ଆଜି ମହାନବମୀ: ଶ୍ଲୋକ ଓ ଚଣ୍ଡିପାଠରେ କମ୍ପୁଛି ପରିବେଶ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାନବମୀ। ଶ୍ଲୋକ ଓ ଚଣ୍ଡୀପାଠରେ ବିଭିନ୍ନ ପୂଜାମଣ୍ଡପ ପରିବେଶ କମ୍ପୁଛି। ମହାନବମୀରେ ମହାମାୟାଙ୍କ ପୂଜାର୍ଚ୍ଚନା ଲାଗି ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ସବୁଠି ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି ଜଗତଜନନୀ ମା’ ଦୁର୍ଗାଙ୍କର ପୂଜା। ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ସମ୍ୱଲପୁର, ରାଉରକେଲା ସମେତ ରାଜ୍ୟର ସବୁ ସ୍ଥାନରେ ପୂଜା ମଣ୍ଡପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେପଟେ ଶ୍ରଦ୍ଧାଳୁମାନେ ମଣ୍ଡପକୁ ଯାଇ […]

puja

puja

Rakesh Mallick
  • Published: Thursday, 22 October 2015
  • Updated: 22 October 2015, 04:59 AM IST

Sports

Latest News

baramunda durgapujaଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାନବମୀ। ଶ୍ଲୋକ ଓ ଚଣ୍ଡୀପାଠରେ ବିଭିନ୍ନ ପୂଜାମଣ୍ଡପ ପରିବେଶ କମ୍ପୁଛି। ମହାନବମୀରେ ମହାମାୟାଙ୍କ ପୂଜାର୍ଚ୍ଚନା ଲାଗି ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ସବୁଠି ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି ଜଗତଜନନୀ ମା' ଦୁର୍ଗାଙ୍କର ପୂଜା। ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ସମ୍ୱଲପୁର, ରାଉରକେଲା ସମେତ ରାଜ୍ୟର ସବୁ ସ୍ଥାନରେ ପୂଜା ମଣ୍ଡପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେପଟେ ଶ୍ରଦ୍ଧାଳୁମାନେ ମଣ୍ଡପକୁ ଯାଇ ମା’ଙ୍କ ଦର୍ଶନ କରିବା ସହ ଆକର୍ଷଣୀୟ ସାଜସଜାର ମଜା ନେଉଛନ୍ତି ।  ସୁଉଚ୍ଚ ତୋରଣ, ଆଖିଝଲସା ଆଲୋକ ସଜ୍ଜା ସାଙ୍ଗକୁ ବିଭିନ୍ନ ସ୍ଥାନରେ ପଡିଥିବା ମୀନାବଜାରକୁ ବେଶ୍ ଉପଭୋଗ କରୁଛନ୍ତି ଦର୍ଶକ।

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି। ପଟିଆ, ଡମଣା, ପୁରୁଣା ଭୁବନେଶ୍ୱରର ହାଟସାହି, ରବି ଟକିଜ୍ ଛକ, କଟକ ରୋଡ ବ୍ୟବସାୟୀ ସଂଘ, ବରଗଡ, ଟଙ୍କପାଣି ରୋଡ ବ୍ରହ୍ମେଶ୍ୱର ପାଟଣା, ଅଶୋକ ନଗର, ଭୌମନଗର ଓ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏଶନରେ ମା’ଙ୍କ ପୂଜା ଜାକଜମକରେ ଚାଲିଛି । ଏଠି ସର୍ବଧର୍ମ ସମନ୍ୱୟର ଛିଟା ଦେଖିବାକୁ ମିଳିଛି। ଲୁଇସ୍ ରୋଡରେ ମହାବୀର ମୂର୍ତ୍ତୀ ପୂଜା ପାଉଛନ୍ତି। ସେହିପରି କଟକର ମଙ୍ଗଳାବାଗ, ବାଦାମବାଡି, ଖାନନଗର, ଚୌଧୁରୀବଜାର, ଚାନ୍ଦିନୀଚୌକ, କଲେଜଛକ, ଶିଖରପୁର, ଚାଉଳିଆଗଞ୍ଜ ଆଦି ପୂଜା ମଣ୍ଡପରେ ମହାନବମୀ ପୂଜାରେ ସକାଳୁ ଶ୍ରଦ୍ଧାଳଙ୍କ ଭିଡ ଦେଖିବାକୁ ମିଳିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story