ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ବିଶ୍ୱକପ୍‌:ଯଶସ୍ୱୀନୀଙ୍କୁ ରୌପ୍ୟ

ନୂଆଦିଲ୍ଲୀ: ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ବିଶ୍ୱକପ୍‌ର ମହିଳା ଏୟାର ପିସ୍ତଲ ଇଭେଣ୍ଟରେ ବ୍ୟକ୍ତିଗତ ଭାବେ ମୋଟ୍‌ ୧୯୭.୭ ପଏଣ୍ଟ ଜିତି ଭାବେ ରୌପ୍ୟ ପଦକ ଜିତିଛନ୍ତି ଯଶସ୍ୱୀନୀ ସିଂହ ଦେଶୱାଲ। ଏହାସହ ଭାରତ ଦଳଗତ ଭାବେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମଧ୍ୟ ରୌପ୍ୟ ହାସଲ କରିଛି। ଏଥିରେ ମଲାଇକା ଗୋଏଲ(୩୭୮), ଯଶସ୍ୱୀନୀ (୩୭୪) ଓ ଗୌରୀ(୩୭୦) ମୋଟ ୧୧୨୨ ପଏଣ୍ଟ ହାସଲ କରିଥିଲେ। ସେହିପରି ଭାରତୀୟ ପୁରୁଷ ବର୍ଗ ୧୦ ମିଟର ଏୟାର ପିସ୍ତଲ […]

yashaswini-singh-deswal

yashaswini-singh-deswal

Rakesh Mallick
  • Published: Tuesday, 03 May 2016
  • Updated: 03 May 2016, 04:05 PM IST

Sports

Latest News

ନୂଆଦିଲ୍ଲୀ: ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ବିଶ୍ୱକପ୍‌ର ମହିଳା ଏୟାର ପିସ୍ତଲ ଇଭେଣ୍ଟରେ ବ୍ୟକ୍ତିଗତ ଭାବେ ମୋଟ୍‌ ୧୯୭.୭ ପଏଣ୍ଟ ଜିତି ଭାବେ ରୌପ୍ୟ ପଦକ ଜିତିଛନ୍ତି ଯଶସ୍ୱୀନୀ ସିଂହ ଦେଶୱାଲ।

ଏହାସହ ଭାରତ ଦଳଗତ ଭାବେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମଧ୍ୟ ରୌପ୍ୟ ହାସଲ କରିଛି। ଏଥିରେ ମଲାଇକା ଗୋଏଲ(୩୭୮), ଯଶସ୍ୱୀନୀ (୩୭୪) ଓ ଗୌରୀ(୩୭୦) ମୋଟ ୧୧୨୨ ପଏଣ୍ଟ ହାସଲ କରିଥିଲେ।

ସେହିପରି ଭାରତୀୟ ପୁରୁଷ ବର୍ଗ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଚ ପଦକ ହାତେଇଛନ୍ତି। ଏଥିରେ ଗୌରବ ରାଣା (୫୭୪), ହେମେନ୍ଦ୍ର କୁଶୱା (୫୬୯) ଓ ଅର୍ଜୁନ ଦାସ (୫୬୫) ଏହିପରି ମୋଟ ୧୭୦୮ ପଏଣ୍ଟ ପାଇ ଏହି ପଦକ ହାସଲ କରିଛି ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story