ଭଦ୍ରକ, ବ୍ରହ୍ମପୁର ଓ ରାଉରକେଲାରେ ବ୍ୟାପୁଛି ଡେଙ୍ଗୁ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁର ଭୟାବହତା ବଢିବାରେ ଲାଗିଛି। ବଡ଼ବିଲ ଓ ଜଗତପୁର ଅଞ୍ଚଳରେ ସ୍ଥିତି ଉଦ୍‌ବେଗଜନକ ଥିବା ବେଳେ ଭଦ୍ରକ, ବ୍ରହ୍ମପୁର ଓ ରାଉରକେଲାରେ ବି ଡେଙ୍ଗୁ ପ୍ରକୋପ ବଢିବାରେ ଲାଗିଛି। ଭଦ୍ରକରେ ୩୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ପରୀକ୍ଷା ହୋଇଥିବା ୨୬୯ ନମୁନାରୁ ୨୬ଟିରେ ଡେଙ୍ଗୁ ପଜିଟିଭ ବାହାରିଛି। ଏମାନଙ୍କ ମଧ୍ୟରୁ ୫ ଜଣ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ରାଉରକେଲାରେ ଗତକାଲି ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା […]

dengu1

dengu1

Rakesh Mallick
  • Published: Wednesday, 20 July 2016
  • Updated: 20 July 2016, 10:29 PM IST

Sports

Latest News

dengu1ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁର ଭୟାବହତା ବଢିବାରେ ଲାଗିଛି। ବଡ଼ବିଲ ଓ ଜଗତପୁର ଅଞ୍ଚଳରେ ସ୍ଥିତି ଉଦ୍‌ବେଗଜନକ ଥିବା ବେଳେ ଭଦ୍ରକ, ବ୍ରହ୍ମପୁର ଓ ରାଉରକେଲାରେ ବି ଡେଙ୍ଗୁ ପ୍ରକୋପ ବଢିବାରେ ଲାଗିଛି।

ଭଦ୍ରକରେ ୩୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ପରୀକ୍ଷା ହୋଇଥିବା ୨୬୯ ନମୁନାରୁ ୨୬ଟିରେ ଡେଙ୍ଗୁ ପଜିଟିଭ ବାହାରିଛି। ଏମାନଙ୍କ ମଧ୍ୟରୁ ୫ ଜଣ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ରାଉରକେଲାରେ ଗତକାଲି ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ପୀଡ଼ିତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି।

ବଡ଼ବିଲରେ ଗତକାଲି ଜଣେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟବରଣ କରିଥିବା ଅଭିଯୋଗ ହୋଇଛି। ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ଦିନ ମଜୁରିଆ ଭାବେ କାମ କରୁଥିବା ଲିଲି ଗୋପ ଡେଙ୍ଗୁ ଆକ୍ରାନ୍ତି ହୋଇ ଗତକାଲି ମୃତ୍ୟୁବରଣ କରିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ଅଭିଯୋଗ ଆସିବା ପରେ ଘଟଣାର ଅନୁଧ୍ୟାନ କରାଯାଉଥିବା କେନ୍ଦୁଝର ସିଡିଏମ୍‌ଓ କହିଛନ୍ତି।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩,୦୭୫ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ୮୩୦ ଜଣଙ୍କଠାରେ ଡେଙ୍ଗୁ ପଜିଟିଭ୍‌ ବାହାରିଛି।

ଜଗତପୁରରେ ମଧ୍ୟ ଡେଙ୍ଗୁ ସ୍ଥିତି ଜଟିଳ ରହିଛି। ଏସ୍‌ସିବିରେ ଏବେ ୧୭୧ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ଆସିଥିବା ୧୩୭ଟି ରକ୍ତ ନମୁନା ମଧ୍ୟରୁ ୪୫ଟି ଡେଙ୍ଗୁ ପଜିଟିଭ ବାହାରିଛି। ମେଡ଼ିକାଲକୁ ଅଧିକ ରୋଗୀ ଆସୁଥିବାରୁ ଆଉ ୪୦ଟି ବେଡର ବ୍ୟବସ୍ଥା କରାଯାଇଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।

ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି, “ବର୍ତ୍ତମାନ ୧୩୨ ଜଣ ପୁରୁଷ ଓ ୪୯ ମହିଳା ରୋଗୀ ଚିକିତ୍ସିତ ହେଉଛନ୍ତି। ୯ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story