ବିଶ୍ୱ ଏଡ୍‌ସ ଦିବସରେ ଓଟିଭି ମିନି ମାରାଥନ୍‌

ଭୁବନେଶ୍ୱର: ମୃତ୍ୟୁ ନୁହେଁ, ଜୀବନ ଆଡ଼କୁ ଦୌଡ଼। ଆଜି ବିଶ୍ୱ ଏଡ୍‌ସ ଦିବସ ଅବସରରେ ଏହି ବାର୍ତ୍ତା ଦେଇ ‘ଓଟିଭି’ ପକ୍ଷରୁ ଆୟୋଜିତ ହୋଇଯାଇଛି ମିନି ମାରାଥନ୍। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କିଟ୍ ଷ୍ଟାଡିୟମ୍‌ରୁ ଆରମ୍ଭ ହୋଇଥିଲା ଏହି ମାରାଥନ୍। ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅଲିମ୍ପିଆନ୍ ଦୂତୀ ଚାନ୍ଦ ପ୍ରମୁଖ ଏହି ମାରାଥନର ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥି ଭାବେ ଏଥିରେ ପୋଲିସ୍ କମିଶନର ଯୋଗେଶ ବାହାଦୂର […]

otvmarathon

otvmarathon

Rakesh Mallick
  • Published: Thursday, 01 December 2016
  • Updated: 01 December 2016, 11:06 AM IST

otv1ଭୁବନେଶ୍ୱର: ମୃତ୍ୟୁ ନୁହେଁ, ଜୀବନ ଆଡ଼କୁ ଦୌଡ଼। ଆଜି ବିଶ୍ୱ ଏଡ୍‌ସ ଦିବସ ଅବସରରେ ଏହି ବାର୍ତ୍ତା ଦେଇ ‘ଓଟିଭି’ ପକ୍ଷରୁ ଆୟୋଜିତ ହୋଇଯାଇଛି ମିନି ମାରାଥନ୍। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କିଟ୍ ଷ୍ଟାଡିୟମ୍‌ରୁ ଆରମ୍ଭ ହୋଇଥିଲା ଏହି ମାରାଥନ୍। ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅଲିମ୍ପିଆନ୍ ଦୂତୀ ଚାନ୍ଦ ପ୍ରମୁଖ ଏହି ମାରାଥନର ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥି ଭାବେ ଏଥିରେ ପୋଲିସ୍ କମିଶନର ଯୋଗେଶ ବାହାଦୂର ଖୁରାନିଆ ଯୋଗ ଦେଇଥିଲେ।

କିଟ୍ ଷ୍ଟାଡିୟମରୁ ବାହାରି ସେଭାନ୍‌ଥ ବାଟାଲିୟନ ଗ୍ରାଉଣ୍ଡ ପର୍ଯ୍ୟନ୍ତ ଯାଇଥିଲା ଏହି ମାରାଥନ୍‌। ଏଥିରେ ସାମିଲ ହୋଇଥିଲେ ଛାତ୍ରଛାତ୍ରୀ, ଯୁବକଯୁବତୀ, କ୍ରୀଡ଼ାବିତ୍, ଫିଲ୍ମତାରକା ଓ ରାଜନେତା। କିଟ୍ ଛକ, ଡମଣା ଛକ, କଳିଙ୍ଗ ହସ୍ପିଟାଲ୍ ଛକ ଦେଇ ସେଭେନ୍‌ଥ ବାଟାଲିୟନ୍ ଗ୍ରାଉଣ୍ଡରେ ସମସ୍ତେ ପହଞ୍ଚିଥିଲେ। ସେଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଓଲିଉଡ୍ ଅଭିନେତା ଆକାଶ ଦାସ ନାୟକ, ବାବୁସାନ, ଅରିନ୍ଦମ, ସମରେଶ, ଦୀପକ, ସମ୍ବିତ, ସବ୍ୟସାଚୀ ଓ ରିଆ ପ୍ରମୁଖ ଉପସ୍ଥିତ ଥିଲେ। ଏଡ୍‌ସ ନେଇ ସମସ୍ତେ ସଚେନତା ବାର୍ତ୍ତା ଦେଇଥିଲେ। ଫୁଟ୍‌ବଲ୍‌ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଚେନ୍ ଖେଳାଳି ସାଇନା ସାଲୋନିକା ଓ ଜଣାଶୁଣା ପର୍ବତାରୋହୀ କଳ୍ପନା ଦାସ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story