ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ସରିଲା ପ୍ରଥମ ପର୍ଯ୍ୟାୟ ନିଟ୍‌

ଭୁବନେଶ୍ୱର: ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜି ନ୍ୟାସ୍‌ନାଲ୍‌ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ୍ ବା ନିଟ୍‌ର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ନ୍ୟାସନାଲ୍ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ୍ ହୋଇଥିଲା। ସାରା ଦେଶରୁ ୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଓଡ଼ିଶାରୁ ୩୦,୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ରାଜ୍ୟରେ ୩ଟି ସହର ଭୁବନେଶ୍ୱର, ବ୍ରହ୍ମପୁର ଓ […]

student

student

Rakesh Mallick
  • Published: Sunday, 01 May 2016
  • Updated: 01 May 2016, 09:39 AM IST

Sports

Latest News

ଭୁବନେଶ୍ୱର: ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜି ନ୍ୟାସ୍‌ନାଲ୍‌ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ୍ ବା ନିଟ୍‌ର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ନ୍ୟାସନାଲ୍ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ୍ ହୋଇଥିଲା। ସାରା ଦେଶରୁ ୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଓଡ଼ିଶାରୁ ୩୦,୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ରାଜ୍ୟରେ ୩ଟି ସହର ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲାରେ ଏକାଧିକ ପରୀକ୍ଷା କେନ୍ଦ୍ର କରାଯାଇଛି। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସାଢେ ୭ଟା ସୁଦ୍ଧା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଥିଲା।

ପରୀକ୍ଷା ପରିଚାଳନା ପାଇଁ ସିବିଏସଇ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ପରୀକ୍ଷା କେନ୍ଦ୍ର ଭିତରକୁ କଲମ, ପେନସିଲ୍‌, ମୋବାଇଲ୍ ଏବଂ ଇଲେକଟ୍ରୋନିକ୍ସ ସାମଗ୍ରୀ ନେବା ଉପରେ କଟକଣା ଜାରି କରାଯାଇଥିଲା। ପରୀକ୍ଷାର୍ଥୀମାନେ ଜୋତା ପିନ୍ଧା ହଲ୍‌କୁ ଯାଇପାରି ନ ଥିଲେ। ତା’ଛଡ଼ା କିଛି ନିର୍ଦ୍ଦିଷ୍ଟ ପ୍ରକାର ଡ୍ରେସ୍‌ ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା।

ଆସନ୍ତା ଜୁଲାଇ ୨୪ରେ ଦ୍ୱିତୀୟ ପର୍ଯ୍ୟାୟ ନିଟ୍‌ ଅନୁଷ୍ଠିତ ହେବ। ଦୁଇଟି ଯାକ ପରୀକ୍ଷାର ରେଜଲ୍ଟ ଆସନ୍ତା ଅଗଷ୍ଟ ୧୭ରେ ପ୍ରକାଶ ପାଇବ। ଏହି ପରୀକ୍ଷାର ରାଙ୍କ ଅନୁସାରେ ରାଜ୍ୟର ସରକାରୀ ଓ ବେସରକାରୀ କଲେଜରେ ଥିବା ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ରେ ଛାତ୍ରଛାତ୍ରୀ ଆଡମିଶନ୍ କରିପାରିବେ।

ଚଳିତବର୍ଷ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାରେ ଏବେ ସରକାରୀ ମେଡିକାଲ କଲେଜରେ ୫୫୦ଟି ଏମ୍‌ବିବିଏସ୍‌ ଓ ୫୦ଟି ବିଡିଏସ୍‌ ସିଟ୍‌ ରହିଛି। ସେହିପରି ଘରୋଇ ମେଡିକାଲ କଲେଜରେ ୨୦୦ ଏମ୍‌ବିବିଏସ୍‌ ଓ ୧୦୦ ବିଡିଏସ୍‌ ସିଟ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story