ଅଙ୍ଗୁଳିର ଅସ୍ତ୍ରୋପଚାର କରାଇଲେ ସାହା

ନୂଆଦିଲ୍ଲୀ: ଭାରତର ଟେଷ୍ଟ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା ନିଜର ଡାହାଣ ହାତର ଅଙ୍ଗୁଳିର ଅସ୍ତ୍ରୋପଚାର କରିଛନ୍ତି। ବାଂଲାଦେଶ ବିପକ୍ଷ ଐତିହାସିକ ପିଙ୍କ୍ ବଲ୍ ଟେଷ୍ଟରେ ତାଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିଲା। ୩୫ ବର୍ଷୀୟ ସାହା ମଙ୍ଗଳବାର ମୁମ୍ବାଇରେ ନିଜ ଅଙ୍ଗୁଳିର ଅସ୍ତ୍ରୋପଚାର କରାଇଛନ୍ତି। ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ବିସିସିଆଇ ମେଡିକାଲ୍ ଟିମ୍ ହାତ ଏବଂ ରିଷ୍ଟ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ସାହାଙ୍କର ଅଙ୍ଗୁଳିର ଅସ୍ତ୍ରୋପଚାର କରାଯାଇଛି। ସେ ଖୁବ୍ ଶୀଘ୍ର ବେଙ୍ଗାଲୁରୁରେ ଜାତୀୟ କ୍ରିକେଟ୍ […]

saha

saha

Ranjit Kumar Jena
  • Published: Wednesday, 27 November 2019
  • Updated: 27 November 2019, 05:04 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଟେଷ୍ଟ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା ନିଜର ଡାହାଣ ହାତର ଅଙ୍ଗୁଳିର ଅସ୍ତ୍ରୋପଚାର କରିଛନ୍ତି। ବାଂଲାଦେଶ ବିପକ୍ଷ ଐତିହାସିକ ପିଙ୍କ୍ ବଲ୍ ଟେଷ୍ଟରେ ତାଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିଲା। ୩୫ ବର୍ଷୀୟ ସାହା ମଙ୍ଗଳବାର ମୁମ୍ବାଇରେ ନିଜ ଅଙ୍ଗୁଳିର ଅସ୍ତ୍ରୋପଚାର କରାଇଛନ୍ତି। ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ବିସିସିଆଇ ମେଡିକାଲ୍ ଟିମ୍ ହାତ ଏବଂ ରିଷ୍ଟ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ସାହାଙ୍କର ଅଙ୍ଗୁଳିର ଅସ୍ତ୍ରୋପଚାର କରାଯାଇଛି। ସେ ଖୁବ୍ ଶୀଘ୍ର ବେଙ୍ଗାଲୁରୁରେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ରିହାବିଲିଟେଶନ୍ କରାଇବେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଅକ୍ଟୋବରରେ ଆୟୋଜିତ ଟେଷ୍ଟ ସିରିଜ୍ ବେଳେ ସାହାଙ୍କୁ ଠିକ୍ ଏହିଭଳି ଆଘାତ ଲାଗିଥିଲା, କିନ୍ତୁ ସେ ବାଂଲାଦେଶ ବିପକ୍ଷ ସିରିଜ୍ ପୂର୍ବରୁ ସୁସ୍ଥ ହୋଇଥିଲେ। ଆଇପିଏଲ୍‌-୨୦୧୮ରେ ତାଙ୍କୁ କାନ୍ଧରେ ଆଘାତ ଲାଗିଥିଲା, ଯାହାର ଅସ୍ତ୍ରୋପଚାର ସେ ଇଂଲଣ୍ଡରେ କରାଇଥିଲେ। ବାଂଲାଦେଶ ବିପକ୍ଷ ସିରିଜରେ ସାହା ନୂଆ ରେକର୍ଡ ସ୍ଥାପନ କରିଥିଲେ। ସେ ପଞ୍ଚମ ଭାରତୀୟ ୱିକେଟକିପର ଭାବେ ଟେଷ୍ଟରେ ୧୦୦ତମ ସଫଳତା ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story