ଆଜି ମହାମାୟୀଙ୍କ ମହାଷ୍ଟମୀ, ସାରା ରାଜ୍ୟ ଉତ୍ସବ ମୁଖର

ଭୁବନେଶ୍ୱର: ଶାରଦୀୟ ପୂଜାରେ ଉତ୍ସବମୁଖର ହୋଇଛି ସାରା ରାଜ୍ୟ। ଚାରିଆଡେ଼ ମା’ଙ୍କ ଆରାଧନା। ଆଜି ମହାମାୟୀଙ୍କ ମହାଷ୍ଟମୀ। ତନ୍ତ୍ରମନ୍ତ୍ରରେ ଚାଲିଛି ଦଶଭୂଜାଙ୍କ ଆବାହନ। ଶ୍ଲୋକ ଆଉ ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ। ଗତକାଲି ମହାସପ୍ତମୀରେ ମା’ଙ୍କ ଚକ୍ଷୁଦାନ କରାଯାଇଥିଲା। ଏହାପରେ ଆରମ୍ଭ ହୋଇଯାଇଛି ଆରାଧନା। ରାଜଧାନୀ ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର, ସମ୍ୱଲପୁର, ବଲାଙ୍ଗୀର ସମେତ ବିଭିନ୍ନ ସ୍ଥାନରେ ବେଶ ଯାକଜମକରେ ଚାଲିଛି ଶାରଦୀୟ ପୂଜା। ମାଆଙ୍କ ଆକର୍ଷରୀୟ ମୃଣ୍ମୟୀ ପ୍ରତିମା ସାଙ୍ଗକୁ ସୁଦୃଶ୍ୟ ତୋରଣରେ […]

durga

durga

Rakesh Mallick
  • Published: Wednesday, 21 October 2015
  • Updated: 21 October 2015, 07:58 AM IST

Sports

Latest News

ଭୁବନେଶ୍ୱର: ଶାରଦୀୟ ପୂଜାରେ ଉତ୍ସବମୁଖର ହୋଇଛି ସାରା ରାଜ୍ୟ। ଚାରିଆଡେ଼ ମା'ଙ୍କ ଆରାଧନା। ଆଜି ମହାମାୟୀଙ୍କ ମହାଷ୍ଟମୀ। ତନ୍ତ୍ରମନ୍ତ୍ରରେ ଚାଲିଛି ଦଶଭୂଜାଙ୍କ ଆବାହନ। ଶ୍ଲୋକ ଆଉ ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ। ଗତକାଲି ମହାସପ୍ତମୀରେ ମା'ଙ୍କ ଚକ୍ଷୁଦାନ କରାଯାଇଥିଲା। ଏହାପରେ ଆରମ୍ଭ ହୋଇଯାଇଛି ଆରାଧନା। ରାଜଧାନୀ ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର, ସମ୍ୱଲପୁର, ବଲାଙ୍ଗୀର ସମେତ ବିଭିନ୍ନ ସ୍ଥାନରେ ବେଶ ଯାକଜମକରେ ଚାଲିଛି ଶାରଦୀୟ ପୂଜା। ମାଆଙ୍କ ଆକର୍ଷରୀୟ ମୃଣ୍ମୟୀ ପ୍ରତିମା ସାଙ୍ଗକୁ ସୁଦୃଶ୍ୟ ତୋରଣରେ ଝଲସିଉଠୁଛି ପୂଜାସ୍ଥଳୀ।

ବିଶେଷ କରି ଐତିହାସିକ ସହର କଟକରେ ପୂଜା ବେଶ୍ ଆକର୍ଷଣୀୟ ହୋଇଛି। ଏଠି ସୁନା ଚାନ୍ଦିରେ ଝଲସୁଛି ବିଭିନ୍ନ ପୂଜା ମଣ୍ଡପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story