ବରଗଡ଼ ଧନୁଯାତ୍ରା ସ୍ଥାନ ପରିବର୍ତ୍ତନ ବିବାଦ:  ଇସ୍ତଫା ଦେଲେ ୫ କାଉନ୍‌ସିଲର

ବରଗଡ଼: ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ସ୍ଥାନ ପରିବର୍ତ୍ତନକୁ ନେଇ ଦେଖା ଦେଇଛି ବିବାଦ। ସ୍ଥାନ ପରିବର୍ତ୍ତନ ନେଇ ପ୍ରଶାସନର ନିଷ୍ପତ୍ତକୁ ବିରୋଧ କରି ବରଗଡ଼ ମ୍ୟୁନିସିପାଲିଟଇର ୫ ଜଣ କାଉନସିଲର ଆଜି ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା କାଉନ୍‌ସିଲରଙ୍କ ମଧ୍ୟରୁ ଚାରି ଜଣ ବିଜେଡିର ହୋଇଥିବା ବେଳେ ଜଣେ କଂଗ୍ରେସର। ଇସ୍ତଫା ଦେଇଥିବା ଏହି କାଉନ୍‌ସିଲରମାନେ ହେଉଛନ୍ତି ଅଜିତ୍ ସେଠ୍, ନରେନ୍ ପ୍ରଧାନ, ଶଶୀ ଅଗ୍ରୱାଲ୍, ବେଦମତୀ ପ୍ରଧାନ ଓ ବାସୁଦେବ ବଗର୍ତ୍ତି। ଏହି କାଉନ୍‌ସିଲରମାନେ […]

dhanujatra

dhanujatra

Rakesh Mallick
  • Published: Tuesday, 01 November 2016
  • Updated: 01 November 2016, 02:47 PM IST

Sports

Latest News

ବରଗଡ଼: ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ସ୍ଥାନ ପରିବର୍ତ୍ତନକୁ ନେଇ ଦେଖା ଦେଇଛି ବିବାଦ। ସ୍ଥାନ ପରିବର୍ତ୍ତନ ନେଇ ପ୍ରଶାସନର ନିଷ୍ପତ୍ତକୁ ବିରୋଧ କରି ବରଗଡ଼ ମ୍ୟୁନିସିପାଲିଟଇର ୫ ଜଣ କାଉନସିଲର ଆଜି ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା କାଉନ୍‌ସିଲରଙ୍କ ମଧ୍ୟରୁ ଚାରି ଜଣ ବିଜେଡିର ହୋଇଥିବା ବେଳେ ଜଣେ କଂଗ୍ରେସର। ଇସ୍ତଫା ଦେଇଥିବା ଏହି କାଉନ୍‌ସିଲରମାନେ ହେଉଛନ୍ତି ଅଜିତ୍ ସେଠ୍, ନରେନ୍ ପ୍ରଧାନ, ଶଶୀ ଅଗ୍ରୱାଲ୍, ବେଦମତୀ ପ୍ରଧାନ ଓ ବାସୁଦେବ ବଗର୍ତ୍ତି।

ଏହି କାଉନ୍‌ସିଲରମାନେ ସେମାନଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ ଧନୁଯାତ୍ରା ମହୋତ୍ସବରେ ଜିଲ୍ଲାପାଳ ତଥା ପ୍ରଶାସନର ଅଯଥା ମନମୁଖୀ ଏବଂ ଏକତରଫା କାର୍ଯ୍ୟ ଦ୍ୱାରା ବରଗଡ଼ର ଜନସାଧାରଣ ତଥା ଯାତ୍ରାର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଛି। ଏହାର ପ୍ରତିବାଦରେ ସେମାନେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ସ୍ଥାନ ପରିବର୍ତ୍ତନ ନେଇ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ଧନୁଯାତ୍ରା ଆୟୋଜନ କମିଟିରୁ ମଧ୍ୟ ୫ ଜଣ ସଦସ୍ୟ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ଧନୁଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ତାରିଖ ଘୋଷଣା ସରିଛି। ଆସନ୍ତା ଜାନୁଆରୀ ୨ ତାରିଖରୁ ୧୨ ତାରିଖ ଯାଏଁ ଧନୁଯାତ୍ରା କରାଯିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story