ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ବିଭିନ୍ନ କଲେଜରେ ଉତ୍ତେଜନା, ମହର୍ଷିରେ ସାଇନ ଏ ଡାଏ

ଭୁବନେଶ୍ୱର/ଜୟପୁର/ଢେଙ୍କାନାଳ/ବାରିପଦା/ଖଲ୍ଲିକୋଟ: କଲେଜ ନିର୍ବାଚନ ଲାଗି ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ୱର ମହର୍ଷି କଲେଜରେ  ନିର୍ବାଚନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପ୍ରାର୍ଥିପତ୍ର ନାକଚକୁ ନେଇ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। କେବଳ ୩ ଜଣଙ୍କ ଛାଡିଦେଲେ ଅନ୍ୟମାନଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ। ପରିସ୍ଥିତିକୁ ଦେଖି କର୍ତ୍ତୃପକ୍ଷ କଲେଜକୁ ସାଇନ ଏ ଡାଏ ଘୋଷଣା […]

denkanal

denkanal

Rakesh Mallick
  • Published: Tuesday, 06 October 2015
  • Updated: 06 October 2015, 01:35 PM IST

Sports

Latest News

maharshiଭୁବନେଶ୍ୱର/ଜୟପୁର/ଢେଙ୍କାନାଳ/ବାରିପଦା/ଖଲ୍ଲିକୋଟ: କଲେଜ ନିର୍ବାଚନ ଲାଗି ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ୱର ମହର୍ଷି କଲେଜରେ  ନିର୍ବାଚନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପ୍ରାର୍ଥିପତ୍ର ନାକଚକୁ ନେଇ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। କେବଳ ୩ ଜଣଙ୍କ ଛାଡିଦେଲେ ଅନ୍ୟମାନଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ। ପରିସ୍ଥିତିକୁ ଦେଖି କର୍ତ୍ତୃପକ୍ଷ କଲେଜକୁ ସାଇନ ଏ ଡାଏ ଘୋଷଣା କରିଦେଇଛନ୍ତି । ଲିଙ୍ଗେ।ଡୋ କମିଶନଙ୍କ ନିୟମ ଅନୁଯାୟୀ ପ୍ରାର୍ଥିପତ୍ର ନାକଚ ହୋଇଥିବା କଲେ କର୍ତ୍ତୃପକ୍ଷ କହିଛନ୍ତି।ସେହିପରି ଭୁବନେଶ୍ୱର ରାଜଧାନୀ କଲେଜରେ ଛାତ୍ର ବିଶୃଙ୍ଖଳା ଦେଖାଦେଇଛି । ନାମାଙ୍କନପତ୍ର ନାକଚ ହୋଇଯିବା ପରେ ଉତ୍ତେଜିତ ଛାତ୍ରମାନେ କଲେଜ ମୁଖ୍ୟ ଫ।ଟକରେ ତାଲା ପକାଇ ଦେଇଥିଲେ। ପରେ କଲେଜରେ ନିର୍ବାଚନକୁ ବାତିଲ କରାଯିବା ସହ ସାଇନ ଏ ଡାଏ ଘୋଷଣା କରାଯାଇଛି। ଭୁବନେଶ୍ୱର ସିଟି ଓମେନସ୍ କଲେଜରେ ଚଳିତଥର ନିର୍ବାଚନକୁ ବାତିଲ କରାଯାଇଛି। ହିଂସାତ୍ମକ ବାତାରଣ ଉପୁଜିବା ଆଶଙ୍କ।ରେ କଲେଜ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

jaypur

ସେହିପରି ଜୟପୁର ବିକ୍ରମ ଦେବ କଲେଜରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି । ପ୍ରାର୍ଥିପତ୍ର ନାକଚକୁ ନେଇ ଛାତ୍ରଛାତ୍ରୀଙ୍କ ଭଙ୍ଗ।ରୁଜା କରିଛନ୍ତି। କଲେଜରେ ଭାଇସ୍ ପ୍ରେସିଡେଣ୍ଟ ପଦ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ତେବେ ତାଙ୍କ ପ୍ରାର୍ଥିପତ୍ର ନାକଚ ହେବା ପରେ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଛାତ୍ରଛାତ୍ରୀମାନେ ମୁଖ୍ୟ ଫ।ଟକରେ ତାଲା ପକାଇବା ସହ ଧାରଣା ଦେଇଛନ୍ତି।denkanal

ଛାତ୍ର ସଂସଦ ନିର୍ବାଚନକୁ ନେଇ ଢେଙ୍କ।ନାଳ ସ୍ୱୟଂଶାସିତ କଲେଜରେ ମଧ୍ୟ ଆଜି ଉତ୍ତେଜନା ପ୍ରକାଶ ପାଇଛି । ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ କିଛି ପ୍ରର୍ଥୀଙ୍କ ନାଁ କଟି ଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଛାତ୍ର ଅଶାନ୍ତି ଦେଖା ଦେଇଥିଲା । ପରେ କଲେଜ କର୍ତ୍ତୃପକ୍ଷ ପ୍ରାର୍ଥିପତ୍ର ପୁନଃ ଯାଞ୍ଚ କରିଥିଲେ । ହେଲେ ଦ୍ୱିତୀୟ ଥର ମଧ୍ୟ ସମ୍ପୃକ୍ତ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା। ଏହା ପରେ ଛାତ୍ରମାନେ କଲେଜରେ ଭଙ୍ଗ।ରୁଜା କରିବା ସହ ରାସ୍ତାରୋକ କରିଛନ୍ତି।baripada

ଛାତ୍ର ସଂସଦ ନିର୍ବାଚନକୁ ନେଇ ବାରିପଦା ଏମ.ପି.ସି. ଜୁନିୟର କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । ପ୍ରାର୍ଥିପତ୍ର ଖାରଜ ହେବାକୁ ନେଇ ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କୁ ଦୀର୍ଘ ସମୟ ଧରି ଘେରାଉ କରି ରଖିଥିଲେ। ଆଜି ନାମାଙ୍କନପତ୍ର ଯାଞ୍ଚ ବେଳେ ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନର ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଥିବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ଛାତ୍ରମାନେ କଲେଜ ଆଗରେ ଏକାଠି ହୋଇ ସ୍ଲୋଗାନ ଦେଇଥିଲେ। ଆଶାୟୀ ପ୍ରାର୍ଥୀମାନଙ୍କ ଉପସ୍ଥାନ କମ ଥିବା ଦର୍ଶାଇ କଲେଜ କର୍ତ୍ତୃପକ୍ଷ କିଛି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ କରିଥିଲେ।

ଖଲିକୋଟ ବିଶ୍ୱବିଦ୍ୟାଳୟ ନିମନ୍ତେ ହେଉଥିବା ଛାତ୍ର ସଂସଦ ନିର୍ବାଚନର ପ୍ରାର୍ଥିପତ୍ର ଯାଞ୍ଚ ବେଳେ କିଛି ପ୍ରାର୍ଥୀଙ୍କ ନାଁ କଟି ଯାଇଥିବାରୁ ଆଶାୟୀ ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରତିବାଦରେ ସେମାନେ ହୋ ହଲ୍ଲା କରିଥିଲେ । ପରେ ସେମାନେ କୁଳ ସଚିବଙ୍କୁ ଭେଟି ନିଜର ଅସନ୍ତୋଷ ଜାହିର କରିଥିଲେ । ଜାଣିଶୁଣି ସେମାନଙ୍କ ନାଁକୁ କାଟି ଦିଆଯାଇଥିବା ଅଭିଯୋଗ କରିବା ସହ ନିର୍ବାଚନ ବାତିଲ ନ ହେଲେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଲିଙ୍ଗଡୋ କମିଶନରଙ୍କ ନିୟମ ଅନୁସାରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ୫୭ଜଣଙ୍କ ମଧ୍ୟରୁ ଯାଞ୍ଚ ପରେ ୩୫ଜଣଙ୍କ ପ୍ରାଥିପତ୍ର ନାକଚ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story