ଅନୁଗୁଳ: ପୋଖରୀରୁ ୩ ଇଂଜିନିୟରଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ମହୀତଇଳା ନିକଟ ଏକ ପୋଖରୀରୁ ୩ ଜଣ ଯୁବ ଇଂଜିନିୟରଙ୍କ ମୃତ୍ୟୁଦେହ ଉଦ୍ଧାର କରାଯାଇଛି। ନିଶା ସ୍ଥିତ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡରେ ସେମାନେ କାମ କରୁଥିଲେ। ମୃତ ତିନି ଇଂଜିନିୟର ହେଲେ ପଞ୍ଜାବର ଅବତାର ସିଂହ, ଉତ୍ତର ପ୍ରଦେଶର ସମୀର ନିଗମ ଓ ରାଜସ୍ଥାନର ମନୋଜ ଯାଦବ। ପୋଲିସ୍ ଦେଇଥିବା ସୂଚନା ମୁତାବକ ରବିବାର ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ସେମାନଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ […]

death

death

Rakesh Mallick
  • Published: Sunday, 02 August 2015
  • Updated: 02 August 2015, 08:03 AM IST

Sports

Latest News

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ମହୀତଇଳା ନିକଟ ଏକ ପୋଖରୀରୁ ୩ ଜଣ ଯୁବ ଇଂଜିନିୟରଙ୍କ ମୃତ୍ୟୁଦେହ ଉଦ୍ଧାର କରାଯାଇଛି। ନିଶା ସ୍ଥିତ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡରେ ସେମାନେ କାମ କରୁଥିଲେ। ମୃତ ତିନି ଇଂଜିନିୟର ହେଲେ ପଞ୍ଜାବର ଅବତାର ସିଂହ, ଉତ୍ତର ପ୍ରଦେଶର ସମୀର ନିଗମ ଓ ରାଜସ୍ଥାନର ମନୋଜ ଯାଦବ।

ପୋଲିସ୍ ଦେଇଥିବା ସୂଚନା ମୁତାବକ ରବିବାର ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ସେମାନଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ସେମାନେ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ପ୍ରାଣ ହରାଇଛନ୍ତି ବୋଲି ଜଣାପଡ଼ିଛି। ତେବେ ଏତେ ରାତିରେ ସେମାନେ କେଉଁ ପରିସ୍ଥିତିରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ତାହାର ତଦନ୍ତ କରୁଛି ପୋଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story