ସୁସ୍ଥ ହେବା ପରେ ମଇଦାନକୁ ଓହ୍ଲାଇଲେ କପିଲ୍ ଦେବ

ନୂଆଦିଲ୍ଲୀ: ପ୍ରଶଂସକଙ୍କ ପାଇଁ ଖୁସି ଖବର। ସୁସ୍ଥ ହେବା ପରେ ପୁଣିଥରେ ମଇଦାନକୁ କମବ୍ୟାକ୍ କରିଛନ୍ତି ବିଶ୍ୱକପ୍ ବିଜେତା ପୂର୍ବତନ ଭାରତୀୟ କ୍ୟାପଟେନ୍ କପିଲ୍ ଦେବ। ହାର୍ଟ ଅପରେସନ୍ କରାଇବା ପରେ କପିଲ୍ ଦେବ ନିଜ ସାଙ୍ଗମାନଙ୍କ ସହ ଗଲଫ ଖେଳିଛନ୍ତି। ଯାହାର ଭିଡିଓ ଖୋଦ୍ କପିଲ୍ ଦେବ ଶେଆର୍ କରିଛନ୍ତି। Good to be back on the Golf Course …. pic.twitter.com/M3V6D7KEoF — Kapil Dev (@therealkapildev) November 12, 2020 କପିଲ୍ […]

kapil-dev

kapil-dev

Ranjit Kumar Jena
  • Published: Thursday, 12 November 2020
  • Updated: 12 November 2020, 04:33 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଶଂସକଙ୍କ ପାଇଁ ଖୁସି ଖବର। ସୁସ୍ଥ ହେବା ପରେ ପୁଣିଥରେ ମଇଦାନକୁ କମବ୍ୟାକ୍ କରିଛନ୍ତି ବିଶ୍ୱକପ୍ ବିଜେତା ପୂର୍ବତନ ଭାରତୀୟ କ୍ୟାପଟେନ୍ କପିଲ୍ ଦେବ। ହାର୍ଟ ଅପରେସନ୍ କରାଇବା ପରେ କପିଲ୍ ଦେବ ନିଜ ସାଙ୍ଗମାନଙ୍କ ସହ ଗଲଫ ଖେଳିଛନ୍ତି। ଯାହାର ଭିଡିଓ ଖୋଦ୍ କପିଲ୍ ଦେବ ଶେଆର୍ କରିଛନ୍ତି।

https://twitter.com/therealkapildev/status/1326790201889452033?s=20

କପିଲ୍ ଦେବ ଏହି ଭିଡିଓ ଶେଆର୍ କରି ଲେଖିଛନ୍ତି, ଗଲଫ କୋର୍ସକୁ ଫେରି ବହୁତ ଖୁସି ଲାଗୁଛି। କପିଲ୍ ମଧ୍ୟ ଭିଡିଓରେ କହିଛନ୍ତି, ଗଲଫ କୋର୍ସ କିମ୍ବା କ୍ରିକେଟ୍ ମଇଦାନକୁ କମବ୍ୟାକ୍ କରିବା ପରେ ବହୁତ ଖୁସି ଲାଗେ। ଏହି ଖୁସିକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ। ବିଶେଷକରି ଗଲଫ କୋର୍ସକୁ ଫେରିବାର ଅନୁଭୂତି ନିଆରା। ସାଙ୍ଗମାନଙ୍କ ସହ ଖୁବ୍ ମଜାମସ୍ତି କରି ବହୁତ ଖୁସି ଲାଗୁଛି। ଆଉ ଏହା ହିଁ ଜୀବନ।

ସୂଚନାଯୋଗ୍ୟ, ଗତମାସରେ କପିଲ୍ ଦେବ ହୃଦଘାତର ଶିକାର ହୋଇଥିଲେ। ଯାହା ପରେ ହସ୍ପିଟାଲରେ ତାଙ୍କ ସର୍ଜରୀ କରାଯାଇଥିଲା। ସର୍ଜରୀ ସଫଳ ହେବା ପରେ କପିଲ୍ କିଛି ଦିନ ନିଜ ଘରେ ରହିଥିଲେ। ସେ ମଧ୍ୟ ଘରେ ଥାଇ ଶୁଭେଚ୍ଛୁଙ୍କୁ ଭିଡିଓ ଜରିଆରେ ସୁସ୍ଥ ଥିବା କଥା କହିଥିଲେ। ତେବେ ଗତମାସରେ କପିଲ୍ ଦେବଙ୍କର ଦେହାନ୍ତ ଖବରର ଗୁଜବ ଦ୍ରୁତ ଗତିରେ ବ୍ୟାପିଥିଲା। ଏଭଳି ସ୍ଥିତି ଖୋଦ୍ କପିଲ୍ ଦେବ ଏଭଳି ଗୁଜବକୁ ଖଣ୍ଡନ କରିବା ସହ ଏକ ଭିଡିଓ ଶେଆର୍ କରିଥିଲେ।

ସୂଚନାଯୋଗ୍ୟ, କପିଲ୍ ଦେବ ଦୁନିଆର ଅନ୍ୟତମ ମହାନ୍ ଅଲରାଉଣ୍ଡର। ସେ ଭାରତ ପକ୍ଷରୁ ୧୩୧ ଟେଷ୍ଟ ଓ ୨୨୫ ଦିନିକିଆ ଖେଳିଛନ୍ତି। ସେ କ୍ରିକେଟ୍ ଇତିହାସର ଏକମାତ୍ର କ୍ରିକେଟର, ଯିଏ ଟେଷ୍ଟରେ ୪୦୦ରୁ ଅଧିକ (୪୩୪) ୱିକେଟ୍ ସହ ୫ହଜାରରୁ ଅଧିକ ରନ୍ କରିଛନ୍ତି। ସେ ୧୯୯୯ରୁ ୨୦୦୦ ମସିହା ଭିତରେ ଭାରତୀୟ କ୍ରିକେଟ୍ ଟିମର କୋଚ୍ ମଧ୍ୟ ରହିସାରିଛନ୍ତି। ୨୦୧୦ରେ କପିଲ୍ ଆଇସିସି 'ହଲ୍ ଅଫ୍ ଫେମ୍'ର ସ୍ଥାନ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story