ବ୍ରହ୍ମପୁର: ପୋଲିସ୍ ଏନ୍‌କାଉଣ୍ଟରରେ ଅପରାଧୀ ଦଣ୍ଡ ମହାରଣା ଆହତ

ବ୍ରହ୍ମପୁର: ବ୍ରହ୍ମପୁର କେ.ନୂଆଗାଁ ଥାନା ଅନ୍ତର୍ଗତ ତମଣା ଘାଟି ନିକଟରେ ଆଜି ସକାଳେ ପୋଲିସ୍‌ ଏନ୍‌କାଉଣ୍ଟରରେ ଅପରାଧୀ ଦଣ୍ଡ ମହାରଣା ଆହତ ହୋଇଛି। ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦଣ୍ଡ ନାଁରେ ବ୍ରହ୍ମପୁର ଟାଉନ୍ ଥାନାରେ ୧୯ଟି ମାମଲା ରହିଛି। ସେହିପରି ବିଏନ୍‌ପୁର ଥାନାରେ ୨ଟି ମାମଲା ରହିଥିବା ବେଳେ ଗୋଷାଣୀନୂଆ ଗାଁ ଓ କେ.ନୂଆ ଗାଁ ଥାନାରେ ସମୁଦାୟ ୨୨ଟି ମାମଲା ରହିଛି। […]

berhampur

berhampur

Rakesh Mallick
  • Published: Thursday, 21 April 2016
  • Updated: 21 April 2016, 08:41 AM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର କେ.ନୂଆଗାଁ ଥାନା ଅନ୍ତର୍ଗତ ତମଣା ଘାଟି ନିକଟରେ ଆଜି ସକାଳେ ପୋଲିସ୍‌ ଏନ୍‌କାଉଣ୍ଟରରେ ଅପରାଧୀ ଦଣ୍ଡ ମହାରଣା ଆହତ ହୋଇଛି। ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଦଣ୍ଡ ନାଁରେ ବ୍ରହ୍ମପୁର ଟାଉନ୍ ଥାନାରେ ୧୯ଟି ମାମଲା ରହିଛି। ସେହିପରି ବିଏନ୍‌ପୁର ଥାନାରେ ୨ଟି ମାମଲା ରହିଥିବା ବେଳେ ଗୋଷାଣୀନୂଆ ଗାଁ ଓ କେ.ନୂଆ ଗାଁ ଥାନାରେ ସମୁଦାୟ ୨୨ଟି ମାମଲା ରହିଛି।  ଦଣ୍ଡ ରମେଶ ଜେନାଙ୍କର ପ୍ରମୁଖ ସହଯୋଗୀ ବୋଲି ଜଣାପଡ଼ିଛି।

ତମଣା ଘାଟି ଦେଇ ଦଣ୍ଡ ତାଙ୍କ ସହଯୋଗୀ ସହ ଯାଉଥିବା ବ୍ରହ୍ମପୁର ପୋଲିସ୍ ଜାଣିବାକୁ ପାଇବା ପରେ ପୋଲିସ୍ ସେଠାରେ ଛକି ରହିଥିଲା। ପୋଲିସ୍ ତାଙ୍କୁ ଧରିବାକୁ ଚେଷ୍ଟା କରୁଥିବା ଜାଣିବାକୁ ପାଇବା ପରେ ଦଣ୍ଡ ପ୍ରଥମେ ପୋଲିସ୍ ଉପରକୁ ୩ ରାଉଣ୍ଡ୍ ଗୁଳି ଚଳାଇଥିଲା।  ଏହାପରେ ପୋଲିସ ପାଲଟା ଗୁଳିଚଳନା କରିଥିଲା। ଦଣ୍ଡର ଗୋଡରେ ଗୁଳି ବାଜିଥିଲା।

ଦଣ୍ଡକୁ କାବୁ କରିବା ବେଳେ ଦୁଇ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story