ସୋସିଆଲ୍ ମିଡିଆରେ ଭୁବନେଶ୍ୱରର ଏନକାଉଣ୍ଟର ସ୍ପେଶାଲିଷ୍ଟ! ଚର୍ଚ୍ଚାରେ ଗୋପନ ବନ୍ଧୁକ ଖୋଲା ଫଟୋ

କମିଶନରେଟ୍ ପୋଲିସ୍‌ ଦବଙ୍ଗଗିରି। କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କି ରେଡ୍ ମାରି ନୁହେଁ। ବଂର ଏଥର ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ କରି। କିଏ ଖାକିବର୍ଦ୍ଦିରେ ଥାଇ ସର୍ଭିସ୍ ରିଭଲଭର୍ ଧରି ପୋଜ୍ ଦେଇଛନ୍ତି ତ ପୁଣି କିଏ ଟ୍ରେନିଂ ସମୟ ଫଟୋକୁ ପୋଷ୍ଟ କରିଛନ୍ତି ନିଜ ଫେସବୁକ୍ ଷ୍ଟାଟସ୍‌ରେ। ପୋଲିସ୍ ବାବୁଙ୍କ ଏ ହିରୋଗିରିକୁ ନେଇ ଚର୍ଚ୍ଚା ବି ଆରମ୍ଭ ହୋଇଯାଇଛି। ସାଧାରଣତଃ ପୋଲିସ୍ ଅଫିସରମାନେ ନିଜ ସର୍ଭିସ୍ ରିଭଲଭର କିମ୍ୱା ତାଙ୍କୁ ମିଳିଥିବା ଅତ୍ୟାଧୁନିକ […]

social media

social media

Rakesh Mallick
  • Published: Monday, 06 March 2017
  • Updated: 06 March 2017, 07:57 PM IST

Sports

Latest News

କମିଶନରେଟ୍ ପୋଲିସ୍‌ ଦବଙ୍ଗଗିରି। କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କି ରେଡ୍ ମାରି ନୁହେଁ। ବଂର ଏଥର ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ କରି। କିଏ ଖାକିବର୍ଦ୍ଦିରେ ଥାଇ ସର୍ଭିସ୍ ରିଭଲଭର୍ ଧରି ପୋଜ୍ ଦେଇଛନ୍ତି ତ ପୁଣି କିଏ ଟ୍ରେନିଂ ସମୟ ଫଟୋକୁ ପୋଷ୍ଟ କରିଛନ୍ତି ନିଜ ଫେସବୁକ୍ ଷ୍ଟାଟସ୍‌ରେ। ପୋଲିସ୍ ବାବୁଙ୍କ ଏ ହିରୋଗିରିକୁ ନେଇ ଚର୍ଚ୍ଚା ବି ଆରମ୍ଭ ହୋଇଯାଇଛି।

ସାଧାରଣତଃ ପୋଲିସ୍ ଅଫିସରମାନେ ନିଜ ସର୍ଭିସ୍ ରିଭଲଭର କିମ୍ୱା ତାଙ୍କୁ ମିଳିଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ଗୋପନରେ ରଖିଥାନ୍ତି। ଯେମିତି ସାମ୍ନା ଲୋକ ନ ଜାଣି ପାରିବେ। ସେଥିପାଇଁ ସବୁବେଳେ ସତର୍କତାର ବାଟ ଚାଲିଥାନ୍ତି। ହେଲେ କମିଶନରେଟ୍ ପୋଲିସ୍‌ର କିଛି ଯୁବ ଅଫିସର ଏ ଲକ୍ଷ୍ମଣରେଖାକୁ ପାର୍ କରିଥିବା ଦେଖିବାକୁ ମିଳୁଛି। ନିଜକୁ ଜଣେ ଦୁଃସାହାସିକ ପୋଲିସ୍ ଅଫିସର ଭାବେ ପ୍ରଦର୍ଶିତ କରିବାକୁ ଯାଇ ସୋସିଆଲ୍ ମିଡିଆରେ ଏଭଳି ପୋଷ୍ଟ ରୀତିମତ କରି ଚାଲିଛନ୍ତି। କମିଶନରେଟ୍ ପୋଲିସ୍‌ର ହାତଗଣତି କିଛି ୟଙ୍ଗ ଅଫିସରଙ୍କ ଏ ପାଗଳାମୀକୁ ନେଇ ଚର୍ଚ୍ଚା ବି ଆରମ୍ଭ ହୋଇଯାଇଛି। କେତେବେଳେ ସେମାନେ ହାତରେ ବନ୍ଧୁକ ଧରିଛନ୍ତି ତ ପୁଣି କେତେବେଳେ ବଲିଉଡ୍ ଷ୍ଟାଇଲରେ ବନ୍ଧୁକକୁ ଅଣ୍ଟାରେ ଖୁଞ୍ଚି ପୋଜ୍ ଦେଇଛନ୍ତି। ଏପରିକି ପୋଷ୍ଟ ଉପରେ ଲାଇକ୍ ଓ କମେଣ୍ଟର ବର୍ଷା ବି ହେଉଛି, ଯାହାକୁ ଦେଖି ପୋଲିସ୍ ବାବୁଙ୍କ ମନ କୁଣ୍ଢେମୋଟ ହୋଇଯାଉଛି।

ବାରମ୍ୱାର ଏମିତି ଫଟୋ ପୋଷ୍ଟ କରିବା ପରେ ଏକଥା ଭୁବନେଶ୍ୱର ଡିସିପିଙ୍କ ନଜରକୁ ଆସିଛି। ଏ ଅଫିସରଙ୍କୁ ଡାକି ତାଗିଦ୍ ସହ ଘଟଣାର ତଦନ୍ତ ବି କରାଯିବ ବୋଲି ଡିସିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story