ବରଗଡ଼: ଓମଫେଡ କ୍ଷୀର ନେଲାନି, ୩୦,୦୦୦ ଲିଟର କ୍ଷୀର ରାସ୍ତାରେ ଢାଳି ଦେଲେ ଚାଷୀ

ବରଗଡ଼: ବରଗଡ଼ର ଦୁଗ୍ଧ ଚାଷୀ ଓମଫେଡ଼ ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି। ସଂଗୃହିତ କ୍ଷୀର ନିମ୍ନମାନର ବୋଲି ଓମଫେଡ ପକ୍ଷରୁ ଦର୍ଶାଯିବା ପରେ ଦୁଗ୍ଧ ଚାଷୀମାନେ ପ୍ରାୟ ୩୦,୦୦୦ ଲିଟର କ୍ଷୀର ରାସ୍ତାରେ ଢାଳି ଦେଇଛନ୍ତି। କିଛି ଦିନ ହେବ ଓମଫେଡର ଏପରି ଅଭିଯୋଗକୁ ନେଇ ଚାଷୀଙ୍କ ମଧ୍ୟରେ ଦେଖା ଦେଇଥିବା ଅସନ୍ତୋଷ ଆଜି ଉଗ୍ର ରୂପ ନେଇଥିଲା। ଜିଲ୍ଲା ଦୁଗ୍ଧ ଉତ୍ପାଦନ କୃଷକ ସମିତି ନେତୃତ୍ୱରେ ଶତାଧିକ ଚାଷୀ ସ୍ଥାନୀୟ ଗାନ୍ଧୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ […]

bargarh

bargarh

Rakesh Mallick
  • Published: Thursday, 12 May 2016
  • Updated: 13 May 2016, 09:37 AM IST

Sports

Latest News

bargarhବରଗଡ଼: ବରଗଡ଼ର ଦୁଗ୍ଧ ଚାଷୀ ଓମଫେଡ଼ ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି। ସଂଗୃହିତ କ୍ଷୀର ନିମ୍ନମାନର ବୋଲି ଓମଫେଡ ପକ୍ଷରୁ ଦର୍ଶାଯିବା ପରେ ଦୁଗ୍ଧ ଚାଷୀମାନେ ପ୍ରାୟ ୩୦,୦୦୦ ଲିଟର କ୍ଷୀର ରାସ୍ତାରେ ଢାଳି ଦେଇଛନ୍ତି।

କିଛି ଦିନ ହେବ ଓମଫେଡର ଏପରି ଅଭିଯୋଗକୁ ନେଇ ଚାଷୀଙ୍କ ମଧ୍ୟରେ ଦେଖା ଦେଇଥିବା ଅସନ୍ତୋଷ ଆଜି ଉଗ୍ର ରୂପ ନେଇଥିଲା। ଜିଲ୍ଲା ଦୁଗ୍ଧ ଉତ୍ପାଦନ କୃଷକ ସମିତି ନେତୃତ୍ୱରେ ଶତାଧିକ ଚାଷୀ ସ୍ଥାନୀୟ ଗାନ୍ଧୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଆଣିଥିବା ପ୍ରାୟ ୨୦,୦୦୦ ଲିଟର କ୍ଷୀରକୁ ପ୍ରତିବାଦ ସ୍ୱରୂପ ରାସ୍ତାରେ ଢାଳି ଦେଇଥିଲେ। ଏହି ସମୟରେ ବରପାଲିରୁ ବରଗଡ଼କୁ ୧୦,୦୦୦ ଲିଟର କ୍ଷୀର ନେଇ ଆସୁଥିବା ଏକ ଟ୍ୟାଙ୍କରର ଭାଲବ୍‌କୁ ଚାଷୀମାନେ ଖୋଲି ଦେବାରୁ ସବୁ କ୍ଷୀର ରାସ୍ତାରେ ବୋହି ଯାଇଥିଲା।

ବରଗଡ଼ ଓମଫେଡ ଏଜିଏମ୍‌ ଡକ୍ତର ସମୀର ମୁଦୁଲି କହିଛନ୍ତି, “କ୍ୱାଲିଟି ଟେଷ୍ଟରୁ କ୍ଷୀରରେ ଚିନି ଓ ଲୁଣ ଅପମିଶ୍ରଣ ହୋଇଥିବା ଜଣାପଡିଥିଲା। ତେଣୁ ଆଜି ବିଭିନ୍ନ ସୋସାଇଟ୍‌ର ୫,୯୪୧ ଲିଟର କ୍ଷୀର ଫେରାଇ ଦିଆଯାଇଥିଲା। ଏହି କ୍ଷୀରର ସାମ୍ପୁଲ ରଖାଯାଇଛି। ଚାଷୀମାନେ ଚାହିଁରେ ଦ୍ୱିତୀୟ ଥର ଏହାର କ୍ୱାଲିଟି ଟେଷ୍ଟ କରାଇ ପାରିବେ। ଟ୍ୟାଙ୍କରରୁ କ୍ଷୀର ଢାଳିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଓମଫେଡ ପରିଚାଳନା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଥାନାରେ ଏତଲା ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story