କମବ୍ୟାକ୍ କରିବେ ଯୁବରାଜ, ପଞ୍ଜାବ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଲେ

ନୂଆଦିଲ୍ଲୀ: ବିଶ୍ୱକପ୍ ବିଜେତା ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର୍ ଯୁବରାଜ ପୁଣିଥରେ କ୍ରିକେଟ୍‌ ପୁଣିଥରେ କ୍ରିକେଟ୍‌ ମଇଦାନକୁ କମବ୍ୟାକ୍ କରିବେ। ଯୁବରାଜ ନିଜର ସନ୍ନ୍ୟାସ ନିଷ୍ପତ୍ତିକୁ ବଦଳାଇ ଘରୋଇ କ୍ରିକେଟ୍‌ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାମାସରେ ଖେଳାଯିବାକୁଥିବା ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ପାଇଁ ଯୁବରାଜଙ୍କୁ ପଞ୍ଜାବର ୩୦ ଜଣିଆ ସମ୍ଭାବ୍ୟ ସ୍କ୍ୱାଡରେ ସାମିଲ୍ କରାଯାଇଛି। ଯୁବରାଜ ମଧ୍ୟ ପିସିଏ ଷ୍ଟାଡିୟମରେ କିଛି ସମୟ ନେଟ୍ସରେ ବ୍ୟାଟିଂ ପ୍ରାକ୍ଟିସ୍ କରିଥିଲେ, ଯାହାର ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ […]

yuvraj

yuvraj

Ranjit Kumar Jena
  • Published: Tuesday, 15 December 2020
  • Updated: 15 December 2020, 09:41 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପ୍ ବିଜେତା ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର୍ ଯୁବରାଜ ପୁଣିଥରେ କ୍ରିକେଟ୍‌ ପୁଣିଥରେ କ୍ରିକେଟ୍‌ ମଇଦାନକୁ କମବ୍ୟାକ୍ କରିବେ। ଯୁବରାଜ ନିଜର ସନ୍ନ୍ୟାସ ନିଷ୍ପତ୍ତିକୁ ବଦଳାଇ ଘରୋଇ କ୍ରିକେଟ୍‌ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାମାସରେ ଖେଳାଯିବାକୁଥିବା ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ପାଇଁ ଯୁବରାଜଙ୍କୁ ପଞ୍ଜାବର ୩୦ ଜଣିଆ ସମ୍ଭାବ୍ୟ ସ୍କ୍ୱାଡରେ ସାମିଲ୍ କରାଯାଇଛି। ଯୁବରାଜ ମଧ୍ୟ ପିସିଏ ଷ୍ଟାଡିୟମରେ କିଛି ସମୟ ନେଟ୍ସରେ ବ୍ୟାଟିଂ ପ୍ରାକ୍ଟିସ୍ କରିଥିଲେ, ଯାହାର ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ କରାଯାଇଛି।

୨୦୧୧ ବିଶ୍ୱକପରେ 'ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ' ବିବେଚିତ ହୋଇଥିବା ଯୁବରାଜ ଗତବର୍ଷ କ୍ରିକେଟକୁ ଅଲବିଦା କହିଥିଲେ। କିନ୍ତୁ ପଞ୍ଜାବ କ୍ରିକେଟ୍‌ ଆସୋସିଏସନ (ପିସିଏ) ସମ୍ପାଦକ ପୁନୀତ ବାଲିଙ୍କ ଅନୁରୋଧ ପରେ ଯୁବରାଜ ନିଜ ରାଜ୍ୟ ପାଇଁ ଖେଳିବାକୁ ରାଜି ହୋଇଥିଲେ। ହେଲେ ଘରୋଇ କ୍ରିକେଟ୍‌ ଖେଳିବା ପାଇଁ ତାଙ୍କୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଠାରୁ ଅନୁମୋଦନ ମିଳିନାହିଁ।

View this post on Instagram

A post shared by Yuvraj Singh (@yuvisofficial)

କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଯୁବରାଜ ଗତବର୍ଷ କାନାଡାରେ ଗ୍ଲୋବାଲ୍ ଟି-୨୦ ଲିଗ୍ ଖେଳିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଯୁବରାଜ ଭଲ ପ୍ରଦର୍ଶନ କରିଥିଲେ। ୩୯ ବର୍ଷୀୟ ଯୁବରାଜ ଭାରତ ପକ୍ଷରୁ ୩୦୪ ଦିନିକିଆ, ୪୦ ଟେଷ୍ଟ ଓ ୫୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି।

ପଞ୍ଜାବ ସମ୍ଭାବ୍ୟ ସ୍କ୍ୱାଡ୍: ମନଦୀପ ସିଂହ, ଯୁବରାଜ ସିଂହ, ଅଭିଷେକ ଶର୍ମା, ସଲିଲ୍ ଅରୋରା, ଗୀତାଂଶ ଖେରା, ରମନଦୀପ ସିଂହ, ସାନଭୀର ସିଂହ, କରନ୍ କାଇଲା, ରାହୁଲ୍ ଶର୍ମା, କ୍ରିଷନ ଆଲାଙ୍ଗ, ସନ୍ଦୀପ ଶର୍ମା, ଅର୍ଶଦୀପ ସିଂହ, ଇକଜୋତ୍ ସିଂହ, ନମନ ଧୀର, ଅଭିଷେକ ଗୁପ୍ତା, ହିମାଂଶୁ ସତ୍ୟୱାନ, ଗୁରକୀରତ ସିଂହ, ଅନମୋଲପ୍ରୀତ ସିଂହ, ପ୍ରବଶିମରନ୍ ସିଂହ, ନେହଲ୍ ୱାଧେରା, ଅନମୋଲ୍ ମଲହୋତ୍ରା, ଆରୁଷ ସବରୱାଲ୍, ହରପ୍ରୀତ ବ୍ରାର୍, ମୟଙ୍କ ଆର୍କଣ୍ଡେ, ବଲତେଜ୍ ସିଂହ, ସିଦ୍ଧାର୍ଥ କୌଲ, ବରିନ୍ଦର ସ୍ରାନ୍, ଗୁରନୂର ସିଂହ, ହସରାଜ୍, ଅଭିଜିତ୍ ଗର୍ଗ, କୁଅଁର ପାଠକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story