ଆଜିଠୁ ଦେଢ଼ ଦିନିଆ ଟ୍ରକ୍‌ ଧର୍ମଘଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ଦାବିରେ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ପକ୍ଷରୁ ଆଜିଠୁ ଦେଶବ୍ୟାପୀ ଦେଢ଼ ଦିନିଆ ଆନ୍ଦୋଳନ ଡାକରା ଦିଆଯାଇଛି। ୩୬ ଘଣ୍ଟିଆ ଧର୍ମଘଟ ଡାକରାରେ ଦେଶବ୍ୟାପୀ ଟ୍ରକ୍‌ ଚଳାଚଳ ବନ୍ଦ ରହିବ। ଫଳରେ ସାରା ଦେଶରେ ପରିବହନ ସେବା ଠପ୍ ହୋଇଯିବା ଆଶଙ୍କା କରାଯାଉଛି। ତେବେ ଏହି ଆନ୍ଦୋଳନରେ ଓଡ଼ିଶା ଟ୍ରକ୍ ମାଲିକ ମହାସଂଘ ସାମିଲ ହେବା ନେଇ  କୌଣସି ନିଷ୍ପତ୍ତି ନେଇନି। ଅଲ ଇଣ୍ଡିଆ ମୋଟର […]

Rakesh Mallick
  • Published: Monday, 09 October 2017
  • Updated: 09 October 2017, 08:18 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ଦାବିରେ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ପକ୍ଷରୁ ଆଜିଠୁ ଦେଶବ୍ୟାପୀ ଦେଢ଼ ଦିନିଆ ଆନ୍ଦୋଳନ ଡାକରା ଦିଆଯାଇଛି। ୩୬ ଘଣ୍ଟିଆ ଧର୍ମଘଟ ଡାକରାରେ ଦେଶବ୍ୟାପୀ ଟ୍ରକ୍‌ ଚଳାଚଳ ବନ୍ଦ ରହିବ। ଫଳରେ ସାରା ଦେଶରେ ପରିବହନ ସେବା ଠପ୍ ହୋଇଯିବା ଆଶଙ୍କା କରାଯାଉଛି। ତେବେ ଏହି ଆନ୍ଦୋଳନରେ ଓଡ଼ିଶା ଟ୍ରକ୍ ମାଲିକ ମହାସଂଘ ସାମିଲ ହେବା ନେଇ  କୌଣସି ନିଷ୍ପତ୍ତି ନେଇନି। ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ଆନ୍ଦୋଳନ ଡାକରାରେ  ଆଜିଠାରୁ କୌଣସି ଟ୍ରକରୁ ମାଲ ଲୋଡିଂ ଓ ଅନଲୋଡିଂ କରାଯିବ ନାହିଁ ବୋଲି ସୂଚନା ଦେଇଛି ଭୁବନେଶ୍ୱର  ଟ୍ରାନ୍ସପୋର୍ଟ ଆସୋସିଏସନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story