ବାଣୀବିହାରରେ ବିଜୁ ପଟ୍ଟନାୟକ କ୍ରୀଡ଼ାଙ୍ଗନ ଓ ୨ଟି ହଷ୍ଟେଲ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ବାଣୀବିହାର ଆସି ବିଜୁ ପଟ୍ଟନାୟକ କ୍ରୀଡ଼ାଙ୍ଗନ ଓ ଦୁଇଟି ହଷ୍ଟେଲ୍‌ର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାଣୀବିହାର ଗସ୍ତ ପାଇଁ ପୋଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ନବୀନ ନିବାସରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାରେ ପୋଲିସ୍ ଛାଇ ଯାଇଥିଲେ। ୩୦ ପ୍ଲାଟୁନ୍ ପୋଲିସ୍‌କୁ ସୁରକ୍ଷା ପାଇଁ ମୁତୟନ କରାଯାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀ ଯିବା ବାଟରେ ରାସ୍ତାକଡ଼ରେ ଥିବା ସମସ୍ତ ଦୋକାନକୁ ବନ୍ଦ କରି ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି ଗସ୍ତକୁ […]

cm

cm

Rakesh Mallick
  • Published: Monday, 01 August 2016
  • Updated: 01 August 2016, 06:40 PM IST

Sports

Latest News

banibiharଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ବାଣୀବିହାର ଆସି ବିଜୁ ପଟ୍ଟନାୟକ କ୍ରୀଡ଼ାଙ୍ଗନ ଓ ଦୁଇଟି ହଷ୍ଟେଲ୍‌ର ଉଦ୍‌ଘାଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବାଣୀବିହାର ଗସ୍ତ ପାଇଁ ପୋଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ନବୀନ ନିବାସରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାରେ ପୋଲିସ୍ ଛାଇ ଯାଇଥିଲେ। ୩୦ ପ୍ଲାଟୁନ୍ ପୋଲିସ୍‌କୁ ସୁରକ୍ଷା ପାଇଁ ମୁତୟନ କରାଯାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀ ଯିବା ବାଟରେ ରାସ୍ତାକଡ଼ରେ ଥିବା ସମସ୍ତ ଦୋକାନକୁ ବନ୍ଦ କରି ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀ ଏହି ଗସ୍ତକୁ ଏବିଭିପି ପକ୍ଷରୁ ବିରୋଧ କରାଯାଇଥିବା ବେଳେ ବିଶୃଙ୍ଖଳା ଆଶଙ୍କା କରି ପୋଲିସ୍ ୪ ଜଣ ଛାତ୍ରଙ୍କୁ ଅଟକ ରଖିଥିଲେ।

ବାଣୀବିହାରର ପାଚେରୀରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ସ୍ଲୋଗାନ ମାନ ଲେଖାଯାଇଥିଲା। ‘ନବୀନ ଗୋ-ବ୍ୟାକ୍‌’, ‘ବିଜେଡି ହାଏ ହାଏ’ ଓ ‘ନବୀନ ଛି ଛି’ ଆଦି ସ୍ଲୋଗାନ ପାଚେରୀରେ ଲେଖାଯାଇ ନବୀନଙ୍କ ଗସ୍ତକୁ ବିରୋଧ କରାଯାଇଥିଲା।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଏବିଭିପି କର୍ମୀମାନେ ମୁହଁରେ କଳା ପଟି ବାନ୍ଧି ମୌନ ପ୍ରତିବାଦ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story