ସାଲେପୁର: ଚାଲିଛି କଂଗ୍ରେସର ତୃତୀୟ ପର୍ଯ୍ୟାୟ ଜନ ଜାଗରଣ ଯାତ୍ରା

ସାଲେପୁର/ଭୁବନେଶ୍ୱର: ଆଜି ସାଲେପୁରରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ଜନ ଜାଗରଣ ଯାତ୍ରା ଆରମ୍ଭ ହୋଇଯାଇଛି। ସାଲେପୁର ବ୍ଲକ ମନୋହରପୁର ଠାରୁ ଏହି ଯାତ୍ରା ଆରମ୍ଭ ହୋଇଛି। ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ଦଳର ବହୁ ନେତା ସାମିଲ ହୋଇଛନ୍ତି। ଏହି ଯାତ୍ରା ସାଲେପୁର ସହରରେ ସରିବ। ପଦଯାତ୍ରା ପରେ ସାଲେପୁର ସହରରେ ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯିବ। ଗୋଟିଏ ପଟେ କଂଗ୍ରେସ ସାଲେପୁରରେ ଜନ ଜାଗରଣ ଯାତ୍ରା କରୁଥିବା ବେଳେ ଅନ୍ୟପଟେ ସାଲେପୁର […]

con-5

con-5

Rakesh Mallick
  • Published: Saturday, 21 November 2015
  • Updated: 21 November 2015, 07:23 AM IST

ସାଲେପୁର/ଭୁବନେଶ୍ୱର: ଆଜି ସାଲେପୁରରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ଜନ ଜାଗରଣ ଯାତ୍ରା ଆରମ୍ଭ ହୋଇଯାଇଛି। ସାଲେପୁର ବ୍ଲକ ମନୋହରପୁର ଠାରୁ ଏହି ଯାତ୍ରା ଆରମ୍ଭ ହୋଇଛି। ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ଦଳର ବହୁ ନେତା ସାମିଲ ହୋଇଛନ୍ତି। ଏହି ଯାତ୍ରା ସାଲେପୁର ସହରରେ ସରିବ। ପଦଯାତ୍ରା ପରେ ସାଲେପୁର ସହରରେ ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯିବ।

ଗୋଟିଏ ପଟେ କଂଗ୍ରେସ ସାଲେପୁରରେ ଜନ ଜାଗରଣ ଯାତ୍ରା କରୁଥିବା ବେଳେ ଅନ୍ୟପଟେ ସାଲେପୁର ବ୍ଲକ ସଭାପତି ବିକାଶ ବେହେରା ଓ ଶତାଧିକ ଦଳୀୟ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ସେମାନେ ନବୀନ ନିବାସ ଆସି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିରେ ଯୋଗ ଦେଇଥିବା କଂଗ୍ରେସ ନେତାମାନଙ୍କ ମଧ୍ୟରେ ଅଛନ୍ତି ସାଲେପୁର ବ୍ଲକ କଂଗ୍ରେସ୍ ସଭାପତି ବିକାଶ ବେହେରା। ବିଜେଡି ନେତା ପ୍ରତାପ ଜେନାଙ୍କ ନେତୃତ୍ୱରେ ଏହି ଅସନ୍ତୁଷ୍ଟ କଂଗ୍ରେସ ନେତା ଓ କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story