ଆଜି ଓଡ଼ିଆ ନୂଆବର୍ଷ ଓ ମହାବିଷୁବ ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ଓଡ଼ିଆ ନୂଆବର୍ଷ ଓ ମହାବିଷୁବ ସଂକ୍ରାନ୍ତି। ଏହି ଅବସରରେ ନୂଆ ପାଞ୍ଜି ଉନ୍ମୋଚିତ ହେବ। ୨୦୧୬-୧୭ ବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଟି ଓଡ଼ିଆ ପଞ୍ଜିକାକୁ ସ୍ୱୀକୃତି ପ୍ରଦାନ କରାଯାଇ ପ୍ରମାଣପତ୍ର ଦିଆଯାଇଛି। ବିଶେଷକରି ଶ୍ରୀମନ୍ଦିରରେ ପ୍ରଚଳିତ ଯାନି ଯାତ୍ରା ଓ ପର୍ବପର୍ବାଣୀର ତିଥି, ବାର ଏବଂ ତାରିଖର ସମନ୍ୱୟ ଉପରେ ଧ୍ୟାନ ଦିଆଯାଇଛି। ପଞ୍ଜିକା ଅନୁସାରେ ନୂଆବର୍ଷରେ ରାଜ୍ୟର ଆଶାନୁରୂପ ବର୍ଷା ହେବ। ଏହାଦ୍ୱାରା କୃଷି ଉତ୍ପାଦନ ବଢିବ। ଶିକ୍ଷା ଓ […]

Odia-Newyear

Odia-Newyear

Rakesh Mallick
  • Published: Wednesday, 13 April 2016
  • Updated: 13 April 2016, 10:58 AM IST

Sports

Latest News

ଭୁବନେଶ୍ୱର: ଆଜି ଓଡ଼ିଆ ନୂଆବର୍ଷ ଓ ମହାବିଷୁବ ସଂକ୍ରାନ୍ତି। ଏହି ଅବସରରେ ନୂଆ ପାଞ୍ଜି ଉନ୍ମୋଚିତ ହେବ। ୨୦୧୬-୧୭ ବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଟି ଓଡ଼ିଆ ପଞ୍ଜିକାକୁ ସ୍ୱୀକୃତି ପ୍ରଦାନ କରାଯାଇ ପ୍ରମାଣପତ୍ର ଦିଆଯାଇଛି। ବିଶେଷକରି ଶ୍ରୀମନ୍ଦିରରେ ପ୍ରଚଳିତ ଯାନି ଯାତ୍ରା ଓ ପର୍ବପର୍ବାଣୀର ତିଥି, ବାର ଏବଂ ତାରିଖର ସମନ୍ୱୟ ଉପରେ ଧ୍ୟାନ ଦିଆଯାଇଛି।

ପଞ୍ଜିକା ଅନୁସାରେ ନୂଆବର୍ଷରେ ରାଜ୍ୟର ଆଶାନୁରୂପ ବର୍ଷା ହେବ। ଏହାଦ୍ୱାରା କୃଷି ଉତ୍ପାଦନ ବଢିବ। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ହେବ। ତେବେ ବନ୍ୟା, ବାତ୍ୟା ଓ ଭୂମିକମ୍ପ ସହ କିଛି ମନୁଷ୍ୟକୃତ ବିପଦ ଆସିବା ଆଶଙ୍କା ରହିଛି। ଚଳିତବର୍ଷ ଶୁକ୍ର ରାଜା ଓ ଚନ୍ଦ୍ର ମନ୍ତ୍ରୀ ହୋଇଥିବାରୁ ବାଣିଜ୍ୟରେ ବିଶେଷ ବିକାଶ ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟପାଳ ଏସ୍‌ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କୁ ସୁଖ ସମୃଦ୍ଧି କାମନା କରିଛନ୍ତି। ବିରୋଧୀ ଦଳ ନେତା ନରସଂହ ମିଶ୍ର, ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏବଂ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ନବବର୍ଷ ଶୁଭେଚ୍ଛା ଜଣାବା ସହ ରାଜ୍ୟବାସୀଙ୍କୁ ଶୁଭ ମନାସୀ ଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story