କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ବି ଚିଟ୍‌ଫଣ୍ଡରେ ସଂପୃକ୍ତ: ତାପସ ପାଲ

ଭୁବନେଶ୍ୱର: ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ଚିଟ୍‌ଫଣ୍ଡ୍‌ରେ ସଂପୃକ୍ତ ଅଛନ୍ତି ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲ। ସେ କହିଛନ୍ତି,“ବାବୁଲ ସୁପ୍ରିୟୋ ମୋତେ ଫସାଇ ଦେଇଛନ୍ତି। ସେ ଚିଟ୍‌ଫଣ୍ଡରେ ସଂପୃକ୍ତ। ଆହୁରି ଅନେକ ନେତା ମଧ୍ୟ ଏଥିରେ ସାମିଲ ଅଛନ୍ତି।” ସେ ଆହୁରି କହିଛନ୍ତି,“ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ଘରେ ସୁପ୍ରିୟୋ ପୁଅ ଭଳି […]

tapas pal

tapas pal

Rakesh Mallick
  • Published: Sunday, 01 January 2017
  • Updated: 01 January 2017, 07:09 PM IST

Sports

Latest News

ଭୁବନେଶ୍ୱର: ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ଚିଟ୍‌ଫଣ୍ଡ୍‌ରେ ସଂପୃକ୍ତ ଅଛନ୍ତି ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲ।

ସେ କହିଛନ୍ତି,“ବାବୁଲ ସୁପ୍ରିୟୋ ମୋତେ ଫସାଇ ଦେଇଛନ୍ତି। ସେ ଚିଟ୍‌ଫଣ୍ଡରେ ସଂପୃକ୍ତ। ଆହୁରି ଅନେକ ନେତା ମଧ୍ୟ ଏଥିରେ ସାମିଲ ଅଛନ୍ତି।”

ସେ ଆହୁରି କହିଛନ୍ତି,“ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ଘରେ ସୁପ୍ରିୟୋ ପୁଅ ଭଳି ରହୁଥିଲେ। ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରୋଜଭ୍ୟାଲି ଏତେ ପରିମାଣର ଠକେଇ କରିଛି। ଅନେକ ଚଳଚିତ୍ରରେ ବାବୁଲଙ୍କ ମାଧ୍ୟମରେ ରୋଜଭ୍ୟାଲି ଟଙ୍କା ଲାଗିଛି।”

ତାପସ ଚିଟ୍‌ଫଣ୍ଡ୍‌ ମାମଲାରେ ଓଡ଼ିଶା ଲିଙ୍କ୍‌ ନେଇ ସିବିଆଇକୁ ଅନେକ ତଥ୍ୟ ଦେଇଛନ୍ତି।

ତାପସଙ୍କ ଏପରି ଅଭିଯୋଗ ପରେ ସୁପ୍ରିୟୋଙ୍କ ସମର୍ଥନରେ ବାହାରିଛି ବିଜେପି। ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି,“ବାବୁଲ ସୁପ୍ରିୟଙ୍କ ବିରୋଧରେ ତାପସ୍‌ ପାଲଙ୍କ ଅଭିଯୋଗର କୌଣସି ଆଇନଗତ ମୂଲ୍ୟ ନାହିଁ। ସେ କହୁଛନ୍ତି ସୁପ୍ରିୟୋ ମୋତେ ଫସାଇ ଦେଲେ। ଏହାର ମାନେ ତାପସ୍‌ ଏହି ଠକେଇରେ ସମ୍ପୃକ୍ତ ବୋଲି ସ୍ୱୀକାର କରୁଛନ୍ତି।”

ଶୁକ୍ରବାର କୋଲକାତାରେ ଗିରଫ ହୋଇଥିବା ତାପସଙ୍କୁ ଓଡ଼ିଶା ଅଣାଯାଇ ଗତକାଲି ସିବିଆଇ କୋର୍ଟରେ ହାଜର କରାଯାଇଥିଲା ଓ ୫ ଦିନ ରିମାଣ୍ଡ ଆବେଦନ କରାଯାଇଥିଲା। ତେବେ କୋର୍ଟ ତାପସଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story