ଶନିବାର ଓ ରବିବାର ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରରୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯାଇଥିବା ବେଳେ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଆଜି ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିଥିଲା। ଆଜି ଏଟିଏମ୍‌ଗୁଡ଼ିକ ବି ବନ୍ଦ ରହିଥିଲା। ଆସନ୍ତାକାଲି ବି ଏଟିଏମ୍‌ଗୁଡ଼ିକ ବନ୍ଦ ରହିବ। ଆସନ୍ତାକାଲିଠାରୁ ଲୋକେ ବ୍ୟାଙ୍କ ଓ ପୋଷ୍ଟ୍ ଅଫିସ୍‌ଗୁଡ଼ିକରେ ଅଚଳ ଟଙ୍କା ଫେରସ୍ତ କରିପାରିବେ। ତେବେ ଲୋକଙ୍କ ସୁବିଧା ପାଇଁ ଶନିବାର ଓ ରବିବାର ବ୍ୟାଙ୍କଗୁଡ଼ିକ ଖୋଲା ରହିବ। ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ […]

rbi

rbi

Rakesh Mallick
  • Published: Wednesday, 09 November 2016
  • Updated: 09 November 2016, 06:44 PM IST

Sports

Latest News

ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରରୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯାଇଥିବା ବେଳେ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଆଜି ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିଥିଲା। ଆଜି ଏଟିଏମ୍‌ଗୁଡ଼ିକ ବି ବନ୍ଦ ରହିଥିଲା। ଆସନ୍ତାକାଲି ବି ଏଟିଏମ୍‌ଗୁଡ଼ିକ ବନ୍ଦ ରହିବ। ଆସନ୍ତାକାଲିଠାରୁ ଲୋକେ ବ୍ୟାଙ୍କ ଓ ପୋଷ୍ଟ୍ ଅଫିସ୍‌ଗୁଡ଼ିକରେ ଅଚଳ ଟଙ୍କା ଫେରସ୍ତ କରିପାରିବେ। ତେବେ ଲୋକଙ୍କ ସୁବିଧା ପାଇଁ ଶନିବାର ଓ ରବିବାର ବ୍ୟାଙ୍କଗୁଡ଼ିକ ଖୋଲା ରହିବ। ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହା ସହିତ ଟଙ୍କା ବଦଳାଇବା ପାଇଁ ବିଶେଷ ବ୍ୟବସ୍ଥା କରାଯିବ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଅଚଳ ଟଙ୍କା ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର ଶାଖା ପକ୍ଷରୁ ଏକ ହେଲ୍ପ ଡେସ୍କ ଖୋଲାଯାଇଛି। ଅଚଳ ଟଙ୍କା ନେଇ ଲୋକଙ୍କର କିଛି ସମସ୍ୟା ଥିଲେ ସେମାନେ ୦୬୭୪-୨୩୯୬୯୧୬ ନମ୍ବରକୁ ଫୋନ୍ କରିପାରିବେ ବୋଲି ଆର୍‌ବିଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଏକ ପ୍ରେସ୍ ରିଲିଜ୍‌ରେ କୁହାଯାଇଛି।

ସୂଚନାଯୋଗ୍ୟ, ଆସନ୍ତାକାଲିଠାରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅଚଳ ୫୦୦ ଓ ୧୦୦୦ ଟଙ୍କା ନୋଟ୍‌ଗୁଡ଼ିକୁ ଲୋକେ ବ୍ୟାଙ୍କରେ ବଦଳାଇ ପାରିବେ। ସେହିପରି ୨୦୧୭ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କରେ ସିଧାସଳଖ ଟଙ୍କା ଜମା କରାଯାପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story