ପୁଣି ବାନା ବାବାଙ୍କ ଆଶ୍ରମରୁ ଜବରଦଖଲ ଉଚ୍ଛେଦ: ବାବାଙ୍କ ୨୦ ସମର୍ଥକ ଗିରଫ

କୋଣାର୍କ: କୋଣାର୍କ ଦର୍ଶନୀବନ୍ତରେ ଥିବା ବାନା ବାବାଙ୍କ ଆଶ୍ରମରୁ ଆଜି ପୁଣି ଜବରଦଖଲ ଉଚ୍ଛେଦ କରାଯାଇଛି। ତେବେ ବାବାଙ୍କ ସମର୍ଥକମାନେ ଉଚ୍ଛେଦକୁ ବିରୋଧ କରୁଥିବାରୁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଶତାଧିକ ମହିଳା ଭକ୍ତ ଉଚ୍ଛେଦ ସ୍ଥଳରେ ଧାରଣା ଦେଇଥିଲେ। ଉଚ୍ଛେଦ ବେଳେ ବାବାଙ୍କ ସମର୍ଥକ ଓ ପୋଲିସ୍ ମଧ୍ୟରେ ଠେଲାପେଲା ହୋଇଥିଲା। ପୋଲିସ୍ ବାନା ବାବାଙ୍କ ୨୦ ଜଣ ସମର୍ଥକଙ୍କୁ ଗିରଫ କରିଛି। ପରିସ୍ଥିତିକୁ ଦେଖି ସେଠାରେ ୧୦ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଛି। ୧୯୯୯ […]

bana-baba

bana-baba

Rakesh Mallick
  • Published: Friday, 03 June 2016
  • Updated: 03 June 2016, 05:52 PM IST

policeକୋଣାର୍କ: କୋଣାର୍କ ଦର୍ଶନୀବନ୍ତରେ ଥିବା ବାନା ବାବାଙ୍କ ଆଶ୍ରମରୁ ଆଜି ପୁଣି ଜବରଦଖଲ ଉଚ୍ଛେଦ କରାଯାଇଛି। ତେବେ ବାବାଙ୍କ ସମର୍ଥକମାନେ ଉଚ୍ଛେଦକୁ ବିରୋଧ କରୁଥିବାରୁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଶତାଧିକ ମହିଳା ଭକ୍ତ ଉଚ୍ଛେଦ ସ୍ଥଳରେ ଧାରଣା ଦେଇଥିଲେ। ଉଚ୍ଛେଦ ବେଳେ ବାବାଙ୍କ ସମର୍ଥକ ଓ ପୋଲିସ୍ ମଧ୍ୟରେ ଠେଲାପେଲା ହୋଇଥିଲା। ପୋଲିସ୍ ବାନା ବାବାଙ୍କ ୨୦ ଜଣ ସମର୍ଥକଙ୍କୁ ଗିରଫ କରିଛି। ପରିସ୍ଥିତିକୁ ଦେଖି ସେଠାରେ ୧୦ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଛି।

୧୯୯୯ ମସିହାରୁ ବାନା ବାବା ପ୍ରାୟ ୨୦ ଏକର ଜମିରେ ଆଶ୍ରମ ପ୍ରତିଷ୍ଠା କରି ରହି ଆସୁଥିଲେ। ସେ ଜଙ୍ଗଲ ଜମି ଜବରଦଖଲ କରିଥିବା ଅଭିଯୋଗ ହେବା ପରେ ଗତ ବର୍ଷ ସେପ୍ଟେମ୍ବର ମାସରେ ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାନା ବାବାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବନ ବିଭାଗ ଏଠାରେ ଥିବା ଅଟ୍ଟାଳିକାରେ ନିଜର ସେକ୍ସନ ଅଫିସ୍ ଖୋଲିଥିଲା। ତେବେ ବାନା ବାବାଙ୍କ ସମର୍ଥକ ଓ ବନ ବିଭାଗ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା।

ଗତ ମେ’୧୩ ତାରିଖରେ ବାବାଙ୍କ ସମର୍ଥକମାନେ ଆଶ୍ରମକୁ ପୁଣି ନିଜ ଅକ୍ତିଆରକୁ ନେଇଥିଲେ। ତେବେ ପ୍ରଶାସନ ପକ୍ଷରୁ ଆଜି ପୁଣି ଉଚ୍ଛେଦ କରାଯାଉଛି। ଉପଜିଲ୍ଲାପାଳ, ଅତିରିକ୍ତ ଏସ୍‌ପି ଓ ବନ ବିଭାଗର ଅଧିକାରୀମାନେ ସେଠାରେ ଉପସ୍ଥିତ ଅଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ସେଠାରେ ୧୪୪ ଧାରା ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story