୧ ମାର୍ଚ୍ଚ, ଗୁରୁବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନକାରାତ୍ମକ ଚିନ୍ତା କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ମିଳିବ। ବୃଷ: ମନବଳ ଦୃଢ଼ ରଖି କାର୍ଯ୍ୟ କରନ୍ତୁ ସଫଳତା ମିଳିବ। ଶୁଭ ସମାଚାର ଶୁଣିବେ। ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ଧ୍ୟାନ ଦେବେ। ମିଥୁନ: ନୂତନ କାର୍ଯ୍ୟ ଆରମ୍ଭ କରିପାରିନ୍ତି। ବିଦେଶ ଯାତ୍ରା କରିପାରନ୍ତି। ଶତ୍ରୁ ଭୟ ରହିବ ନାହିଁ। କର୍କଟ: ଚିନ୍ତିତ ରହିବେ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ଖର୍ଚ୍ଚ ବଢ଼ିବ। ସିଂହ: […]

Rasiphala-image

Rasiphala-image

Rakesh Mallick
  • Published: Thursday, 01 March 2018
  • Updated: 01 March 2018, 07:53 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନକାରାତ୍ମକ ଚିନ୍ତା କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ମିଳିବ।

ବୃଷ: ମନବଳ ଦୃଢ଼ ରଖି କାର୍ଯ୍ୟ କରନ୍ତୁ ସଫଳତା ମିଳିବ। ଶୁଭ ସମାଚାର ଶୁଣିବେ। ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ଧ୍ୟାନ ଦେବେ।

ମିଥୁନ: ନୂତନ କାର୍ଯ୍ୟ ଆରମ୍ଭ କରିପାରିନ୍ତି। ବିଦେଶ ଯାତ୍ରା କରିପାରନ୍ତି। ଶତ୍ରୁ ଭୟ ରହିବ ନାହିଁ।

କର୍କଟ: ଚିନ୍ତିତ ରହିବେ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ଖର୍ଚ୍ଚ ବଢ଼ିବ।

ସିଂହ: ଆତ୍ମ ବିଶ୍ୱାସ ବଢ଼ିବ। ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ମାନ-ସମ୍ମାନ ପାଇବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ଅସୁସ୍ଥ ଅନୁଭବ କରିବେ। ଚିନ୍ତା ଲାଗି ରହିବ। ହଠାତ୍ ଖର୍ଚ୍ଚ ବଢ଼ିବ।

ତୁଳା: ବ୍ୟସ୍ତ ଭିତରେ ଦିନଟି କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁମାନଙ୍କଠାରୁ ସହଯୋଗ ମିଳିବ।

ବିଚ୍ଛା: ବ୍ୟବସାୟରେ ଲାଭବାନ ହେବେ।  ବନ୍ଧୁଙ୍କ ସହଯୋଗ ମିଳିବ। ସମସ୍ତ କାର୍ଯ୍ୟରେ ସଫଳତା ପାଇବା ସହିତ ସମ୍ମାନ ବଢ଼ିବ।

ଧନୁ: ଅସୁସ୍ଥ ଅନୁଭବ କରିବେ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବ।

ମକର:  ଖର୍ଚ୍ଚ ବଢ଼ିବ। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ରଖନ୍ତୁ। ମନକୁ ନକାରାତ୍ମକ ଭାବନା ଆଣନ୍ତୁ ନାହିଁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ: ବ୍ୟସ୍ତତା ଭିତରେ ଦିନଟି କଟିବ। ନିଜ ଉପରେ ବିଶ୍ୱାସ ରଖି କାର୍ଯ୍ୟ କରନ୍ତୁ ସଫଳତା ମିଳିବ। ସୁସ୍ଥ ରହିବେ।

ମୀନ: ଶୁଭ ଖବର ଶୁଣିବାକୁ ପାଇବେ। କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story