ଛାତ୍ରୀଙ୍କୁ ‘ଆଇ ଲଭ୍ ୟୁ’ କହି ଗ୍ରାମସଭାରେ ଆଣ୍ଠେଇଲେ ଶିକ୍ଷକ

ଅନୁଗୋଳ: ଛାତ୍ରୀଙ୍କୁ ‘ଆଇ ଲଭ୍ ୟୁ ଡାର୍ଲିଂ’ କହି ଜଣେ ଶିକ୍ଷକଙ୍କୁ ହଟହଟା ହେବାକୁ ପଡ଼ିଛି। ଗ୍ରାମସଭାରେ ସମସ୍ତଙ୍କ ସମ୍ମୁଖରେ ଆଣ୍ଠେଇ ସେ ଭୁଲ୍ ସ୍ୱୀକାର କରିଛନ୍ତି। ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାଟକମୁଣ୍ଡାରେ। ଏହି ଘଟଣା ପରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକ ଲକ୍ଷ୍ମୀନାରାୟଣଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ପାଟକମୁଣ୍ଡା ହାଇସ୍କୁଲ୍‌ର ସହକାରୀ ଶିକ୍ଷକ ଲକ୍ଷ୍ମୀନାରାୟଣ ପ୍ରସାଦ ଭୁଜବଳ ଗତ ମାସ ୮ ତାରିଖରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ‘ଆଇ ଲଭ୍‌ […]

teacherkneel

teacherkneel

Rakesh Mallick
  • Published: Friday, 06 January 2017
  • Updated: 06 January 2017, 10:01 PM IST

Sports

Latest News

ଅନୁଗୋଳ: ଛାତ୍ରୀଙ୍କୁ ‘ଆଇ ଲଭ୍ ୟୁ ଡାର୍ଲିଂ’ କହି ଜଣେ ଶିକ୍ଷକଙ୍କୁ ହଟହଟା ହେବାକୁ ପଡ଼ିଛି। ଗ୍ରାମସଭାରେ ସମସ୍ତଙ୍କ ସମ୍ମୁଖରେ ଆଣ୍ଠେଇ ସେ ଭୁଲ୍ ସ୍ୱୀକାର କରିଛନ୍ତି। ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାଟକମୁଣ୍ଡାରେ। ଏହି ଘଟଣା ପରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକ ଲକ୍ଷ୍ମୀନାରାୟଣଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

ପାଟକମୁଣ୍ଡା ହାଇସ୍କୁଲ୍‌ର ସହକାରୀ ଶିକ୍ଷକ ଲକ୍ଷ୍ମୀନାରାୟଣ ପ୍ରସାଦ ଭୁଜବଳ ଗତ ମାସ ୮ ତାରିଖରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ‘ଆଇ ଲଭ୍‌ ୟୁ ଡାର୍ଲିଂ’ କହିଥିଲେ। ପ୍ରାର୍ଥନା ପରେ ଛାତ୍ରୀ ଜଣଙ୍କ ତାଙ୍କୁ ମୁଣ୍ଡିଆ ମାରିବା ବେଳେ ସେ ଏଭଳି କହିଥିଲେ।  ଏନେଇ ଛାତ୍ରୀ ଜଣଙ୍କ ନିଜ ଅଭିଭାବକଙ୍କୁ ଜଣାଇଥିଲେ। ଏହାକୁ ନେଇ ଗାଁରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା। ପୂର୍ବରୁ ବି ଭୁଜବଳ ଏକାଧିକ ଛାତ୍ରୀଙ୍କୁ ଏପରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ବଡ଼ ଦିନ ଛୁଟି ପରେ ଗତକାଲି ସ୍କୁଲ୍ ପରିସରରେ ଏକ ଗ୍ରାମସଭା ହୋଇଥିଲା। ଏଥିରେ ଗ୍ରାମ ସଭାପତି, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସମେତ ପ୍ରଧାନଶିକ୍ଷକ ବି ଉପସ୍ଥିତ ଥିଲେ। ସଭାରେ ଅଭିଯୁକ୍ତ ଶିକ୍ଷକ ଆଣ୍ଠୁ ମାଡ଼ି ନିଜ ଭୁଲ୍ ସ୍ୱୀକାର କରିଥିଲେ। ତଥାପି ଗ୍ରାମବାସୀଙ୍କ ରାଗ ଶାନ୍ତ ହୋଇ ନ ଥିଲା। ଭୁଜବଳଙ୍କୁ ଚାକିରିରୁ ବହିଷ୍କାର କରିବା ନେଇ ତାଙ୍କ ଦ୍ୱାରା ଏକ ଚିଠି ଲେଖା ଯାଇଥିଲା। ଘଟଣା ସଂପର୍କରେ ଖବର ବିଇଓ ସେଠାରେ ପହଞ୍ଚିବା ପରେ ପୁନର୍ବାର ଶିକ୍ଷକ ଜଣଙ୍କୁ ଭୁଲ୍ ମଗାଇଥିଲେ ଗ୍ରାମବାସୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story