ନନ୍ଦନକାନନରେ ନୂଆ ଅତିଥି: ବାଘୁଣୀ ସ୍ନେହା ଜନ୍ମ ଦେଲା ୩ ଶାବକ

ଭୁବନେଶ୍ୱର: ପଶୁପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ଚିଡ଼ିଆଖାନାରେ ସାମିଲ ହୋଇଛନ୍ତି ୩ ନୂଆ ଅତିଥି।  ଆଜି ସକାଳେ ବାଘୁଣୀ ସ୍ନେହା ୩ଟି ଶାବକକୁ ଜନ୍ମ ଦେଇଛି।  ଶାବକମାନଙ୍କ ରଙ୍ଗ ଜଣା ପଡ଼ି ନ ଥିଲେ ମଧ୍ୟ ମା’ ଓ ଛୁଆ ସୁସ୍ଥ ଅଛନ୍ତି। ମା’ ବାଘୁଣୀ ସ୍ନେହା ତାର ତିନି ଛୁଆଙ୍କ ଯତ୍ନ ନେଉଥିବା ସିସିଟିଭି ଫୁଟେଜ୍‌ରେ ଦେଖାଯାଇଛି। ସ୍ନେହାର ଏହା ଦ୍ୱିତୀୟ ପ୍ରସବ। ଏହା ପୂର୍ବରୁ  ସ୍ନେହା ୪ଟି ଭିନ୍ନ ଭିନ୍ନ ରଙ୍ଗର ଛୁଆ […]

tiger bbsr

tiger bbsr

Rakesh Mallick
  • Published: Friday, 05 August 2016
  • Updated: 05 August 2016, 12:40 PM IST

Sports

Latest News

ଭୁବନେଶ୍ୱର: ପଶୁପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ଚିଡ଼ିଆଖାନାରେ ସାମିଲ ହୋଇଛନ୍ତି ୩ ନୂଆ ଅତିଥି।  ଆଜି ସକାଳେ ବାଘୁଣୀ ସ୍ନେହା ୩ଟି ଶାବକକୁ ଜନ୍ମ ଦେଇଛି।  ଶାବକମାନଙ୍କ ରଙ୍ଗ ଜଣା ପଡ଼ି ନ ଥିଲେ ମଧ୍ୟ ମା’ ଓ ଛୁଆ ସୁସ୍ଥ ଅଛନ୍ତି। ମା’ ବାଘୁଣୀ ସ୍ନେହା ତାର ତିନି ଛୁଆଙ୍କ ଯତ୍ନ ନେଉଥିବା ସିସିଟିଭି ଫୁଟେଜ୍‌ରେ ଦେଖାଯାଇଛି।

ସ୍ନେହାର ଏହା ଦ୍ୱିତୀୟ ପ୍ରସବ। ଏହା ପୂର୍ବରୁ  ସ୍ନେହା ୪ଟି ଭିନ୍ନ ଭିନ୍ନ ରଙ୍ଗର ଛୁଆ ପ୍ରସବ କରିଥିଲା। ଯାହା  ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା।

ପ୍ରଥମ ପ୍ରସବରେ ସ୍ନେହା ଜନ୍ମ ଦେଇଥିବା ୪ ଛୁଆଙ୍କ ମଧ୍ୟରୁ ଗୋଟିଏ ଆଲିପୁର ଚିଡ଼ିଆଖାନାକୁ ଦିଆଯାଇ ବଦଳରେ ଏକ ଜିରାଫ ଅଣାଯାଇଥିଲା।

ସ୍ନେହା ଓ ତାର ଛୁଆଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯାଇଛି। ଏହି ୩ଟି ବାଘଛୁଆଙ୍କୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୪ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story