ବାଲେଶ୍ୱର: ତରାଙ୍ଗରେ ତୈଳ ଓ ଗ୍ୟାସ ସନ୍ଧାନ ପାଇଁ ସର୍ଭେ ଆରମ୍ଭ

ବାଲେଶ୍ୱର: ଓଡ଼ିଶାରେ ତୈଳ ଓ ଗ୍ୟାସ ଅଛି। ଏହାର ସନ୍ଧାନ ପାଇଁ ଆଜି ସର୍ଭେ କାର୍ଯ୍ୟ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ତରାଙ୍ଗ ଗାଁରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍‌ ଉଦ୍‌ଘାଟନ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ଗତ ୨୫ ବର୍ଷ ହେଲା ଭାରତରେ ତୈଳ ଓ ଗ୍ୟାସର ଅନୁସନ୍ଧାନ କରାଯାଇନି। ଏବେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ୫୦୦୦ କୋଟିରୁ […]

dharmendra

dharmendra

Rakesh Mallick
  • Published: Wednesday, 12 October 2016
  • Updated: 12 October 2016, 06:31 PM IST

Sports

Latest News

dharmendraବାଲେଶ୍ୱର: ଓଡ଼ିଶାରେ ତୈଳ ଓ ଗ୍ୟାସ ଅଛି। ଏହାର ସନ୍ଧାନ ପାଇଁ ଆଜି ସର୍ଭେ କାର୍ଯ୍ୟ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ତରାଙ୍ଗ ଗାଁରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍‌ ଉଦ୍‌ଘାଟନ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ଗତ ୨୫ ବର୍ଷ ହେଲା ଭାରତରେ ତୈଳ ଓ ଗ୍ୟାସର ଅନୁସନ୍ଧାନ କରାଯାଇନି। ଏବେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ୫୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ଏଠାରେ ତୈଳ ଓ ଗ୍ୟାସ ଥିବା ଅନୁମାନ କରାଯାଉଛି। ତେଣୁ ବୈଜ୍ଞାନିକମାନେ ସର୍ଭେ କରୁଛନ୍ତି। ଆମର ବିଶ୍ୱାସ ତରାଙ୍ଗ ଗାଁରେ ନିଶ୍ଚିତ ପ୍ରାକୃତିକ ସମ୍ପଦ ଥିବ। ଏଠାରେ ତୈଳ ଓ ଗ୍ୟାସ୍‌ର ସନ୍ଧାନ ମିଳିଲେ ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ହେବ। ଯୁବକ ଓ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ। ବିଶେଷ କରି ଓଡ଼ିଶା ବେଶି ଲାଭବାନ ହେବ।”

ସେ କହିଛନ୍ତି, “ଓଡ଼ିଶାକୁ ଗ୍ୟାସ ଯୋଗାଇବା ପାଇଁ ୧୩,୦୦୦ କୋଟି ଟଙ୍କା ଖର୍ଚ୍ଚରେ ଅଢ଼େ ହଜାର କିଲୋମିଟର ଗ୍ୟାସ୍‌ ଲାଇନ୍‌ ଉତ୍ତରପ୍ରଦେଶରୁ ବାଲେଶ୍ୱର-ଭଦ୍ରକ ଦେଇ ଧାମରା ପର୍ଯ୍ୟନ୍ତ ବିଛାଯିବ। ଏହାଛଡ଼ା ୬୦୦୦ କୋଟି ଟଙ୍କା ଖର୍ଚ୍ଚରେ ଧାମରା ବନ୍ଦରରେ ଏଲଏନ୍‌ଜି (ଗ୍ୟାସ୍‌କୁ ତରଳ ଅବସ୍ଥାରେ ପରିବର୍ତ୍ତନ) ନିର୍ମାଣ କରାଯିବ। ଏହା ଆମ ରାଜ୍ୟ ପାଇଁ ଗୌରବର ବିଷୟ।”

ନାସନାଲ ସିସ୍‌ମିକ ପ୍ରୋଗ୍ରାମ ମାଧ୍ୟମରେ ହାଇଡ୍ରୋକାର୍ବନ ସମ୍ପଦ ଠାବ ଯୋଜନାରେ ଦେଶରେ ପ୍ରଥମେ ମହାନଦୀ ବେସିନ୍‌ରେ ସର୍ଭେ କରାଯାଉଛି। ମହାନଦୀ ବେସିନ୍‌ର ବିଭିନ୍ନ ସ୍ଥାନରେ ସର୍ଭେ କରାଯାଇ ରାଜ୍ୟରେ ତୈଳ ଜାତୀୟ ସମ୍ପଦ କେତେ ପରିମାଣରେ ରହିଛି ସେ ନେଇ ଆକଳନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story