www.indiaresults.com ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି ମାଟ୍ରିକ ଓଏମ୍‌ଆର ସ୍କାନ କପି

କଟକ: ଆଜି ସକାଳ ୯ଟାରୁ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଅବଜେକ୍ଟିଭ ଉତ୍ତରଖାତା (ଓଏମ୍‌ଆର)ର ସ୍କାନ କପି ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି। www.indiaresults.com ୱେବ୍‌ସାଇଟ୍‌ରେ ପିଲାମାନେ ବିନା ମୂଲ୍ୟରେ ଏହି ଓଏମ୍‌ଆରର ସ୍କାନ କପି ପାଇ ପାରିବେ। ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଛାତ୍ରଛାତ୍ରୀମାନେ ୱେବ୍‌ସାଇଟ୍‌ରେ ଲଗଇନ କରିବା ସହ ନିଜର ରୋଲ ନମ୍ୱର ଟାଇପ କରି ଓଏମଆର ସ୍କାନ କପି ପାଇପାରିବେ। ଅନ୍ୟପକ୍ଷରେ ସବଜେକ୍ଟିଭ ପରୀକ୍ଷାର ଉତ୍ତରଖାତା […]

ChjARTpUoAAvTxl

ChjARTpUoAAvTxl

Rakesh Mallick
  • Published: Wednesday, 04 May 2016
  • Updated: 04 May 2016, 12:30 PM IST

Sports

Latest News

କଟକ: ଆଜି ସକାଳ ୯ଟାରୁ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଅବଜେକ୍ଟିଭ ଉତ୍ତରଖାତା (ଓଏମ୍‌ଆର)ର ସ୍କାନ କପି ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି। www.indiaresults.com ୱେବ୍‌ସାଇଟ୍‌ରେ ପିଲାମାନେ ବିନା ମୂଲ୍ୟରେ ଏହି ଓଏମ୍‌ଆରର ସ୍କାନ କପି ପାଇ ପାରିବେ। ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଛାତ୍ରଛାତ୍ରୀମାନେ ୱେବ୍‌ସାଇଟ୍‌ରେ ଲଗଇନ କରିବା ସହ ନିଜର ରୋଲ ନମ୍ୱର ଟାଇପ କରି ଓଏମଆର ସ୍କାନ କପି ପାଇପାରିବେ।

ଅନ୍ୟପକ୍ଷରେ ସବଜେକ୍ଟିଭ ପରୀକ୍ଷାର ଉତ୍ତରଖାତା ପାଇଁ ୱେବ୍‌ସାଇଟ୍‌ରେ ଛାତ୍ରଛାତ୍ରୀମାନେ ଆବେଦନ ସମୟରେ ୧୦୦ ଟଙ୍କା ଦେବାକୁ ପଡୁଛି। ସେହିପରି ରିଚେକିଂ ପାଇଁ ବୋର୍ଡ ପକ୍ଷରୁ ୨୦୦ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ବ୍ୟବସ୍ଥାକୁ ଛାତ୍ରଛାତ୍ରୀମାନେ ସ୍ୱାଗତ କରିଛନ୍ତି।

ଛାତ୍ରୀ ପ୍ରତୀକ୍ଷା ମହାପାତ୍ର କହିଛନ୍ତି, “ଏହା ଏକ ଭଲ ବ୍ୟବସ୍ଥା। ଯେଉଁ ବିଷୟରେ କମ ମାର୍କ ଆସିଛି ବୋଲି ଭାବୁଛୁ, ଓଏମ୍‌ଆର କପି ଦେଖିବା ପରେ ରିଚେକିଂ ପାଇଁ ଆବେଦନ କରିବୁ। ଏହାଦ୍ୱାରା ମାର୍କ କମ ଥିଲେ ନିଶ୍ଚିତ ବଢିବ ବୋଲି ଆଶା କରୁଛି।”

ଅସନ୍ତା ୧୧ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ୱେବ୍‌ସାଇଟ୍‌ରେ ଓଏମ୍‌ଆର କପି ଉପଲବ୍ଧ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story