ମେଷ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଯାତ୍ରା କରନ୍ତୁ ନାହିଁ।
ବୃଷ: ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି। ଜୀନସାଥୀଙ୍କ ସହଯୋଗ ମିଳିବ।
ମିଥୁନ:ବନ୍ଧୁଙ୍କ ସହ ସାକ୍ଷାତ କରିବେ। ହଠାତ୍ ଯାତ୍ରା କରି ପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି।
କର୍କଟ: ଧାର୍ମିକ ସ୍ଥାନକୁ ଯାତ୍ରା କରି ପାରନ୍ତି। ଖର୍ଚ୍ଚ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ।
ସିଂହ: ଆତ୍ମବିଶ୍ୱାସ ବଢ଼ିବ। ମାନ-ସମ୍ମାନ ମିଳିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସୁସ୍ଥ ଅନୁଭବ କରିବେ।
କନ୍ୟା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିବ। ଚାକିରିରେ ପରିବର୍ତ୍ତନର ଯୋଗ ରହିଛି।
ତୁଳା: ନୂତନ କାମ ଆରମ୍ଭ କରି ପାରନ୍ତି। ମାନ-ସମ୍ମାନ ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ କରିବେ। ଘରେ ସୁଖ ଓ ଶାନ୍ତିର ବାତାବରଣ ରହିବ।
ବିଚ୍ଛା: କ୍ୟାରିଅର୍ରେ ସଫଳତା ମିଳିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଧନପ୍ରାପ୍ତିର ଯୋଗ ରହିଛି।
ଧନୁ: ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।
ମକର: ଶରୀରରେ ଆଘାତ ଲାଗିପାରେ। ଝଗଡ଼ା କରନ୍ତୁ ନାହିଁ। ଘିଅ ଖାଇ ଘରୁ ବାହାରନ୍ତୁ। ଖାଦ୍ୟ ଓ ପାନୀୟର ଧ୍ୟାନ ଦିଅନ୍ତୁ।
କୁମ୍ଭ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଯାତ୍ରା କରି ପାରନ୍ତି। ଆତ୍ମବିଶ୍ୱାସ ବଢ଼ିବ।
ମୀନ: ଧନପ୍ରାପ୍ତିର ଯୋଗ ରହିଛି। ପରିବାରରେ ଖୁସିର ବାତାବରଣ ରହିବ। ଯାନବାହନ ସୁଖ ମିଳିବ। ଅସୁସ୍ଥ ଅନୁଭବ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।