ୍ଲୀ: ୧୬ ମାସ ପରେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବା ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଗତକାଲି ଇଂଲଣ୍ଡ ବିପକ୍ଷରେ ଧୂଆଁଧାର ଶତକ ମାରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଆସେସ ଟେଷ୍ଟର ପ୍ରଥମ ଦିନରେ ୧୪୪ ରନର ଜବରଦସ୍ତ ଇନିଂସ ଖେଳିଛନ୍ତି ସ୍ମିଥ୍। ଏହି ଶତକ ବଳରେ ସେ ଏବେ ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ସ୍ମିଥଙ୍କ ଏହି ଶତକ ତାଙ୍କର ୨୪ ତମ ଶତକ ଥିଲା। ମୋଟ୍ ୧୧୮ଟି ଇନିଂସ ଖେଳି ସେ […]

STEVE SMITH

STEVE SMITH

Subhransu Sekhar
  • Published: Friday, 02 August 2019
  • Updated: 02 August 2019, 11:07 AM IST

Sports

Latest News

ନୂଆଦିଲ୍ଲୀ: ୧୬ ମାସ ପରେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବା ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଗତକାଲି ଇଂଲଣ୍ଡ ବିପକ୍ଷରେ ଧୂଆଁଧାର ଶତକ ମାରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଆସେସ ଟେଷ୍ଟର ପ୍ରଥମ ଦିନରେ ୧୪୪ ରନର ଜବରଦସ୍ତ ଇନିଂସ ଖେଳିଛନ୍ତି ସ୍ମିଥ୍। ଏହି ଶତକ ବଳରେ ସେ ଏବେ ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।
ସ୍ମିଥଙ୍କ ଏହି ଶତକ ତାଙ୍କର ୨୪ ତମ ଶତକ ଥିଲା। ମୋଟ୍ ୧୧୮ଟି ଇନିଂସ ଖେଳି ସେ ୨୪ଟି ଶତକ ମାରିଛନ୍ତି। ଏହା ପୂର୍ବରୁ ବିରାଟ କୋହଲି ୧୨୩ଟି ଇନିଂସ ଖେଳି ୨୪ଟି ଶତକ କରିଥିବା ବେଳେ ସଚିନ ତେନ୍ଦୁଲକର ୧୨୫ଟି ଇନିଂସ ଖେଳି ୨୪ଟି ଶତକ ମାରିଥିଲେ। ତେବେ ସ୍ମିଥ୍ ତାଙ୍କଠୁ କମ୍ ଇନିଂସ ଖେଳି ୨୪ଟି ଶତକ ମାରିବାରେ ସଫଳ ହୋଇଛନ୍ତି।
ତେବେ ଟେଷ୍ଚ କ୍ରିକେଟରେ ସବୁଠାରୁ ଦୃତତମ ୨୪ତମ ଶତକ ରେକର୍ଡ ସାର ଡନ ବ୍ରାଡମ୍ୟାନଙ୍କ ନାମରେ ରହିଛି। ସେ ମାତ୍ର ୬୬ଟି ଇନିଂସ ଖେଳି ୨୪ଟି ଶତକ ହାସଲ କରିଥିଲେ ଏବଂଏଯାବତ ତାଙ୍କର ଏହି ରେକର୍ଡ କେହି ବି ଭାଙ୍ଗିପାରି  ନାହାନ୍ତି। ସୂଚନାଯୋଗ୍ୟ, ୨୦୧୮ରେ ସ୍ମିଥ୍ ସାଉଥ ଆଫ୍ରିକା ବିରୋଧରେ ଖେଳୁଥିବା ବେଳେ ବଲ୍ ଟାମ୍ପରିଂ କରୁଥିବାର ପ୍ରମାଣ ମିଳିଥିଲା। ଏହାପରେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ତାଙ୍କୁ ୧୨ ମାସ ପାଇଁ ବାସନ୍ଦ କରିଥିଲା।
ନିଜର ଏହି ପ୍ରଦର୍ଶନକୁ ନେଇ ସେ କହିଛନ୍ତି ସେ କେବେ ଭାବିନଥିଲେ ଏଭଳି ଖେଳିବେ ବୋଲି। ଏଥିପାଇଁ ସେ ଭଗବାନକୁ ଧନ୍ୟବାଦ ଦେଇଛନ୍ତି। ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସ୍ମିଥ୍ ବଲ୍ ଟାମ୍ପରିଂ ପାଇଁ ବାସନ୍ଦ ହୋଇ ବର୍ଷେ ପରେ ପଡ଼ିଆକୁ ଓହ୍ଲାଇଥିଲେ। ଏହି ଅବସରରେ ଷ୍ଟାଡିୟମରେ ବସିଥିବା ଦର୍ଶକମାନେ ତାଙ୍କୁ ଚିଡାଇବା ପାଇଁ ଅନେକ ପ୍ରୟାସ କରିଥିଲେ। ହେଲେ ଏସବୁ ସ୍ମିଥଙ୍କ ବ୍ୟାଟିଂ ଉପରେ ପ୍ରଭାବ ପକାଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story