ଆଇସିସି ପଚାରିଲା, ଧୋନି ଓ ସର୍ଫରାଜଙ୍କ ମଧ୍ୟରୁ କିଏ ଉନ୍ନତ?

ଲଣ୍ଡନ: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ କିମ୍ବା ମଇଦାନ ହେଉଛି, ଲଢ଼େଇ ସର୍ବଦା ଜାରି ରହିଥାଏ। ଏହା ମଧ୍ୟରେ ଆଇସିସିର ଏକ ଟ୍ୱିଟ୍ କରି ଏହି ଲଢ଼େଇରେ ସାମିଲ୍ ହୋଇଛି। ଶୁକ୍ରବାର ଆଇସିସି ଏକ ଭିଡିଓ ଶେୟାର କରି ପଚାରିଛି ଯେ ମହେନ୍ଦ୍ର ସିଂହ ଧୋନି ଓ ସର୍ଫରାଜ ଅହମ୍ମଦଙ୍କ ମଧ୍ୟରୁ କିଏ ଉନ୍ନତ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଧୋନି ଏୟାରରେ କାର୍ଲସ୍ ବ୍ରାଥୱେଟଙ୍କ ଚମତ୍କାର କ୍ୟାଚ୍ ନେଇଥିଲେ। ଏହା ପୂର୍ବରୁ ଠିକ୍ ଏହିଭଳି କ୍ୟାଚ୍ […]

d

d

Hemant Lenka
  • Published: Friday, 28 June 2019
  • Updated: 28 June 2019, 04:41 PM IST

Sports

Latest News

ଲଣ୍ଡନ: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ କିମ୍ବା ମଇଦାନ ହେଉଛି, ଲଢ଼େଇ ସର୍ବଦା ଜାରି ରହିଥାଏ। ଏହା ମଧ୍ୟରେ ଆଇସିସିର ଏକ ଟ୍ୱିଟ୍ କରି ଏହି ଲଢ଼େଇରେ ସାମିଲ୍ ହୋଇଛି। ଶୁକ୍ରବାର ଆଇସିସି ଏକ ଭିଡିଓ ଶେୟାର କରି ପଚାରିଛି ଯେ ମହେନ୍ଦ୍ର ସିଂହ ଧୋନି ଓ ସର୍ଫରାଜ ଅହମ୍ମଦଙ୍କ ମଧ୍ୟରୁ କିଏ ଉନ୍ନତ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଧୋନି ଏୟାରରେ କାର୍ଲସ୍ ବ୍ରାଥୱେଟଙ୍କ ଚମତ୍କାର କ୍ୟାଚ୍ ନେଇଥିଲେ। ଏହା ପୂର୍ବରୁ ଠିକ୍ ଏହିଭଳି କ୍ୟାଚ୍ ପାକିସ୍ତାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ମଧ୍ୟ ଧରିଥିଲେ। ଇଣ୍ଡିଜ୍ ବିପକ୍ଷରେ ଧୋନି ଦମଦାର କ୍ୟାଚ୍ ଧରିଥିଲେ।

ୱେଷ୍ଟଇଣ୍ଡିଜ୍ ଇନିଂସର ୨୭ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ ଯଶପ୍ରୀତ ବୁମ୍ରା। କ୍ରିଜରେ ବ୍ୟାଟିଂ କରୁଥିଲେ ଗତମ୍ୟାଚର ହିରୋ ବ୍ରାଥୱେଟ୍। ବୁମ୍ରା ସୁଇଂକୁ ବୁଝିନପାରି ବ୍ରାଥୱେଟ୍ ୱିକେଟକିପର ଧୋନିଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଧୋନି ଏହି କ୍ୟାଚକୁ ଡାଇଭ୍ ମାରି ଧରିଥିଲେ । ଧୋନି ଏହି ସମୟରେ ସମ୍ପୂର୍ଣ୍ଣ ଭାବେ ଏୟାରରେ ଥିଲେ। ତେବେ ଏହା ପ୍ରଥମଥର ନୁହେଁ, ଧୋନି ପୂର୍ବରୁ ମଧ୍ୟ ଏଭଳି ବହୁତ କ୍ୟାଚ୍ ନେଇ ସାରିଛନ୍ତି।

ଭାରତର ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ ସହ ହୋଇଥିଲା। ଏହି ମ୍ୟାଚର ନବମ ଓଭରର ଅନ୍ତିମ ବଲରେ ରସ୍ ଟେଲର ଶାହୀନ ଆଫ୍ରିଦିଙ୍କୁ ଭ୍ରାଇଡ୍ ମାରିବାକୁ ପ୍ରୟାସ କରିଥିଲେ। ବଲଟି ଆଉଟ୍ ସାଇଡ୍ ଏଜ୍ ନେଇଥିଲା ଏବଂ ୱିକେଟ୍ ପଛରେ ଛିଡ଼ା ହୋଇଥିବା ସର୍ଫରାଜ ଏହାକୁ ଚମତ୍କାର ଢ଼ଙ୍ଗରେ ଧରିଥିଲେ। ଏହା ପରେ ସର୍ଫରାଜଙ୍କୁ ବେଶ୍ ପ୍ରଶଂସା କରାଯାଇଥିଲା।

ତେବେ ଏହି ଦୁଇ ୱିକେଟକିପରଙ୍କ ମଧ୍ୟରୁ କାହାର କ୍ୟାଚ୍ ଉନ୍ନତ, ତାହା ଆଇସିସି ଟ୍ୱିଟ୍ ଯୋଗେ ପଚାରିଛି। ବାସ୍ ଏହା ପରେ ପ୍ରଶଂସକଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ମିଳିଥିଲ । ଅଧିକାଂଶ ପ୍ରଶଂସକ ଆଇସିସି କଡ଼ା ସମାଲୋଚନା କରିଥିଲେ। ଏପରିକି ଧୋନିଙ୍କ ସହ ସର୍ଫରାଜଙ୍କ ତୁଳନା କରିବା ନେଇ କିଛି ପ୍ରଶଂସକ ଆଇସିସିକୁ ଘେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story