୧୨ ଫେବ୍ରୁଆରୀ, ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ବିବାଦରୁ ଦୂରେଇ ରହିବା ଭଲ

ମେଷ: ଯାନବାହନ କିଣିବାର ଯୋଗ ରହିଛି। ଘରକୁ ଅତିଥି ଆସିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କ୍ରୋଧ କରନ୍ତୁ ନାହିଁ। ମିଶ୍ରି ଖାଇ ଘରୁ ବାହାରନ୍ତୁ । ମିଥୁନ: ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ଅର୍ଥପ୍ରାପ୍ତିର ଯୋଗ ରହିଛି। ଅସୁସ୍ଥ ଅନୁଭବ କରିବେ। କର୍କଟ: ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ସମାଧାନ ହେବ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଘରକୁ ଅତିଥି ଆସିପାରନ୍ତି। ସିଂହ: ଶରୀର […]

zodaic

zodaic

Rakesh Mallick
  • Published: Monday, 12 February 2018
  • Updated: 12 February 2018, 07:33 AM IST

Sports

Latest News

ମେଷ: ଯାନବାହନ କିଣିବାର ଯୋଗ ରହିଛି। ଘରକୁ ଅତିଥି ଆସିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କ୍ରୋଧ କରନ୍ତୁ ନାହିଁ। ମିଶ୍ରି ଖାଇ ଘରୁ ବାହାରନ୍ତୁ ।

ମିଥୁନ: ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ଅର୍ଥପ୍ରାପ୍ତିର ଯୋଗ ରହିଛି। ଅସୁସ୍ଥ ଅନୁଭବ କରିବେ।

କର୍କଟ: ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ସମାଧାନ ହେବ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଘରକୁ ଅତିଥି ଆସିପାରନ୍ତି।

ସିଂହ: ଶରୀର ସୁସ୍ଥ ରହିବ। ଚାକିରିରେ ପରିବର୍ତ୍ତନ ହେବ। ପିଲାମାନେ ପାଠ ପଢ଼ାରେ ସଫଳତା ପାଇବେ।

କନ୍ୟା: ଶରୀରରରେ ଆଘାତ ଲାଗି ପାରେ। ବାଦ-ବିବାଦ ଭିତରେ ପଶନ୍ତୁ ନାହିଁ। ଖର୍ଚ୍ଚ ବଢ଼ିବ।

ତୁଳା: ଯାତ୍ରାର ଯୋଗ ରହିଛି।  ଧନପ୍ରାପ୍ତିର ଯୋଗ ରହିଛି। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। କାର୍ଯ୍ୟରେ ସଫଳତା ପାଇବେ। ଧନପ୍ରାପ୍ତିର ଯୋଗ ରହିଛି।

ଧନୁ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆର୍ଥିକ ସ୍ଥିତି ଭଲ ରହିବ।

ମକର: ଖର୍ଚ୍ଚ ବଢ଼ିବ। ଆଘାତରୁ ଦୂରେଇ ରୁହନ୍ତୁ। ଧଳା ବସ୍ତୁ ଦାନ କରନ୍ତୁ।

କୁମ୍ଭ: ଚାକିରିରେ ପରିବର୍ତ୍ତନର କରିପାରନ୍ତି। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି।

ମୀନ: କ୍ୟାରିୟରରେ ସଫଳତା ପାଇବେ। ପରିବାରରେ ସୁଖ ଓ ଶାନ୍ତିର ପରିବେଶ ରହିବ। ସୁସ୍ଥ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story