ମେଷ: ପରୀକ୍ଷାରେ ଭଲ ଫଳ ମିଳିବ ନାହିଁ। କର୍ମକ୍ଷେତ୍ରରେ ପରିବର୍ତ୍ତନ କରନ୍ତୁ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।
ବୃଷ: ଚାକିରିକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି। ବାସସ୍ଥାନ ପରିବର୍ତ୍ତନ କରିପାରନ୍ତି।
ମିଥୁନ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରିପାରନ୍ତି। ନୂଆ ଦାୟିତ୍ୱ ସ୍ୱୀକାର କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।
କର୍କଟ: ସନ୍ତାନଙ୍କୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ପାରିବାରିକ ସମସ୍ୟା ଦୂର ହେବ। ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ।
ସିଂହ: ଧାଁଦୌଡ଼ରେ ଦିନଟି କଟିବ। ନିଜ ଲୋକଙ୍କ କଥାକୁ ନେଇ ଯନ୍ତ୍ରଣା ପାଇପାରନ୍ତି। କୌଣସି ଚିନ୍ତା ନିଅନ୍ତୁ ନାହିଁ।
କନ୍ୟା: ଚାକିରି ସମସ୍ୟା ଦୂର ହେବ। ବନ୍ଧୁ ପ୍ରିୟଜନଙ୍କ ସହ ସାକ୍ଷାତ ହୋଇପାରେ। ଅଟକି ରହିଥିବା କାମ ହୋଇଯିବ।
ତୁଳା: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଜୀବନସାଥୀଙ୍କ ପାଖରୁ ଲାଭ ପାଇବେ। ଦୁର୍ଘଟଣାର ଶିକାର ହୋଇପାରନ୍ତି। ଦେଖିଚାହିଁ ଚଳନ୍ତୁ।
ବିଚ୍ଛା: କୌଣସି ବଡ଼ ସମସ୍ୟାରୁ ମୁକ୍ତି ମିଳିବ। ଶୁଭ ସାମାଚର ପାଇବେ। ପଦ ଓ ପ୍ରତିଷ୍ଠା ବଢ଼ିବ।
ଧନୁ: ସ୍ୱାସ୍ଥ୍ୟର ଧ୍ୟାନ ନିଅନ୍ତୁ। ଅର୍ଥ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌରସି କାମକୁ ଅଟକାଇ ରଖିଲେ ସମସ୍ୟା ବଢ଼ିପାରେ।
ମକର: ଦୂରଯାତ୍ରା କରିପାରନ୍ତି। ଧନପ୍ରାପ୍ତି ଆଡକୁ ମନ ଢଳିବ। ନୂଆ କାମ ହାତକୁ ନେଇପାରନ୍ତି।
କୁମ୍ଭ: ଅଟକି ରହିଥିବା ଧନ ମିଳିବାର ଯୋଗ ରହିଛି। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରିପାରନ୍ତି।
ମୀନ: ଅଟକି ରହିଥିବା କାମ ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି। ଘରେ ଶୁଭକାମ କିଛି ହୋଇପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।