ଆସନ୍ତାକାଲିଠୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ଏ ନେଇ ଆଜି ଅପରାହ୍ନରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସିବ। ବିରୋଧୀଙ୍କୁ ମୁକାବିଲା ପାଇଁ  ବିଜେଡି ମଧ୍ୟ ପ୍ରସ୍ତୁତ ଥିବା କହିଛି। ବିଭିନ୍ନ ପ୍ରସଙ୍ଗ ନେଇ ଏଥର ସରଗରମ ରହିବ ଗୃହ। ବିଶେଷ କରି ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଚିଟ୍‌ଫଣ୍ଡ୍‌ ଲିଙ୍କ୍‌ ଅଭିଯୋଗ ପ୍ରସଙ୍ଗ ନେଇ କଂଗ୍ରେସ ଓ ବିଜେପି ସରକାରଙ୍କୁ ଗୃହରେ  ଘେରି ପାରନ୍ତି। ତା’ସହ […]

assembly

assembly

Rakesh Mallick
  • Published: Monday, 25 April 2016
  • Updated: 25 April 2016, 03:53 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ଏ ନେଇ ଆଜି ଅପରାହ୍ନରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସିବ। ବିରୋଧୀଙ୍କୁ ମୁକାବିଲା ପାଇଁ  ବିଜେଡି ମଧ୍ୟ ପ୍ରସ୍ତୁତ ଥିବା କହିଛି। ବିଭିନ୍ନ ପ୍ରସଙ୍ଗ ନେଇ ଏଥର ସରଗରମ ରହିବ ଗୃହ। ବିଶେଷ କରି ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଚିଟ୍‌ଫଣ୍ଡ୍‌ ଲିଙ୍କ୍‌ ଅଭିଯୋଗ ପ୍ରସଙ୍ଗ ନେଇ କଂଗ୍ରେସ ଓ ବିଜେପି ସରକାରଙ୍କୁ ଗୃହରେ  ଘେରି ପାରନ୍ତି। ତା’ସହ ଉତ୍କଟ ଜଳ ସଙ୍କଟ, ଅଶୁଂଘାତ ମୃତ୍ୟୁ ଏବଂ ନେତା-ଅପରାଧୀ ଲିଙ୍କ୍ ନେଇ ମଧ୍ୟ ଗୃହ ସରଗରମ ରହିପାରେ। ରାସନକାର୍ଡ ଦୁର୍ନୀତି ନେଇ ପୁଣି ଥରେ ସରକାରଙ୍କୁ କାଠଗଡ଼ାରେ ଠିଆ କରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହାସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନଶୃଙ୍ଖଳା ପରିସ୍ଥିତି ଆଦି ପ୍ରସଙ୍ଗକୁ ନେଇ ମଧ୍ୟ ସରକାରଙ୍କୁ ଭେରିବାକୁ ବିରୋଧୀ ପ୍ରସ୍ତୁତ ହୋଇଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ବିଭିନ୍ନ ବିଭାଗର ଡିମାଣ୍ଡ ଆଲୋଚନା କରାଯିବ। ଏହାସହ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟ ଆଲୋଚନା କରାଯିବ। ରାଜ୍ୟ ସରକାର ମରୁଡ଼ି ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି, ଏ ପ୍ରସଙ୍ଗ ଗୃହରେ ଉଠାଇବୁ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ସଞ୍ଜୟ ଦାସବର୍ମାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରିବାକୁ ଦଳ ଦାବି କରିବ। ଏହାସହ ପାନୀୟଜଳ ସମସ୍ୟାକୁ ବିଜେପି ଗୃହରେ ପ୍ରସଙ୍ଗ କରିବ।”

ବିରୋଧୀଙ୍କ ମୁକାବିଲା ପାଇଁ ଶାସକ ବିଜେଡି ବି ପ୍ରସ୍ତୁତ ଅଛି। କେନ୍ଦ୍ରର ଅନୁଦାନ କାଟ୍‌କୁ ଦଳ ପ୍ରସଙ୍ଗ କରିବ। ସେହିପରି ନେତା-ଅପରାଧୀ ଲିଙ୍କ୍‌ ପ୍ରସଙ୍ଗରେ ଜବାବ ଦେବାକୁ ଦଳ ରମେଶ ଜେନାଙ୍କ କଥା ଉଠାଇ କାଉଣ୍ଟର ଆଟାକ କରିପାରେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି, “କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ଆମକୁ ଅନୁଦାନ ପ୍ରଦାନ କରିବା କଥା। ରାଜ୍ୟର ବିଭିନ୍ନ ଦାବି ଉଚିତ ବିଚାର କରିବା ପ୍ରସଙ୍ଗ ଗୃହରେ ଉଠିବ। ବିରୋଧୀ ଜଳ ସମସ୍ୟା ହେଉ ବା ଆଉ କିଛି ପ୍ରସଙ୍ଗ ଉଠାନ୍ତୁ, ମୁକାବିଲା କରିବାକୁ ସରକାରୀ ଦଳ ତରଫରୁ ପ୍ରସ୍ତୁତ ଅଛୁ।”

ଆସନ୍ତାକାଲି ସ୍ଥାୟୀ କମିଟି ବିଭାଗ ୱାରୀ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିବେ। ଏହାପରେ ୨୭ ତାରିଖରୁ ମେ’ ୧୨ ଯାଏଁ ୧୪ଟି ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରେ। ମେ’ ୧୩ରେ ୨୦୧୬-୧୭ ବର୍ଷ ଲାଗି ବାକି ୧୦ ମାସର ବିନିଯୋଗ ପ୍ରସ୍ତାବ ବିଲ୍ ପାରିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story