ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ରାଜ୍ୟର ୭୨ ହଜାର ଶିକ୍ଷା ସହାୟକ

ଭୁବନେଶ୍ୱର: ଆଜିଠୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜ୍ୟର ୭୨ ହଜାର ଶିକ୍ଷା ସହାୟକ। କାମ ବନ୍ଦ କରି ଶିକ୍ଷା ସହାୟକମାନେ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେବେ। ନିୟମିତ ଶିକ୍ଷକ ପଦବିରେ ନିଯୁକ୍ତି, ଗ୍ରେଡ୍ ପେ’ ଓ ଇନ୍କ୍ରିମେଣ୍ଟ ଭଳି ୬ ଦଫ। ଦାବିରେ ଏହି ଆନ୍ଦୋଳନ କରାଯିବ। ବୁଧବାର ଶିକ୍ଷା ସହାୟକ ଓ ଅର୍ଥମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦାବି ସଂପର୍କରେ ବିଚାର ପାଇଁ ସରକାର ଏକ ମାସ ସମୟ ମାଗିଥିଲେ। […]

teacher

teacher

Rakesh Mallick
  • Published: Thursday, 03 December 2015
  • Updated: 03 December 2015, 07:54 AM IST

Sports

Latest News

ଭୁବନେଶ୍ୱର: ଆଜିଠୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜ୍ୟର ୭୨ ହଜାର ଶିକ୍ଷା ସହାୟକ। କାମ ବନ୍ଦ କରି ଶିକ୍ଷା ସହାୟକମାନେ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେବେ। ନିୟମିତ ଶିକ୍ଷକ ପଦବିରେ ନିଯୁକ୍ତି, ଗ୍ରେଡ୍ ପେ’ ଓ ଇନ୍କ୍ରିମେଣ୍ଟ ଭଳି ୬ ଦଫ। ଦାବିରେ ଏହି ଆନ୍ଦୋଳନ କରାଯିବ। ବୁଧବାର ଶିକ୍ଷା ସହାୟକ ଓ ଅର୍ଥମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦାବି ସଂପର୍କରେ ବିଚାର ପାଇଁ ସରକାର ଏକ ମାସ ସମୟ ମାଗିଥିଲେ। ତେବେ ଶିକ୍ଷା ସହାୟକମାନେ ଏହାକୁ ଗ୍ରହଣ କରିନାହାନ୍ତି। ପୂର୍ବରୁ ଗତ ଅଗଷ୍ଟ ମାସରେ ମଧ୍ୟ ସରକାର ଏକ ମାସ ସମୟ ନେଇ କୌଣସି ପଦକ୍ଷେପ ନେଇ ନ ଥିବାରୁ ସରକାରଙ୍କ ପ୍ରସ୍ତାବରେ ଶିକ୍ଷା ସହାୟକ ରାଜି ହୋଇ ନ ଥିଲେ।

ଓଡ଼ିଶା ଶିକ୍ଷା ସହାୟକ ସଂଘ ସଭାପତି ସୁନୀଲ କୁମାର ପ୍ରଧାନ କହିଛନ୍ତି ଯେ ସରକାର ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କିଛି କଲେନି। ବୁଧବାର ପୁଣି ଏକ ମାସ ସମୟ ମାଗିଛନ୍ତି । ଏହାକୁ ସଂଘ ଗ୍ରହଣ କରି ନାହିଁ। ତେଣୁ ଆଜିଠାରୁ ଶିକ୍ଷା ସହାୟକମାନେ କାର୍ଯ୍ୟ ବନ୍ଦ କରି ପୁଣି ଆନ୍ଦୋଳନରେ ବସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story