ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ୩ ଗିରଫ

ଫୁଲବାଣୀ: ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ୍‌ ଆଜି ୩ ଜଣଙ୍କୁ ଗିରଫ କରିଛି। ଏହାସହ ଅପହରଣରେ ବ୍ୟବହୃତ କାର ଓ ଗୋଟିଏ ବାଇକ୍‌କୁ ପୋଲିସ୍‌ ଜବତ କରିଛି। ଗତ ୨୨ ତାରିଖରେ ନାବାଳିକା ଜଣକ ପଡୋଶୀଙ୍କ ଘରୁ ଫେରୁଥିଲେ। ଏହି ସମୟରେ ସେହି ଗାଁର ଅରୁଣ ସାହୁ ଓ ରଞ୍ଜିତ ସାହୁ କଥା ହେବା ବାହାନାରେ ନାବାଳିକାଙ୍କୁ ଅଟକାଇ ବାଇକ୍‌ରେ ବସାଇ ନିକଟସ୍ଥ ଖଜୁରି ନାଳକୁ […]

kandhamala police

kandhamala police

Rakesh Mallick
  • Published: Sunday, 08 January 2017
  • Updated: 08 January 2017, 06:31 PM IST

ଫୁଲବାଣୀ: ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ୍‌ ଆଜି ୩ ଜଣଙ୍କୁ ଗିରଫ କରିଛି। ଏହାସହ ଅପହରଣରେ ବ୍ୟବହୃତ କାର ଓ ଗୋଟିଏ ବାଇକ୍‌କୁ ପୋଲିସ୍‌ ଜବତ କରିଛି।

ଗତ ୨୨ ତାରିଖରେ ନାବାଳିକା ଜଣକ ପଡୋଶୀଙ୍କ ଘରୁ ଫେରୁଥିଲେ। ଏହି ସମୟରେ ସେହି ଗାଁର ଅରୁଣ ସାହୁ ଓ ରଞ୍ଜିତ ସାହୁ କଥା ହେବା ବାହାନାରେ ନାବାଳିକାଙ୍କୁ ଅଟକାଇ ବାଇକ୍‌ରେ ବସାଇ ନିକଟସ୍ଥ ଖଜୁରି ନାଳକୁ ନେଇ ଯାଇଥିଲେ। ପୂର୍ବରୁ ସେଠାରେ କାର ଧରି ଅପେକ୍ଷା କରିଥିବା ଅରୁଣ ନାୟକ ସେମାନଙ୍କୁ ଉଦାମୁଣ୍ଡା ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ଅରୁଣ ସାହୁ ଓ ରଞ୍ଚିତ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ନାବାଳିକା ଜଣକ ସଂଜ୍ଞା ହରାଇବାରୁ ଯୁବକମାନେ ତାଙ୍କୁ ସେଠାରେ ଛାଡ଼ି ପଳାଇ ଯାଇଥିଲେ। ପରଦିନ ଉଦାମଣ୍ଡା ଅଞ୍ଚଳବାସୀ ନାବାଳିକାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେ ନିଜ ସମ୍ପର୍କରେ କିଛି କହିପାରୁ ନ ଥିଲେ।

ଦୁଇଦିନ ତଳେ ନାବାଳିକା ଜଣକ ନିଜର ପରିଚୟ ଦେବା ପରେ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ମେଡ଼ିକାଲ ଯାଇ ନାବାଳିକାଙ୍କୁ ଚିହ୍ନିଟ କରିବା ସହ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ଏକ ମାମଲା ରୁଜୁ କରି ଦୁଇ ଅପହରଣକାରୀ ଓ କାର ଚାଳକଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story