ବଲାଙ୍ଗିରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗିର: ରାଜ୍ୟରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଫସଲହାନି ଓ ଋଣ ବୋଝ କାରଣରୁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଘୁସୁରାମୁଣ୍ଡାରେ ଜଣେ ଚାଷୀ ଆତ୍ମହତ୍ୟା  କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଯଶୋବନ୍ତ ପାଣ୍ଡେ (୨୭)।  ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଯଶୋବନ୍ତ ଶିକ୍ଷିତ ଥିଲେ। ସେ ବି.ଏ ପାସ୍ କରିଥିଲେ। ଗତବର୍ଷ […]

farmer

farmer

Rakesh Mallick
  • Published: Wednesday, 23 December 2015
  • Updated: 23 December 2015, 10:04 AM IST

Sports

Latest News

ବଲାଙ୍ଗିର: ରାଜ୍ୟରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଫସଲହାନି ଓ ଋଣ ବୋଝ କାରଣରୁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଘୁସୁରାମୁଣ୍ଡାରେ ଜଣେ ଚାଷୀ ଆତ୍ମହତ୍ୟା  କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଯଶୋବନ୍ତ ପାଣ୍ଡେ (୨୭)।  ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

ଯଶୋବନ୍ତ ଶିକ୍ଷିତ ଥିଲେ। ସେ ବି.ଏ ପାସ୍ କରିଥିଲେ। ଗତବର୍ଷ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ସେ ଘରର ସମସ୍ତ ଦାୟିତ୍ୱ ସମ୍ଭାଳି ଥିଲେ। ତାଙ୍କର ମା’ ଓ  ଭାଇ ଅଛନ୍ତି। ମା’ ମାନସିକ ରୋଗୀ। ଯଶୋବନ୍ତ ଏବର୍ଷ ତିନି ଏକର ଜମିରେ ଧାନ ଚାଷ କରିଥିଲେ। କିନ୍ତୁ ସ୍ୱଳ୍ପ ବର୍ଷା ଯୋଗୁଁ ତାଙ୍କ ଫସଲ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଧାନ ଚାଷ ପାଇଁ ସେ ୫୦ ହଜାର ଟଙ୍କା ଉଧାର କରିଥିଲେ ବୋଲି ତାଙ୍କ ସଂପର୍କୀୟମାନଙ୍କଠାରୁ ଜଣାପଡ଼ିଛି।

ଯଶୋବନ୍ତଙ୍କ ଭାଇ ସୁମନ୍ତ ପାଣ୍ଡେ କହିଛନ୍ତି ଯେ ସେ ଧାନ ଫସଲ କରିଥିଲେ। ମରୁଡ଼ି ଯୋଗୁଁ ଫସଲ ନଷ୍ଟ ହୋଇଯାଇଥିଲା। କରଜ ଟଙ୍କା ଶୁଝିବା ନେଇ ସେ ଚିନ୍ତିତ ରହୁଥିଲେ। ସେଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି।

ଲୋଇସିଂହା ବିଡିଓ ମହେନ୍ଦ୍ର ପ୍ରଧାନୀ କହିଛନ୍ତି ଯେ ଘଟଣାର ତଦନ୍ତ କରାଯିବ।

ଘୁସୁରାମୁଣ୍ଡାରେ ଏହା ହେଉଛି ଚାଷୀ ଆତ୍ମହତ୍ୟାର ଦ୍ୱିତୀୟ ଘଟଣା। ଅକ୍ଟୋବର ୧୯ ତାରିଖରେ ଗାଁର ବାସୁଦେବ ଭୋଇ ବିଷ ପିଇ ଆତ୍ମହତ୍ୟା କରିଥିଲେ। ସେହିପରି ଗତ ତିନି ମାସ ମଧ୍ୟରେ ବଲାଙ୍ଗିର ଜିଲ୍ଲାରେ ୧୧ ଜଣ ଚାଷୀ ଫସଲହାନି ଓ ଋଣବୋଝ ଯୋଗୁଁ ଆତ୍ମହତ୍ୟା କରି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story