୭ ବଡ଼ ଲକ୍ଷଣ ଦେଖାଗଲେ ଜାଣିବେ ଫୁସ୍‌ଫୁସ୍ କ୍ୟାନ୍ସର ହୋଇଛି

ନୂଆଦିଲ୍ଲୀ: ରୋଗ ଭିତରେ ଅନ୍ୟ ଏକ ମାରାତ୍ମକ ରୋଗ ହେଉଛି ଫୁସ୍‌ଫୁସ୍ କ୍ୟାନ୍ସର। ବିଶ୍ୱରେ କ୍ୟାନ୍ସର ଜନିତ ମୃତ୍ୟୁର ପ୍ରାୟ ୨୦ ପ୍ରତିଶତ ହେଉଛି ଫୁସ୍‌ଫୁସ୍‌ ଜନିତ ।  ଏଥିରେ ହାରାହାରି ୩୦ରୁ ୪୦ ବୟସର ରୋଗୀମାନଙ୍କ ଅଧିକ ମୃତ୍ୟୁ ଘଟୁଥିବା ଆକଳନ କରାଯାଇଛି।  ସେହିପରି ଧୂମପାନ କରୁଥିବା ବ୍ୟକ୍ତି ଏହି ରୋଗରେ ଅଧିକ ଶିକାର ହୋଇଥାନ୍ତି। ତା’ସହ ଭିଟାମିନ୍‌ b6ଯୁକ୍ତ ଖାଦ୍ୟ ସାମଗ୍ରୀକୁ ଅଧିକ ଖାଇଲେ ଏହି ରୋଗ ହେବା ଅଧିକ ଆଶଙ୍କା ଥିବା ସ୍ୱାସ୍ଥ୍ୟ […]

lung-cancer (1)

lung-cancer (1)

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 04:48 PM IST

Sports

Latest News

ନୂଆଦିଲ୍ଲୀ: ରୋଗ ଭିତରେ ଅନ୍ୟ ଏକ ମାରାତ୍ମକ ରୋଗ ହେଉଛି ଫୁସ୍‌ଫୁସ୍ କ୍ୟାନ୍ସର। ବିଶ୍ୱରେ କ୍ୟାନ୍ସର ଜନିତ ମୃତ୍ୟୁର ପ୍ରାୟ ୨୦ ପ୍ରତିଶତ ହେଉଛି ଫୁସ୍‌ଫୁସ୍‌ ଜନିତ ।  ଏଥିରେ ହାରାହାରି ୩୦ରୁ ୪୦ ବୟସର ରୋଗୀମାନଙ୍କ ଅଧିକ ମୃତ୍ୟୁ ଘଟୁଥିବା ଆକଳନ କରାଯାଇଛି।  ସେହିପରି ଧୂମପାନ କରୁଥିବା ବ୍ୟକ୍ତି ଏହି ରୋଗରେ ଅଧିକ ଶିକାର ହୋଇଥାନ୍ତି। ତା’ସହ ଭିଟାମିନ୍‌ b6ଯୁକ୍ତ ଖାଦ୍ୟ ସାମଗ୍ରୀକୁ ଅଧିକ ଖାଇଲେ ଏହି ରୋଗ ହେବା ଅଧିକ ଆଶଙ୍କା ଥିବା ସ୍ୱାସ୍ଥ୍ୟ ବିଜ୍ଞାନୀମାନେ କହିଛନ୍ତି। ଭିଟାମିନ୍‌ b6 କହିଲେ ଚିକେନ,  ଅଣ୍ଡା, ସୋୟାବିନ୍‌, ଘୁଷୁରୀ ମାଂସ ଆଦିକୁ ବୁଝାଏ। ଏକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ ୨୦୨୫ ବେଳକୁ କ୍ୟାନସର୍  ରୋଗୀଙ୍କ ସଂଖ୍ୟା ୧୯.୩ ନିୟୁତକୁ ବୃଦ୍ଧି ପାଇବ ବୋଲି  ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେହିପରି ଦେଶରେ ଫୁସ୍‌ଫୁସ୍‌  କ୍ୟାନ୍ସର୍ ଏକ ବଡ଼ ବ୍ୟାଧିଭାବେ ଉଭା ହୋଇଛି।  ମହାରାଷ୍ଟ୍ରର ଇଣ୍ଡିଆନ୍ କ୍ୟାନସର ରେଜିଷ୍ଟ୍ରି ସୋସାଇଟିର କ୍ୟାନସର୍ ପଞ୍ଜୀକରଣ ରହିଛି।  ଯେଉଁଥିରେ ମୁମ୍ବାଇ, ପୁନେ, ନାଗପୁର ଓ ଔରଙ୍ଗାବାଦ ସାମିଲ ରହିଛନ୍ତି ।ତେବେ ଜାଣନ୍ତୁ ଏହି ରୋଗର ଲକ୍ଷଣ

୧-କାସ ବେଳେ କଫରେ ରକ୍ତ ପଡ଼ିବା। ଏମିତି ଲକ୍ଷଣ ଦେଖାଗଲେ  ତୁରନ୍ତ  ଡାକ୍ତର ଦେଖାନ୍ତୁ ।

୨-କେବେ କେବେ ଅସ୍ୱାଭାବିକ ଭାବେ କାନ ଭିତର ବନ୍ଦ ହୋଇଯିବା କିମ୍ବା କିଛି ଶବ୍ଦ ନିର୍ଗତ ହେବା।

୩- ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରିବା।

୪-ଛାତି କିମ୍ବା ହାଡ଼ରେ ଯନ୍ତ୍ରଣା ଅନୁଭବ କରିବା।

୫-ଛାତି ଭିତରେ ଇନ୍‌ଫେକ୍ସନ ହୋଇଯିବା

୬-ଖାଦ୍ୟ ଢୋକିବା ବେଳେ କଷ୍ଟ ଅନୁଭବ କରିବ॥

୭-ଦ୍ରୁତଗତିରେ ଶରୀରର ଓଜନ ହ୍ରାସ ଘଟିବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story