ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନକୁ ୧୫ ଦିନ ରିମାଣ୍ଡରେ ଆଣିବା ପାଇଁ ଆବେଦନ କଲା କ୍ରାଇମବ୍ରାଞ୍ଚ

କଟକ: କଟକର ଜଗତପୁର ନିକଟସ୍ଥ ପଶ୍ଚିମକଚ୍ଛ ଗାଁରୁ ଗିରଫ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନଙ୍କୁ ୧୫ ଦିନ ରିମାଣ୍ଡରେ ଆଣିବା ପାଇଁ ଆଜି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଦିଲ୍ଲୀର ପଟିଆଲା ହାଉସକୋର୍ଟରେ ଆବେଦନ କରିଛି। ଏଥିପାଇଁ ଦିଲ୍ଲୀରେ କ୍ରାଇମବ୍ରାଞ୍ଚ ଏସଟିଏଫର ତିନି ଜଣିଆ ଟିମ୍ ଉପସ୍ଥିତ ଅଛନ୍ତି। ଦିଲ୍ଲୀ ପୋଲିସ୍ ସହାୟତାରେ ଅବଦୁର ରେହମାନଙ୍କୁ ଓଡ଼ିଶା ଅଣାଯିବ। କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବି.କେ ଶର୍ମା ସୋମବାର ଏହି ସୂଚନା ଦେଇଛନ୍ତି। ଗିରଫ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନକୁ […]

ahamad-rehama

ahamad-rehama

Rakesh Mallick
  • Published: Monday, 28 March 2016
  • Updated: 28 March 2016, 07:46 AM IST

କଟକ: କଟକର ଜଗତପୁର ନିକଟସ୍ଥ ପଶ୍ଚିମକଚ୍ଛ ଗାଁରୁ ଗିରଫ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନଙ୍କୁ ୧୫ ଦିନ ରିମାଣ୍ଡରେ ଆଣିବା ପାଇଁ ଆଜି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଦିଲ୍ଲୀର ପଟିଆଲା ହାଉସକୋର୍ଟରେ ଆବେଦନ କରିଛି। ଏଥିପାଇଁ ଦିଲ୍ଲୀରେ କ୍ରାଇମବ୍ରାଞ୍ଚ ଏସଟିଏଫର ତିନି ଜଣିଆ ଟିମ୍ ଉପସ୍ଥିତ ଅଛନ୍ତି। ଦିଲ୍ଲୀ ପୋଲିସ୍ ସହାୟତାରେ ଅବଦୁର ରେହମାନଙ୍କୁ ଓଡ଼ିଶା ଅଣାଯିବ। କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବି.କେ ଶର୍ମା ସୋମବାର ଏହି ସୂଚନା ଦେଇଛନ୍ତି।

ଗିରଫ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନକୁ ରିମାଣ୍ଡରେ ଆଣିବା ପାଇଁ ମାର୍ଚ୍ଚ ୧୭ ତାରିଖରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ସାଲେପୁର ଜେଏମ୍‌ଏଫସି କୋର୍ଟ ଅନୁମତି ଦେଇଥିଲେ।

ଗତବର୍ଷ ଡିସେମ୍ବର ୧୫ ତାରିଖ ବିଳମ୍ବିତ ରାତିରେ କମିଶନରେଟ୍ ପୋଲିସ୍ ଓ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ରେହମାନକୁ ଗିରଫ କରିଥିଲେ। ସେତେବେଳେ ପୋଲିସ ତା’ ପାଖରୁ ମୋବାଇଲ୍, ଟାବଲେଟ୍ ଓ ପାସ୍‌ପୋର୍ଟ ଜବତ କରିଥିଲା। ଫୋନ୍ ଟ୍ରାକିଂରୁ ଦିଲ୍ଲୀ ପୋଲିସ୍ ସୂଚନା ପାଇବା ପରେ କମିଶନରେଟ୍ ପୋଲିସ୍ ସହ ଯୋଗାଯୋଗ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story