ମେଷ: ଆର୍ଥିକ ସ୍ଥିତି ଭଲ ରହିବ। ପିଲାଙ୍କୁ ନେଇ ଖୁସି ରହିବେ। ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି।
ବୃଷ: ବ୍ୟବସାୟରେ ଲାଭବାନ ହେବେ। ପରିବାରରେ ସୁଖ ଓ ଶାନ୍ତି ରହିବ। ଜୀବନ ସାଥୀଙ୍କ ସହଯୋଗ ମିଳିବ।
ମିଥୁନ: ବନ୍ଧୁଙ୍କ ସହ ସାକ୍ଷାତ କରି ପାରନ୍ତି। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି।
କର୍କଟ: ନୂତନ କାର୍ଯ୍ୟ କରି ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।
ସିଂହ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ପାନପତ୍ର ଖାଇ ଘରୁ ବାହାରନ୍ତୁ।
କନ୍ୟା: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ। ଯାତ୍ରା ଯୋଗ ରହିଛି।
ତୁଳା: ବ୍ୟବସାୟକୁ ନେଇ ବ୍ୟସ୍ତ ରହିବେ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ମାନସମ୍ମାନ ମିଳିବ।
ବିଚ୍ଛା: ଆର୍ଥିକ ସ୍ଥିତି ଭଲ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ।
ଧନୁ: ପରିବାରରେ ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ। ଦୂର ଯାତ୍ରା କରି ପାରନ୍ତି। ନୂତନ ବନ୍ଧୁ କରି ପାରନ୍ତି।
ମକର: ସ୍ୱାସ୍ଥ୍ୟ ଭଲ ରହିବ। ବିଦେଶ ଯାତ୍ରା କରି ପାରନ୍ତି। ଟଙ୍କା ନେଣଦେଣ କରନ୍ତୁ ନାହିଁ।
କୁମ୍ଭ: ଯାନବାହନ କିଣି ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
ମୀନ: ପରିବାରରେ ସୁଖ ଓ ଶାନ୍ତି ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ଦୂର ଯାତ୍ରା କରି ପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।