ଅମୃତ ଯୋଜନାରେ ଓଡ଼ିଶାର ୯ ସହର ଲାଗି ଖର୍ଚ୍ଚ ହେବ ୪୫୬ କୋଟି ଟଙ୍କା

ଭୁବନେଶ୍ୱର: ଓଡ଼ିଶା ସମେତ ଦେଶର ୫ଟି ରାଜ୍ୟରେ କାର୍ଯ୍ୟକାରୀ ହେବ ‘ଅଟଲ୍ ମିଶନ୍ ଫର୍ ରେଜୁଭେନେସନ୍ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ (ଅମୃତ) ଯୋଜନା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ୫ହଜାର ୭ଶହ ୪୮କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଅମୃତ ଯୋଜନାରେ ଓଡ଼ିଶାର ୯ଟି ସହର ପାଇଁ ୪୫୬କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ ପୁରୀ ସହରରେ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ୧୫ କୋଟି ଟଙ୍କା ବିନିଯୋଗ କରାଯିବ। ଚଳିତଆର୍ଥିକ […]

amruta jojana

amruta jojana

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 02:21 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ସମେତ ଦେଶର ୫ଟି ରାଜ୍ୟରେ କାର୍ଯ୍ୟକାରୀ ହେବ 'ଅଟଲ୍ ମିଶନ୍ ଫର୍ ରେଜୁଭେନେସନ୍ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ (ଅମୃତ) ଯୋଜନା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ୫ହଜାର ୭ଶହ ୪୮କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଅମୃତ ଯୋଜନାରେ ଓଡ଼ିଶାର ୯ଟି ସହର ପାଇଁ ୪୫୬କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ ପୁରୀ ସହରରେ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ୧୫ କୋଟି ଟଙ୍କା ବିନିଯୋଗ କରାଯିବ।

ଚଳିତଆର୍ଥିକ ବର୍ଷରେ ଏହି ଯୋଜନା ଅନ୍ତର୍ଗତ ଅର୍ଥ ବିନିଯୋଗ ନେଇ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅମୃତ ଯୋଜନା ଜରିଆରେ ଓଡ଼ିଶା ସମେତ ତାମିଲନାଡୁ, ମଧ୍ୟପ୍ରଦେଶ, ମିଜୋରାମ ଓ ଝାଡ଼ଖଣ୍ଡକୁ ସାମିଲ କରାଯାଇଛି। ଏସବୁ ରାଜ୍ୟର ମୋଟ ୮୧ଟି ସହରରେ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାର ଭିତ୍ତିଭୂମିର ବିକାଶ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story