ରୋଗ ପୋକ ଯୋଗୁଁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୨୦ଟି ବ୍ଳକ୍ ପ୍ରଭାବିତ

<p>ଭୁବନେଶ୍ୱର: ରୋଗ ପୋକ ଖାଇଦେଇଛନ୍ତି ରାଜ୍ୟର ୧, ୭୮, ୯୩୨ ହେକ୍ଟର ଜମିରେ ହୋଇଥିବା ଫସଲ। ରୋଗ ପୋକ ଦ୍ୱାରା ପ୍ରଭାବିତ ହୋଇଛି ୯ଟି ଜିଲ୍ଲାର ୯୨ଟି ବ୍ଲକ ଓ ୧୯ଟି ପୌରାଞ୍ଚଳ। ଆଜି ସ୍ୱତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ଜାରି ରିପୋର୍ଟରେ ଏହା କୁହାଯାଇଛି।</p> <p>ଏହି ରିପୋର୍ଟରେ ଉଲ୍ଲେଖ ରହିଛି,&ldquo; ଗଂଜାମ ଜିଲ୍ଲାରେ ସର୍ବାଧିକ ୨୦ଟି ବ୍ଲକର ଧାନ ଚାଷ ରୋଗ ପୋକରେ ନଷ୍ଟ ହୋଇଛି। ସେହିପରି କୋରାପୁଟର ୧୪ଟି ବ୍ଲକ, ବଲାଙ୍ଗିରର ୧୪ଟି ଓ ବରଗଡ଼ ଜିଲ୍ଲାର ୧୧ଟି ବ୍ଲକ ରୋଗ ପୋକ ଦ୍ୱାରା ପ୍ରଭାବିତ ହୋଇଛି। ମୋଟ ୮, ୨୧୧ଟି ଗାଁ ଓ ୭୧ଟି ପୌର ଓ୍ୱାର୍ଡର ଧାନ ଚାଷରେ ରୋଗ ପୋକ ଲାଗିଛନ୍ତି।&nbsp; ୯ଟି ଜିଲ୍ଲାର ମୋଟ ୧, ୭୮, ୯୩୨ ହେକ୍ଟର ଧାନ ଚାଷରେ ପୋକ ଲାଗିଛି।&nbsp; ସେଥିମଧ୍ୟରୁ ୧ ଲକ୍ଷ ୧୨ ହଜାର ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଛି।&rdquo;</p>

Ordigital Desk
  • Published: Sunday, 05 November 2017
  • Updated: 05 November 2017, 01:36 PM IST

Sports

Latest News

<p>ଭୁବନେଶ୍ୱର: ରୋଗ ପୋକ ଖାଇଦେଇଛନ୍ତି ରାଜ୍ୟର ୧, ୭୮, ୯୩୨ ହେକ୍ଟର ଜମିରେ ହୋଇଥିବା ଫସଲ। ରୋଗ ପୋକ ଦ୍ୱାରା ପ୍ରଭାବିତ ହୋଇଛି ୯ଟି ଜିଲ୍ଲାର ୯୨ଟି ବ୍ଲକ ଓ ୧୯ଟି ପୌରାଞ୍ଚଳ। ଆଜି ସ୍ୱତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ଜାରି ରିପୋର୍ଟରେ ଏହା କୁହାଯାଇଛି।</p><p>ଏହି ରିପୋର୍ଟରେ ଉଲ୍ଲେଖ ରହିଛି,&ldquo; ଗଂଜାମ ଜିଲ୍ଲାରେ ସର୍ବାଧିକ ୨୦ଟି ବ୍ଲକର ଧାନ ଚାଷ ରୋଗ ପୋକରେ ନଷ୍ଟ ହୋଇଛି। ସେହିପରି କୋରାପୁଟର ୧୪ଟି ବ୍ଲକ, ବଲାଙ୍ଗିରର ୧୪ଟି ଓ ବରଗଡ଼ ଜିଲ୍ଲାର ୧୧ଟି ବ୍ଲକ ରୋଗ ପୋକ ଦ୍ୱାରା ପ୍ରଭାବିତ ହୋଇଛି। ମୋଟ ୮, ୨୧୧ଟି ଗାଁ ଓ ୭୧ଟି ପୌର ଓ୍ୱାର୍ଡର ଧାନ ଚାଷରେ ରୋଗ ପୋକ ଲାଗିଛନ୍ତି।&nbsp; ୯ଟି ଜିଲ୍ଲାର ମୋଟ ୧, ୭୮, ୯୩୨ ହେକ୍ଟର ଧାନ ଚାଷରେ ପୋକ ଲାଗିଛି।&nbsp; ସେଥିମଧ୍ୟରୁ ୧ ଲକ୍ଷ ୧୨ ହଜାର ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଛି।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos