ମଲାଛୁଆକୁ ଧରି ମେଟ୍ରୋ ଟ୍ରେନରେ ଘୂରି ବୁଲିଲା ମା’: ନିଶବ୍ଦ ରାତିରେ ହୋଇଥିଲା ଗଣଧର୍ଷଣର ଶିକାର

ଗୁରୁଗ୍ରାମ(ହରିୟାନା):ମାନବିକତାକୁ ଥରହର କରିଦେଲା ଭଳି ଘଟଣା। ଏକ ବିଂଶ ଶତାବ୍ଦୀର ସବୁଠାରୁ ଲଜ୍ଜାଜନକ ଚିତ୍ର । ଦିଲ୍ଲୀ ନିର୍ଭୟା କାଣ୍ଡଠାରୁ ଯେତିକି ଭୟଙ୍କର ସେତିକି ଲୋମହର୍ଷଣକାରୀ । ଏ କାହାଣୀ ଯେତିକି ଦୁଃଖଦାୟକ ସେତିକି ଦୟନୀୟ। ଶୁଣିଲେ ବୁକୁ ଫାଟିଯିବ। ନିଜ କାମନାକୁ ଚରିତାର୍ଥ କରିବାକୁ ଯାଇ ୪ ଜଣ କେମିତି ରାକ୍ଷସ ପାଲଟିଯାଇପାରନ୍ତି ତା’ର ଦୃଷ୍ଟାନ୍ତ ଗୁରୁଗାଓଁରେ ଘଟିଛି। ଅସହାୟତାର ସୁଯୋଗ ନେଇ ସମ୍ପୃକ୍ତ ୪ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଗଣବଳାତ୍କାର କଲେ। ଆଉ […]

TAPAS-1

TAPAS-1

Rakesh Mallick
  • Published: Wednesday, 07 June 2017
  • Updated: 08 June 2017, 08:05 AM IST

Sports

Latest News

ଗୁରୁଗ୍ରାମ(ହରିୟାନା):ମାନବିକତାକୁ ଥରହର କରିଦେଲା ଭଳି ଘଟଣା। ଏକ ବିଂଶ ଶତାବ୍ଦୀର ସବୁଠାରୁ ଲଜ୍ଜାଜନକ ଚିତ୍ର । ଦିଲ୍ଲୀ ନିର୍ଭୟା କାଣ୍ଡଠାରୁ ଯେତିକି ଭୟଙ୍କର ସେତିକି ଲୋମହର୍ଷଣକାରୀ । ଏ କାହାଣୀ ଯେତିକି ଦୁଃଖଦାୟକ ସେତିକି ଦୟନୀୟ। ଶୁଣିଲେ ବୁକୁ ଫାଟିଯିବ। ନିଜ କାମନାକୁ ଚରିତାର୍ଥ କରିବାକୁ ଯାଇ ୪ ଜଣ କେମିତି ରାକ୍ଷସ ପାଲଟିଯାଇପାରନ୍ତି ତା’ର ଦୃଷ୍ଟାନ୍ତ ଗୁରୁଗାଓଁରେ ଘଟିଛି। ଅସହାୟତାର ସୁଯୋଗ ନେଇ ସମ୍ପୃକ୍ତ ୪ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଗଣବଳାତ୍କାର କଲେ। ଆଉ ଏହାପରେ ନିଜର ମଲା ଛୁଆକୁ ଧରି ମେଟ୍ରୋ ଟ୍ରେନ୍‌ରେ ଫେରିଲେ ସମ୍ପୃକ୍ତ ମହିଳା। ଏହି ଅଭାବନୀୟ ଘଟଣାଟି  ଗତ ମେ’ ୨୯ରେ ତାରିଖରେ ଘଟିଥିବା ବେଳେ ଏବେ ପଦାକୁ ଆସିଛି। ଏହି ସ୍ପର୍ଶକାତର ଘଟଣାଟି ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ ପୁରୁଣା ଗୁରୁଗ୍ରାମର ଆଇଏମଟି ମାନେସରରେ  ରହୁଥିବା ଏହି ମହିଳା(୧୯) ଜଣକ ଗତ  ମେ’ ୨୯ ତାରିଖରେ ନିଜ ପଡ଼ୋଶୀ ସହ ଗଣ୍ଡଗୋଳ ହେବାରୁ ନିଜ ଛୁଆକୁ ଧରି ବାହାରି ଆସିଥିଲେ। ସେହିଦିନ ରାତିରେ ତା’ଙ୍କ ସ୍ୱାମୀ ଘରେ ନ ଥିଲେ। ତେଣୁ ନିଜକୁ ଅସୁରକ୍ଷିତ ମଣିବାରୁ ଛୁଆକୁ ଧରି ବାପଘର ଖଣ୍ଡାସାକୁ  ମହିଳା ଜଣକ ଆସୁଥିଲେ। ତେବେ ରାତି ହୋଇଯାଇଥିବାରୁ ଅନ୍ୟ କିଛି ଗାଡ଼ି ନ ଥିଲା।  ୮ ନମ୍ବର ଜାତୀୟ ରାଜପଥରେ ମହିଳା ଜଣକ ବାଧ୍ୟ ହୋଇ ଏକ୍‌ ଟ୍ରକ୍‌କୁ ଲିଫ୍ଟ ମାଗି ଥିଲେ। ହେଲେ ଟ୍ରକ୍ ଡ୍ରାଇଭର ଜଣକ ମଦ୍ୟପାନ କରିଥିବାରୁ  ତାଙ୍କୁ ଅସଦାଚରଣ କରିଥିଲେ।

ପରେ ମହିଳା ଜଣକ ଟ୍ରକ୍‌ରୁ ଓହ୍ଲାଇ ଚାଲି ଚାଲି ଆସୁଥିଲା ବେଳେ ବାଟରେ ସେ ଏକ ଅଟୋକୁ ଲିଫ୍ଟ ମାଗିଥିଲେ। ପୂର୍ବରୁ ଉକ୍ତ ଅଟୋଟିରେ ଡ୍ରାଇଭରଙ୍କୁ ଛାଡ଼ି ଅନ୍ୟ ୩ ଜଣ ଥିଲେ। ଶୂନଶାନ ରାତିରେ ମହିଳାଙ୍କୁ ଏକାକୀ ପାଇ ଏମାନେ ତାଙ୍କୁ ଅସଦାଚରଣ କରିଥିଲେ। ଏହି ସମୟରେ ଶିଶୁଟି କାନ୍ଦିବାରୁ ଦୁର୍ବୃତ୍ତମାନେ ପିଲାଟିକୁ ବାଟରେ  ଫୋଫାଡ଼ି ଦେଇଥିଲେ। ପରେ ମହିଳା ଜଣଙ୍କୁ ଜୋରଜବରଦସ୍ତ ନେଇ ୪ ଘଣ୍ଟା ଧରି ଗଣଧର୍ଷଣ କରିଥିଲେ। ପରେ ଦୁର୍ବୃତ୍ତମାନେ ମହିଳାଜଣକୁ ରାସ୍ତା କଡ଼ର ଏକ ନାଳକୁ ଫୋଫାଡ଼ି ଦେଇଥିଲେ।  ସେମାନେ ଗଲା ପରେ ଥରୁ ଥିବା ଅବସ୍ଥାରେ ଖୁବ୍ କଷ୍ଟରେ ସାହସ ଜୁଟାଇ ନିଜ ପିଲାକୁ ଖୋଜିବାକୁ ମହିଳା ଜଣକ ଆସିଥିଲେ।

ପିଲାକୁ ପାଇବା ପରେ ସକାଳେ ତାକୁ ଧରି ମେଟ୍ରୋ ଟ୍ରେନ୍‌ରେ ନେଇ ନିକଟସ୍ଥ ହସପିଟାଲକୁ ଯାଇଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ନିଜ ପିଲା ମରିଯାଇଥିବା ଶୁଣି ମହିଳାଙ୍କ ବିଶ୍ୱାସ ହୋଇ ନ ଥିଲା । ପରେ ସେ ଆଉ ଗୋଟିଏ ହସପିଟାଲକୁ ଯାଇଥିଲେ। ସେଠାରେ ମଧ୍ୟ ଡାକ୍ତର ସମାନ କଥା କହିଥିଲେ। ପରେ ନିରାଶ ହୋଇ ମହିଳା ଜଣକ ନିଜ ମଲା ଛୁଆକୁ ଧରି ମେଟ୍ରୋ ଟ୍ରେନ୍‌ରେ ଫେରିଥିଲେ। ଖବର ପାଇ ମହିଳାଙ୍କ ସ୍ୱାମୀ ଏବଂ ବାପ ଘର ଲୋକ ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ।  ପରେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ଚିତ୍ର  ସାମ୍ନାକୁ ଆସିଛି। ଘଟଣାର ତଦନ୍ତ ପାଇଁ ପୋଲିସ ଏସଆଇଟି ଗଠନ କରିଛି। ପୋଲିସ ସନ୍ଧିଗ୍ଧ ଅଯିଯୁକ୍ତଙ୍କ ସ୍କେଚ୍‌ ମଧ୍ୟ ଜାରି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story