ମେଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାନ-ସମ୍ମାନ ମିଳିବ।
ବୃଷ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ। ମିଶ୍ରି ଖାଇ ଘରୁ ବାହାରନ୍ତୁ।
ମିଥୁନ: ନୂତନ ଚାକିରିରେ ଯୋଗ ଦେଇପାରନ୍ତି। ମାନ-ସମ୍ମାନ ମିଳିବ। ଉପହାର ମିଳିବ।
କର୍କଟ: ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ଅର୍ଥପ୍ରାପ୍ତିର ଯୋଗ ରହିଛି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ସିଂହ: ଧନପ୍ରାପ୍ତିର ଯୋଗ ରହିଛି। ସନ୍ତାନ ସୁଖ ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।
କନ୍ୟା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଧଳା ବସ୍ତୁ ଦାନ କରନ୍ତୁ। ଦିନଟି ଭଲରେ କଟିବ।
ତୁଳା: ଧନପ୍ରାପ୍ତିର ଯୋଗ ରହିଛି। ବ୍ୟସ୍ତ ଭିତରେ ରହିବେ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।
ବିଚ୍ଛା: ଆର୍ଥିକ ସ୍ଥିତି ଭଲ ରହିବ। ମାନ-ସମ୍ମାନ ମିଳିବ। କ୍ୟାରିଅର୍ରେ ଉନ୍ନତି କରିବେ।
ଧନୁ: ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ଯାତ୍ରା କରିପାରନ୍ତି। ଖର୍ଚ୍ଚ ବଢ଼ିବ।
ମକର: ଅସୁସ୍ଥ ଅନୁଭବ କରିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧଳା ବସ୍ତୁ ଦାନ କରନ୍ତୁ।
କୁମ୍ଭ: ମାନ-ସମ୍ମାନ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ସୁସ୍ଥ ରହିବେ।
ମୀନ:ବ୍ୟସ୍ତ ଭିତରେ ରହିବେ। ଜୀବନ ସାଥୀଙ୍କ ସହଯୋଗ ମିଳିବ। ଅସୁସ୍ଥ ଅନୁଭବ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।