ଆସନ୍ତାକାଲିଠାରୁ ବିଧାନସଭା ମୌସୁମୀ ଅଧିବେଶନ: ଆଜି ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ  ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଶାସକ ବିଜେଡି ଓ ବିରୋଧୀ କଂଗ୍ରେସର ବିଧାୟକ ଦଳ ବୈଠକ ବସିବ। ବିଧାନସଭାରେ କ’ଣ ରଣନୀତି ରହିବ ସେ ନେଇ ଉଭୟ ଦଳ ଆଲୋଚନା କରିବେ। ଆଜି ଅପରାହ୍ନ ୫ଟାରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ଏଥର ଅଧିବେଶନ ବେଳେ ଶାସକ ଦଳ କେନ୍ଦ୍ରୀୟ ଅବହେଳା, ଜନହିତକର ଯୋଜନାରେ ଅର୍ଥକାଟ୍‌, ପୋଲାଭରମ୍‌ ଓ ମହାନଦୀ ବିବାଦ ମୁଖ୍ୟ ପ୍ରସଙ୍ଗ କରିବ ବୋଲି […]

assembly

assembly

Rakesh Mallick
  • Published: Tuesday, 20 September 2016
  • Updated: 20 September 2016, 10:02 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲିଠାରୁ  ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଶାସକ ବିଜେଡି ଓ ବିରୋଧୀ କଂଗ୍ରେସର ବିଧାୟକ ଦଳ ବୈଠକ ବସିବ। ବିଧାନସଭାରେ କ’ଣ ରଣନୀତି ରହିବ ସେ ନେଇ ଉଭୟ ଦଳ ଆଲୋଚନା କରିବେ।

ଆଜି ଅପରାହ୍ନ ୫ଟାରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ଏଥର ଅଧିବେଶନ ବେଳେ ଶାସକ ଦଳ କେନ୍ଦ୍ରୀୟ ଅବହେଳା, ଜନହିତକର ଯୋଜନାରେ ଅର୍ଥକାଟ୍‌, ପୋଲାଭରମ୍‌ ଓ ମହାନଦୀ ବିବାଦ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ସୂଚନା ମିଳିଛି। ମହାନଦୀ ପ୍ରସଙ୍ଗକୁ ନେଇ ଦଳ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ଟାର୍ଗେଟ୍‌ କରିପାରେ। ସେହିପରି ବିରୋଧୀ ଦଳର ମୁକାବିଲା କରିବା ଲାଗି ମଧ୍ୟ ବୈଠକରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇପାରେ।

ଆଜି ସନ୍ଧ୍ୟା ୬ଟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ। ଅଧିବେଶନ ବେଳେ ମହାନଦୀ ପ୍ରସଙ୍ଗରେ ସରକାରଙ୍କ ଅପାରଗତାକୁ ନେଇ ଦଳ ଘେରିବ। ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା,ନଗଡ଼ା ଅପପୁଷ୍ଟି, ଦାନ ମାଝି ଓ ଚାଷୀ ସମସ୍ୟାକୁ ନେଇ ମଧ୍ୟ ସରକାରଙ୍କୁ ଅଡୁଆରେ ପକାଇବାକୁ ବିରୋଧୀ କଂଗ୍ରେସ ଚେଷ୍ଟା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story