ଆସିଲା ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌

ଭୁବନେଶ୍ୱର: ଆଜିଠାରୁ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ଆରମ୍ଭ ହୋଇଛି। ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଇ ନୂଆ ନୋଟ୍‌ ଆଣିବାକୁ ବ୍ୟାଙ୍କ ଗୁଡିକରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଛି। ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌କୁ ଯାଇ ଲୋକେ ପରିଚୟପତ୍ର ଦେଖାଇ ସେମାନଙ୍କ ପୁରୁଣା ନୋଟ୍‌ ବଦଳାଉଛନ୍ତି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ୪ ହଜାର ଟଙ୍କା ବଦଳାଇବାକୁ ସୀମା ଧାର୍ଯ୍ୟ କରାଯାଇଛି। ନଭେମ୍ବର ୨୫ରୁ ଡିସେମ୍ବର ୩୦ ତାରିଖ […]

note

note

Rakesh Mallick
  • Published: Thursday, 10 November 2016
  • Updated: 10 November 2016, 07:32 PM IST

Sports

Latest News

noteଭୁବନେଶ୍ୱର: ଆଜିଠାରୁ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ଆରମ୍ଭ ହୋଇଛି। ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଇ ନୂଆ ନୋଟ୍‌ ଆଣିବାକୁ ବ୍ୟାଙ୍କ ଗୁଡିକରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଛି। ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌କୁ ଯାଇ ଲୋକେ ପରିଚୟପତ୍ର ଦେଖାଇ ସେମାନଙ୍କ ପୁରୁଣା ନୋଟ୍‌ ବଦଳାଉଛନ୍ତି।

ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ୪ ହଜାର ଟଙ୍କା ବଦଳାଇବାକୁ ସୀମା ଧାର୍ଯ୍ୟ କରାଯାଇଛି। ନଭେମ୍ବର ୨୫ରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପୁରୁଣା ଟଙ୍କା ବଦଳାଇବାକୁ କୌଣସି ସୀମା ରଖାଯାଇନାହିଁ।

ଟଙ୍କା ଉଠାଣ କ୍ଷେତ୍ରରେ କିଛିଟା କଟକଣା କରାଯାଇଛି। ଦିନକୁ ଜଣେ ୧୦,୦୦୦ ଓ ସପ୍ତାହକୁ ୨୦,୦୦୦ ଟଙ୍କା ଉଠାଇ ପାରିବ ବୋଲି ସୀମା ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ସମୟରେ ଏହି ସୀମା ବଢିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି।

ଗ୍ରାହକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାଙ୍କ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଆସନ୍ତା ଶନିବାର ଏବଂ ରବିବାର ମଧ୍ୟ ବ୍ୟାଙ୍କ ଖୋଲା ରହିବ।

ଆସନ୍ତାକାଲିଠାରୁ ଏଟିଏମ୍‌ରେ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ଉପଲବ୍ଧ ହେବ।

କିଛି ସ୍ଥାନରେ ଲୋକେ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ପାଇଛନ୍ତି। କିଛି ସ୍ଥାନରେ ନୂଆ ନୋଟ୍‌ ଆସି ନ ଥିବା କହି ପୁରୁଣା ନୋଟ୍‌ ବଦଳରେ ୧୦୦ ଟଙ୍କିଆ ନୋଟ୍‌ ଦିଆଯାଉଥିବା ଲୋକେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story